ଅଷ୍ଟ୍ରେଲିଆକୁ ହରାଇ ୩-୦ରେ ସିରିଜ ପୋଛିନେଲା ଦକ୍ଷିଣ ଆଫ୍ରିକା

ଜୋହାନ୍ସବର୍ଗ: ଜେଜେ ସ୍ମଟ୍ସ ଓ ହେନରିଚ୍‌ କ୍ଲାସେନଙ୍କ ଦମଦାର ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ତୃତୀୟ ଦିନକିଆରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌କୁ ୩-୦ରେ ମୂଳପୋଛ କରିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୫୪ ରନ୍‌ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ଲାସେନ ଛକା ମାରି ଦଳକୁ ୬ ୱିକେଟରେ ବିଜୟୀ କରାଇଛନ୍ତି। ଦମଦାର ୮୪ ରନ୍‌ ପାଇଁ ସ୍ମଟ୍ସଙ୍କୁ ମ୍ୟାନ୍‌ ଅଫ ଦି […]

db

db

Hemant Lenka
  • Published: Saturday, 07 March 2020
  • Updated: 07 March 2020, 09:16 PM IST

Sports

Latest News

ଜୋହାନ୍ସବର୍ଗ: ଜେଜେ ସ୍ମଟ୍ସ ଓ ହେନରିଚ୍‌ କ୍ଲାସେନଙ୍କ ଦମଦାର ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ତୃତୀୟ ଦିନକିଆରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌କୁ ୩-୦ରେ ମୂଳପୋଛ କରିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୫୪ ରନ୍‌ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ଲାସେନ ଛକା ମାରି ଦଳକୁ ୬ ୱିକେଟରେ ବିଜୟୀ କରାଇଛନ୍ତି। ଦମଦାର ୮୪ ରନ୍‌ ପାଇଁ ସ୍ମଟ୍ସଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

୨୫୫ ରନ୍‌ର ଟାର୍ଗେଟ ପାଇଥିବା ଦକ୍ଷିଣ ଆଫ୍ରିକା ୪୭ ରନ୍‌ରେ ଅଧିନାୟକ କ୍ୱିଣ୍ଟନ ଡି’କକ(୨୬)ଙ୍କୁ ହରାଇଥିଲା। ଏହାପରେ ଜାନେମନ ମଲାନ(୨୩) ପ୍ୟାଭିଲିୟନ ଫେରିଥିଲେ। ଉଭୟଙ୍କ ୱିକେଟ ଜୋଶ ହେଜେଲଉଡ୍‌ ନେଇଥିଲେ। ଏହାପରେ ଜେଜେ ସ୍ମଟ୍ସ ଓ କାଇଲ ଭେରୀନେ ସ୍ଥିତି ସମ୍ଭାଳିଥିଲେ। ଉଭୟ ଅର୍ଦ୍ଧଶତକ ହାସଲ କରିବା ସହ ଦଳୀୟ ସ୍କୋରକୁ ୧୫୦ରେ ପହଞ୍ଚାଇ ଦେଇଥିଲେ।

ଏହି ସମୟରେ ଭେରୀନେ ୫୦ ବଲର ୫୦ ରନ କରି ଆଡାମ ଜାମ୍ପାଙ୍କ ବଲରେ ଆଉଟ ହୋଇଥିଲେ। ପ୍ରଥମ ଦିନକିଆରେ ଶତକ ହାଲସ କ୍ଲାସେନ ଓ ସ୍ମୁଟ୍ସ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ସହ ୪ର୍ଥ ୱିକେଟ ପାଇଁ ୭୯ ରନ୍‌ର ଭାଗିଦାରୀ କରିଥିଲେ। ଦଳୀୟ ସ୍କୋର ୨୨୯ ଥିବା ବେଳେ ଜେଜେ ସ୍ମଟ୍ସ ବ୍ୟକ୍ତି ୮୪ କରି କେନ ରିଚାର୍ଡସନଙ୍କ ବଲରେ ଆଉଟ ହୋଇଥିଲେ।

ତେବେ କ୍ଲାସେନ ବଡ଼ ବଡ଼ ଶଟ ଖେଳି ପ୍ରଥମେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷରେ ମିଚେଲ ମାର୍ଶଙ୍କୁ ଛକା ମାରି ଦଳକୁ ୬ ୱିକେଟରେ ବିଜୟୀ କରାଇଥିଲେ। ଏହି ସମୟରେ ଡାଭିଡ ମିଲର ୩ ରନ୍‌ କରି ଅପରାଜିତ ରହିଥିଲେ। ଏହାପୂର୍ବରୁ ମାର୍ନସ ଲାବୁଶେନଙ୍କ ଶତକ(୧୦୮) ସତ୍ତ୍ୱେ ଅଷ୍ଟ୍ରେଲିଆ ୫୦ ଓଭରରେ ମାତ୍ର ୨୫୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story