ଆରସିବି ପ୍ଲେ-ଅଫ୍‌ ଯୋଗ୍ୟତା ପାଇବା ସମ୍ଭବ କି

ବେଙ୍ଗାଲୁରୁ: ଆଇପିଏଲ୍‌ ୨୦୧୯ ସଂସ୍କରଣର ପ୍ରଥମ ୬ଟି ମ୍ୟାଚ୍‌ ହାରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଏବେ ହ୍ୟାଟ୍ରିକ ବିଜୟ ହାସଲ କରିଛି। ଦଳ ବର୍ତ୍ତମାନ ସୁଦ୍ଧା ୧୧ଟି ମ୍ୟାଚ୍‌ ଖେଳି ୪ଟିରେ ଜିତିଛି। ଦଳ ପାଖରେ ୮ ପଏଣ୍ଟ ରହିଛି। ଆରସିବି ଆହୁରି ୩ଟି ମ୍ୟାଚ୍‌ ଖେଳିବ। ଏହି ୩ଟି ମ୍ୟାଚ୍‌ ଜିତିଲେ ଆରସିବି ପ୍ଲେ-ଅଫ୍‌ ଖେଳିବାର ଯୋଗ୍ୟତା ଅର୍ଜନ କରିପାରିବ କି? ଯଦି ଆମେ ଟେକ୍ନିକାଲ ଗ୍ରାଉଣ୍ଡକୁ ବିଚାର କରିବା, ତା’ହେଲେ ଅନେକ ଥର ୧୪ […]

s

s

Hemant Lenka
  • Published: Thursday, 25 April 2019
  • Updated: 25 April 2019, 03:26 PM IST

ବେଙ୍ଗାଲୁରୁ: ଆଇପିଏଲ୍‌ ୨୦୧୯ ସଂସ୍କରଣର ପ୍ରଥମ ୬ଟି ମ୍ୟାଚ୍‌ ହାରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଏବେ ହ୍ୟାଟ୍ରିକ ବିଜୟ ହାସଲ କରିଛି। ଦଳ ବର୍ତ୍ତମାନ ସୁଦ୍ଧା ୧୧ଟି ମ୍ୟାଚ୍‌ ଖେଳି ୪ଟିରେ ଜିତିଛି।

ଦଳ ପାଖରେ ୮ ପଏଣ୍ଟ ରହିଛି। ଆରସିବି ଆହୁରି ୩ଟି ମ୍ୟାଚ୍‌ ଖେଳିବ। ଏହି ୩ଟି ମ୍ୟାଚ୍‌ ଜିତିଲେ ଆରସିବି ପ୍ଲେ-ଅଫ୍‌ ଖେଳିବାର ଯୋଗ୍ୟତା ଅର୍ଜନ କରିପାରିବ କି? ଯଦି ଆମେ ଟେକ୍ନିକାଲ ଗ୍ରାଉଣ୍ଡକୁ ବିଚାର କରିବା, ତା’ହେଲେ ଅନେକ ଥର ୧୪ ପଏଣ୍ଟ ହାସଲ କରିଥିବା ଦଳ ପ୍ଲେ-ଅଫ୍‌ ଖେଳିବାର ଯୋଗ୍ୟତା ଅର୍ଜନ କରିଛନ୍ତି। ତେଣୁ ଆରସିବି ମଧ୍ୟ ୧୪ ପଏଣ୍ଟ ପାଇଲେ, ପ୍ଲେ-ଅଫ୍‌ ଖେଳିବାର ଆଶା ରହିଛି।

କିନ୍ତୁ ଆଇପିଏଲ୍‌ ଇତିହାସରେ କେବେ ହେଲେ ବି ପ୍ରଥମ ୬ଟି ମ୍ୟାଚ୍‌ ହାରିଥିବା ଦଳ ନକଆଉଟ୍‌ ଷ୍ଟେଜକୁ ଯାଇନାହିଁ। ୨୦୧୪ରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତର ୫ଟି ମ୍ୟାଚ୍‌ ହାରିଥିଲା। କିନ୍ତୁ ଦଳ ଜବରଦସ୍ତ କମ୍‌ବ୍ୟାକ୍‌ କରି ପ୍ଲେ-ଅଫ୍‌ ଖେଳିବାର ଯୋଗ୍ୟତା ଅର୍ଜନ କରିଥିଲା।

