ଦଳରୁ ବିଦା ହେଲେ ଚାଣ୍ଡିମାଲ, କରୁଣାରତ୍ନେ ନୂଆ କ୍ୟାପ୍ଟେନ୍

କଲମ୍ବୋ: ଅଷ୍ଟ୍ରେଲିଆ ବିପକ୍ଷ ୨ଟିକିଆ ଟେଷ୍ଟ ସିରିଜ୍‌ରେ ଶ୍ରୀଲଙ୍କା ୨-୦ରେ ପରାସ୍ତ ହୋଇଛି। ଏହି ପରାଜୟ ପରେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ଦଳର ଅଧିନାୟକ ଦୀନେଶ ଚାଣ୍ଡିମାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଙ୍କୁ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ସିରିଜ୍‌ରୁ ବାଦ୍‌ ଦିଆଯାଇଛି। ତାଙ୍କ ବଦଳରେ ଓପନର ଦିମୁଥି କରୁଣାରତ୍ନେଙ୍କୁ ଶ୍ରୀଲଙ୍କାର କାମଚଳା ଅଧିନାୟକ କରାଯାଇଛି। ଫେବୃଆରୀ ୧୩ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶ୍ରୀଲଙ୍କା ୨ଟିକିଆ ଟେଷ୍ଟ ସିରିଜ ଖେଳିବ। ଏଥିପାଇଁ ଶ୍ରୀଲଙ୍କା କ୍ରିକେଟ […]

c

c

Hemant Lenka
  • Published: Wednesday, 06 February 2019
  • Updated: 06 February 2019, 05:01 PM IST

Sports

Latest News

କଲମ୍ବୋ: ଅଷ୍ଟ୍ରେଲିଆ ବିପକ୍ଷ ୨ଟିକିଆ ଟେଷ୍ଟ ସିରିଜ୍‌ରେ ଶ୍ରୀଲଙ୍କା ୨-୦ରେ ପରାସ୍ତ ହୋଇଛି। ଏହି ପରାଜୟ ପରେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ଦଳର ଅଧିନାୟକ ଦୀନେଶ ଚାଣ୍ଡିମାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଙ୍କୁ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ସିରିଜ୍‌ରୁ ବାଦ୍‌ ଦିଆଯାଇଛି।

ତାଙ୍କ ବଦଳରେ ଓପନର ଦିମୁଥି କରୁଣାରତ୍ନେଙ୍କୁ ଶ୍ରୀଲଙ୍କାର କାମଚଳା ଅଧିନାୟକ କରାଯାଇଛି। ଫେବୃଆରୀ ୧୩ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶ୍ରୀଲଙ୍କା ୨ଟିକିଆ ଟେଷ୍ଟ ସିରିଜ ଖେଳିବ। ଏଥିପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ୧୭ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଯେଉଁଥିରେ ଚାଣ୍ଡିମାଲଙ୍କୁ ବାଦ ଦିଆଯାଇଛି।
ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଯାକ ଟେଷ୍ଟ୍‌ରେ ଚାଣ୍ଡିମାଲ ଯଥାକ୍ରମେ ୫,୦,୧୫ ଓ ୪ ରନ୍‌ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story