ବିଶ୍ୱକପ ପରେ ଆଉ ଦେଖିବାକୁ ମିଳିବନି ଏହି ସ୍ପିନରଙ୍କ ଯାଦୁ

ଜୋହାନେସବର୍ଗ : ଇଂଲଣ୍ଡରେ ହେବାକୁ ଥିବା ଆଇସିସି ବିଶ୍ୱକପ୍ ପରେ ଦକ୍ଷିଣ ଆଫ୍ରିକା ଦଳର ଅଭିଜ୍ଞ ଲେଗ୍ ସ୍ପିନର ଇମ୍ରାନ ତାହିର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟକୁ ଅଲବିଦା କହିବେ। ତେବେ ତାହିର ଜାତୀୟ ଦଳ ପକ୍ଷରୁ ଅନ୍ତର୍ଜାତୀୟ ଟି-୨୦ ଖେଳିବା ଜାରି ରଖିବେ। ଚଳିତମାସ ଶେଷ ବେଳକୁ ୪୦ ବର୍ଷରେ ପଦାର୍ପଣ କରିବାକୁ ଥିବା ତାହିର ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୨୬ ରନ୍ ଦେଇ ୩ ୱିକେଟ୍ ହାସଲ କରିଥିଲେ। ଅବସର ନେବା ନେଇ ସେ […]

im

im

Hemant Lenka
  • Published: Monday, 04 March 2019
  • Updated: 04 March 2019, 09:29 PM IST

Sports

Latest News

ଜୋହାନେସବର୍ଗ : ଇଂଲଣ୍ଡରେ ହେବାକୁ ଥିବା ଆଇସିସି ବିଶ୍ୱକପ୍ ପରେ ଦକ୍ଷିଣ ଆଫ୍ରିକା ଦଳର ଅଭିଜ୍ଞ ଲେଗ୍ ସ୍ପିନର ଇମ୍ରାନ ତାହିର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟକୁ ଅଲବିଦା କହିବେ। ତେବେ ତାହିର ଜାତୀୟ ଦଳ ପକ୍ଷରୁ ଅନ୍ତର୍ଜାତୀୟ ଟି-୨୦ ଖେଳିବା ଜାରି ରଖିବେ।

ଚଳିତମାସ ଶେଷ ବେଳକୁ ୪୦ ବର୍ଷରେ ପଦାର୍ପଣ କରିବାକୁ ଥିବା ତାହିର ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୨୬ ରନ୍ ଦେଇ ୩ ୱିକେଟ୍ ହାସଲ କରିଥିଲେ। ଅବସର ନେବା ନେଇ ସେ କହିଛନ୍ତି, "ମୁଁ ବିଶ୍ୱକପ୍ ଖେଳିବାକୁ ଚାହେଁ ଏବଂ ସେହିଠାରେ ନିଜ ଦିନିକିଆ କ୍ୟାରିୟର ଶେଷ କରିବାକୁ ଚାହେଁ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story