ଦୂତିଙ୍କ ଆଉଏକ ସଫଳତା: ଏସିଆନ୍ ଗ୍ରାଁ ପ୍ରି ଶେଷ ଲିଗ୍‌ରେ ମିଳିଲା ରୌପ୍ୟ ପଦକ

ଚୀନରେ ଶେଷ ହୋଇଥିବା ଏସିଆନ୍ ଗ୍ରାଁ ପ୍ରିରେ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କ ଆଉଏକ ସଫଳତା। ଏସିଆନ୍ ଗ୍ରାଁ ପ୍ରି ଶେଷ ଲିଗରେ ମଧ୍ୟ ଦୂତୀଙ୍କୁ ରୌପ୍ୟ ପଦକ ମିଳିଛି। ଶହେ ମିଟର ଦୌଡ ଇଭେଣ୍ଟକୁ ୧୧.୫୨ ସେକେଣ୍ଡରେ ଅତିକ୍ରମ କରି ଦୂତୀ ଏହି ପଦକ ହାସଲ କରିଛନ୍ତି। ଏହାସହ ଏସିଆନ୍ ଗ୍ରାଁ ପ୍ରିରେ ଦୂତି ମୋଟ ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପ୍ରଥମ ଚରଣରେ ସେ ବ୍ରୋଞ୍ଜ ପଦକ ହାସଲ କରିଥିବା […]

duti chand

duti chand

Rakesh Mallick
  • Published: Sunday, 30 April 2017
  • Updated: 30 April 2017, 06:08 PM IST

Sports

Latest News

ଚୀନରେ ଶେଷ ହୋଇଥିବା ଏସିଆନ୍ ଗ୍ରାଁ ପ୍ରିରେ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କ ଆଉଏକ ସଫଳତା। ଏସିଆନ୍ ଗ୍ରାଁ ପ୍ରି ଶେଷ ଲିଗରେ ମଧ୍ୟ ଦୂତୀଙ୍କୁ ରୌପ୍ୟ ପଦକ ମିଳିଛି। ଶହେ ମିଟର ଦୌଡ ଇଭେଣ୍ଟକୁ ୧୧.୫୨ ସେକେଣ୍ଡରେ ଅତିକ୍ରମ କରି ଦୂତୀ ଏହି ପଦକ ହାସଲ କରିଛନ୍ତି। ଏହାସହ ଏସିଆନ୍ ଗ୍ରାଁ ପ୍ରିରେ ଦୂତି ମୋଟ ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପ୍ରଥମ ଚରଣରେ ସେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ଚରଣରେ ୨ଟି ରୌପ୍ୟ ପଦକ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story