ବିଦା ହେବେ ଶ୍ରୀଲଙ୍କା କ୍ରିକେଟ ଟିମ୍‌ କୋଚ୍

କଲମ୍ବୋ: ୨୦୧୯ ବିଶ୍ୱକପରେ ଶ୍ରୀଲଙ୍କା ୯ଟି ମ୍ୟାଚ୍‌ରୁ ମାତ୍ର ୩ଟିରେ ଜିତିବାକୁ ସକ୍ଷମ ହୋଇଥିଲା। ଶ୍ରୀଲଙ୍କାର ଏହି ନିରାଶାଜନକ ପ୍ରଦର୍ଶନ ପରେ ଦେଶର କ୍ରୀଡ଼ା ମନ୍ତ୍ରୀ ହରିନ ଫର୍ଣ୍ଣାଣ୍ଡୋ ଜାତୀୟ ଦଳର କୋଚ୍ ଚନ୍ଦିକା ହାତୁରୁସିଂହା ଓ ତାଙ୍କ ସହଯୋଗୀମାନଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବାଂଲାଦେଶ ବିପକ୍ଷ ସିରିଜ ଶେଷ ନ ହେବା ଯାଏ ଚନ୍ଦିକା ଶ୍ରୀଲଙ୍କା ଟିମ୍‌ର କୋଚ ଦାୟିତ୍ୱରେ ରହିବେ। ଶ୍ରୀଲଙ୍କା ଟିମ ଗତ ସପ୍ତାହରେ ବିଶ୍ୱକପ ପରେ ସ୍ୱଦେଶ ଫେରିଥିଲା। […]

yu

yu

Hemant Lenka
  • Published: Saturday, 20 July 2019
  • Updated: 20 July 2019, 06:42 PM IST

Sports

Latest News

କଲମ୍ବୋ: ୨୦୧୯ ବିଶ୍ୱକପରେ ଶ୍ରୀଲଙ୍କା ୯ଟି ମ୍ୟାଚ୍‌ରୁ ମାତ୍ର ୩ଟିରେ ଜିତିବାକୁ ସକ୍ଷମ ହୋଇଥିଲା। ଶ୍ରୀଲଙ୍କାର ଏହି ନିରାଶାଜନକ ପ୍ରଦର୍ଶନ ପରେ ଦେଶର କ୍ରୀଡ଼ା ମନ୍ତ୍ରୀ ହରିନ ଫର୍ଣ୍ଣାଣ୍ଡୋ ଜାତୀୟ ଦଳର କୋଚ୍ ଚନ୍ଦିକା ହାତୁରୁସିଂହା ଓ ତାଙ୍କ ସହଯୋଗୀମାନଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବାଂଲାଦେଶ ବିପକ୍ଷ ସିରିଜ ଶେଷ ନ ହେବା ଯାଏ ଚନ୍ଦିକା ଶ୍ରୀଲଙ୍କା ଟିମ୍‌ର କୋଚ ଦାୟିତ୍ୱରେ ରହିବେ।

ଶ୍ରୀଲଙ୍କା ଟିମ ଗତ ସପ୍ତାହରେ ବିଶ୍ୱକପ ପରେ ସ୍ୱଦେଶ ଫେରିଥିଲା। ଏହି ସମୟରେ ଚନ୍ଦିକା ତାଙ୍କ କଣ୍ଟ୍ରାକ୍ଟ ୧୬ ମାସ ଯାଏ ରହିଛି ଏବଂ ଏହା ଶେଷ ହେଲା ଯାଏ ସେ କୋଚ ପଦରେ କାର୍ଯ୍ୟ କରିବେ ବୋଲି କହିଥିଲେ।

ଜୁଲାଇ ୨୬ରୁ ଅଗଷ୍ଟ ୧ ମଧ୍ୟରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ଦିନିକିଆ ସିରିଜ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story