ପ୍ଲେ-ଅଫ୍‌ ଖେଳିବାର ମ୍ୟାଜିକ ନମ୍ବର ହେଉଛି ୭ ଅର୍ଥାତ ଗୋଟିଏ ଦଳ ସର୍ବାଧିକ ୭ଟି ମ୍ୟାଚ୍‌ ହାରିପାରିବ। ଯଦି ଦଳର ପରାଜୟ ମ୍ୟାଚ୍‌ ସଂଖ୍ୟା ୮ରେ ପହଞ୍ଚି ଯାଉଛି, ତା’ହେଲେ ଉକ୍ତ ଟିମ୍‌ କେବେ ହେଲେ ବି ନକଆଉଟ୍‌ ଷ୍ଟେଜ୍‌କୁ ଯାଇପାରିବ ନାହିଁ। ୧୪ ପଏଣ୍ଟ ପାଇଲେ ମଧ୍ୟ ରନ୍‌ ରେଟ୍‌ ଆଧାରରେ ଦଳଗୁଡ଼ିକ ପ୍ଲେ-ଅଫ୍‌କୁ ଯିବେ।

ଆରସିବି ୮ ପଏଣ୍ଟ ସହ ତାଲିକାର ୭ମ ସ୍ଥାନରେ ରହିଛି। କିନ୍ତୁ ଦଳର ରନ୍‌ ରେଟ୍‌ ବିଯୁକ୍ତ ୦.୬୮୩ ରହିଛି। ପ୍ରଥମେ ଆରସିବିକୁ ଏହି ରନ୍‌ ରେଟ୍‌ରେ ସୁଧାର ଆଣିବାକୁ ପଡ଼ିବ। ଅନ୍ୟପକ୍ଷରେ ଆରସିବିର ପରବର୍ତ୍ତୀ ମ୍ୟାଚ୍‌ରେ ଦୁଇ ଷ୍ଟାର ଖେଳାଳି ମାର୍କସ୍‌ ଷ୍ଟୋଇନିସ ଏବଂ ମୋଇନ୍‌ ଅଲୀ ନ ଖେଳି ପାରନ୍ତି। ବିଶ୍ୱକପ୍‌ ପ୍ରସ୍ତୁତି ପାଇଁ ଉଭୟ ସ୍ୱଦେଶ ଫେରଯିବେ। ଏଭଳି ସ୍ଥିତିରେ ଦଳର ବ୍ୟାଟିଂ ନିଶ୍ଚିତ ଭାବେ ଦୁର୍ବଳ ହୋଇଯିବ।

ତଥାପି ଦଳ ପାଖରେ ଏବି ଡିଭିଲିୟର୍ସ, ଡେଲ ଷ୍ଟେନ୍‌, ହେନରିଜ୍‌ କାଲସନ୍‌ ଓ ଶିମରନ୍‌ ହେଟମେୟରଙ୍କ ଭଳି ଖେଳାଳି ରହିବେ। ଆରସିବି ତା’ର ପରିବର୍ତ୍ତୀ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଏବେ ସମସ୍ତଙ୍କ ନଜର ଏହି ମ୍ୟାଚ୍‌ ଉପରେ ରହିଛି।

ଗତକାଲି ଆରସିବିର ମୁକାବିଲା ପଞ୍ଜାବ ସହ ହୋଇଥିଲା। ଡିଭିଲିୟର୍ସ ଓ ଷ୍ଟୋଇନିସ୍‌ଙ୍କ ବିସ୍ଫୋରକ ଇନିଂସ୍‌ ବଳରେ ଦଳ ୨୦୨ ରନ୍‌ କରିଥିଲା। ଏହାର ଜବାବରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ୍‌ ହରାଇ ୧୮୫ ରନ୍‌ କରିପାରିଥିଲା। ଫଳର ଆରସିବି ୧୭ ରନ୍‌ରେ ମ୍ୟାଚ୍‌ଟିକୁ ଜିତି ନେଇଛି। ଏହି ବିଜୟ ପରେ ୮ମ ସ୍ଥାନରେ ଥିବା ଆରସିବି ୭ମ ସ୍ଥାନକୁ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story