ଦ୍ୱିତୀୟ ଟି-ଟ୍ୱେଣ୍ଟିକୁ ବଞ୍ଚାଇପାରିଲାନି ଭାରତ: ୬ ୱିକେଟ୍‌ରେ ଦକ୍ଷିଣ ଆଫ୍ରିକା ବିଜୟୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି ଟ୍ୱେଣ୍ଟିରେ ଟିମ୍‌ ଇଣ୍ଡିଆ ଫେଲ୍‌। ୬ ୱିକେଟ୍‌ରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଛି ଭାରତ। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଆଗରେ ୧୮୯ରନର ଟାର୍ଗେଟ ଦେଇଥିଲା ଟିମ ଇଣ୍ଡିଅ। ମନୀଷ ପାଣ୍ଡେଙ୍କ ଅପରାଜେୟ ୭୯ ଏବଂ ମହେନ୍ଦ୍ର ସିଂହ ଧୋନୀ ଅପରାଜିତ ୫୨ ରନ ବଳରେ ବିରାଟ ସ୍କୋର ଛିଡା କରିଥିଲା ଦଳ। ତେବେ ବ୍ୟାଟ୍ସମ୍ୟାନ୍ କ୍ଲାସେନ ଏବଂ ଡୁମିନି ଦମଦାର ବ୍ୟାଟିଂ […]

centurion-t20i.jpg.image.784.410

centurion-t20i.jpg.image.784.410

Rakesh Mallick
  • Published: Thursday, 22 February 2018
  • Updated: 22 February 2018, 09:23 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି ଟ୍ୱେଣ୍ଟିରେ ଟିମ୍‌ ଇଣ୍ଡିଆ ଫେଲ୍‌। ୬ ୱିକେଟ୍‌ରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଛି ଭାରତ। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଆଗରେ ୧୮୯ରନର ଟାର୍ଗେଟ ଦେଇଥିଲା ଟିମ ଇଣ୍ଡିଅ। ମନୀଷ ପାଣ୍ଡେଙ୍କ ଅପରାଜେୟ ୭୯ ଏବଂ ମହେନ୍ଦ୍ର ସିଂହ ଧୋନୀ ଅପରାଜିତ ୫୨ ରନ ବଳରେ ବିରାଟ ସ୍କୋର ଛିଡା କରିଥିଲା ଦଳ। ତେବେ ବ୍ୟାଟ୍ସମ୍ୟାନ୍ କ୍ଲାସେନ ଏବଂ ଡୁମିନି ଦମଦାର ବ୍ୟାଟିଂ ଆଫ୍ରିକୀୟ ଦଳକୁ ବିଜୟ ଦେଇଥିଲା କ୍ଲାସେନ ୬୯ ରନ କରିଥିବାବେଳେ ଡୁମିନିଙ୍କ ଅପରାଜିତ ୬୪ ରନ କରିଥିଲେ। ଦକ୍ଷିଣ ଆଫ୍ରିକା ଏହି ଟି ଟ୍ୱେଣ୍ଟି ସିରିଜକୁ ବରାବର କରିଛି। ୬ ୱିକେଟରେ ମ୍ୟାଚ ଜିତି ନେଇଛି ଦକ୍ଷିଣ ଆଫ୍ରିକା। ଆସନ୍ତା ଶନିବାର କେପଟାଉନରେ ଖେଳାଯିବ ସିରିଜର ଶେଷ ତଥା ତୃତୀୟ ଟି ଟ୍ୱେଣ୍ଟି ମ୍ୟାଚ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story