ଟି-୨୦ ସିରିଜ୍‌ ପାଇଁ ଭାରତ ଆସିଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଭାରତ ବିପକ୍ଷ ୩ଟିକିଆ ଟି-୨୦ ସିରିଜ୍‌ ଖେଳିବା ପାଇଁ ଆଜି ଟିମ୍‌ ଦକ୍ଷିଣ ଆଫ୍ରିକା ନୂଆଦିଲ୍ଲୀରେ ପାଦ ଦେଇଛି। କ୍ୱିଣ୍ଟନ ଡି-କକ୍‌ଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ସେପ୍ଟେମ୍ବର ୧୫ରୁ ଟି-୨୦ ସିରିଜ୍‌ ଆରମ୍ଭ ହେବ। ଭାରତ ଗସ୍ତରେ ଆସିବା ପୂର୍ବରୁ ଆଜି ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରାବାଡା ଟ୍ୱିଟ କରିଥିଲେ। ସେ କହିଥିଲେ, “ଭାରତକୁ ଆସିଥିବାରୁ ଭାରି ଉତ୍ସାହିତ । ପୁଣି ଏଠାରେ କ୍ରିକେଟ ଖେଳିବାର ସୁଯୋଗ ପାଇଥିବାରୁ […]

ed

ed

Hemant Lenka
  • Published: Saturday, 07 September 2019
  • Updated: 07 September 2019, 07:08 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ବିପକ୍ଷ ୩ଟିକିଆ ଟି-୨୦ ସିରିଜ୍‌ ଖେଳିବା ପାଇଁ ଆଜି ଟିମ୍‌ ଦକ୍ଷିଣ ଆଫ୍ରିକା ନୂଆଦିଲ୍ଲୀରେ ପାଦ ଦେଇଛି। କ୍ୱିଣ୍ଟନ ଡି-କକ୍‌ଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ସେପ୍ଟେମ୍ବର ୧୫ରୁ ଟି-୨୦ ସିରିଜ୍‌ ଆରମ୍ଭ ହେବ।

ଭାରତ ଗସ୍ତରେ ଆସିବା ପୂର୍ବରୁ ଆଜି ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରାବାଡା ଟ୍ୱିଟ କରିଥିଲେ। ସେ କହିଥିଲେ, “ଭାରତକୁ ଆସିଥିବାରୁ ଭାରି ଉତ୍ସାହିତ । ପୁଣି ଏଠାରେ କ୍ରିକେଟ ଖେଳିବାର ସୁଯୋଗ ପାଇଥିବାରୁ ଭଲ ଲାଗୁଛି।”

ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଧର୍ମଶାଳା ଠାରେ ପ୍ରଥମ ଟି-୨୦ ଖେଳାଯିବ। ଏହାପରେ ୧୮ ତାରିଖରେ ମୋହାଲି ଓ ସେପ୍ଟେମ୍ବର ୨୨ରେ ବେଙ୍ଗାଲୁରୁରେ ତୃତୀୟ ଟି-୨୦ ଖେଳାଯିବ।

ଏହାପରେ ଦକ୍ଷିଣ ଆଫ୍ରିକା ତା’ର ଟେଷ୍ଟ ଚାମ୍ପିୟନଶିପ ଅଭିଯାନ ଭାରତ ବିପକ୍ଷରେ ଆରମ୍ଭ କରିବ। ଅକ୍ଟୋବର ୨ରୁ ୬ ଯାଏ ପ୍ରଥମ ଟେଷ୍ଟ, ୧୦ରୁ ୧୪ ଦ୍ୱିତୀୟ ଟେଷ୍ଟ ଓ ୧୯ରୁ ୨୩ ଯାଏ ୩ଟି ଟେଷ୍ଟ ମ୍ୟାଚ୍‌ ଖେଳିବ।

ଆଜି ଭାରତ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକା ଟିମ୍‌ ସୋମବାର ନୂଆଦିଲ୍ଲୀରେ ଅବସ୍ଥାପିତ ଦକ୍ଷିଣ ଆଫ୍ରିକା ହାଇକମିଶନରଙ୍କୁ ଭେଟିବେ। ଏହାପରେ ୯ ତାରିଖରେ ଧର୍ମଶାଳା ଗସ୍ତ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story