ମହୁମାଛି ଯୋଗୁ ବିଶ୍ୱକପ୍ ମ୍ୟାଚ୍ ବାଧାପ୍ରାପ୍ତ

ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଆଇସିସି ବିଶ୍ୱକପର ଶୁକ୍ରବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମ୍ୟାଚରେ ମହୁମାଛି ଗ୍ରାଉଣ୍ଡ ଭିତରକୁ ପଶିଆସିଥିବା ଦେଖିବାକୁ ମିଳିଛି। ରିଭରସାଉଡ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଇନିଂସର ୪୮ତମ ଓଭରରେ ଅଚାନକ୍ ସବୁ ଖେଳାଳି ଓ ଅମ୍ପାୟାର ମଇଦାନରେ ଶୋଇ ପଡ଼ିଥିଲେ। ଏହି ସମୟରେ ଶ୍ରୀଲଙ୍କା ପକ୍ଷରୁ ସୁରଙ୍ଗା ଲାକମଲ୍ ଓ ଇସୁରୁ ଉଦାନା କ୍ରିଜରେ ଥିଲେ। ଏହା ଦେଖି ଦର୍ଶକ ଓ କମେଣ୍ଟେଟର୍ ଚକିତ ହୋଇଯାଇଥିଲେ। ପରେ ଦେଖିବାକୁ ମିଳିଲା ଯେ, […]

bee

bee

Hemant Lenka
  • Published: Friday, 28 June 2019
  • Updated: 28 June 2019, 08:10 PM IST

Sports

Latest News

ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଆଇସିସି ବିଶ୍ୱକପର ଶୁକ୍ରବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମ୍ୟାଚରେ ମହୁମାଛି ଗ୍ରାଉଣ୍ଡ ଭିତରକୁ ପଶିଆସିଥିବା ଦେଖିବାକୁ ମିଳିଛି। ରିଭରସାଉଡ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଇନିଂସର ୪୮ତମ ଓଭରରେ ଅଚାନକ୍ ସବୁ ଖେଳାଳି ଓ ଅମ୍ପାୟାର ମଇଦାନରେ ଶୋଇ ପଡ଼ିଥିଲେ।

ଏହି ସମୟରେ ଶ୍ରୀଲଙ୍କା ପକ୍ଷରୁ ସୁରଙ୍ଗା ଲାକମଲ୍ ଓ ଇସୁରୁ ଉଦାନା କ୍ରିଜରେ ଥିଲେ। ଏହା ଦେଖି ଦର୍ଶକ ଓ କମେଣ୍ଟେଟର୍ ଚକିତ ହୋଇଯାଇଥିଲେ। ପରେ ଦେଖିବାକୁ ମିଳିଲା ଯେ, ମଇଦାନରେ ମହୁମାଛି ପଶିଯାଇଛନ୍ତି ଏଭଳି ସ୍ଥିତିରେ ନିଜକୁ ବଞ୍ଚାଇବା ପାଇଁ ଖେଳାଳି ମଇଦାନରେ ମୁହଁମାଡ଼ି ଶୋଇ ପଡ଼ିଥିଲେ। ଏହି ଦୃଶ୍ୟକୁ ଦେଖି ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ହସି ହସି ଗଡ଼ିଥିଲେ।

ଅନ୍ୟପକ୍ଷରେ କମେଣ୍ଟ୍ରି ବକ୍ସରେ ବସିଥିବା ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ ଯେ, ଅଚାନକ୍ କାହିଁକି ଖେଳାଳି ତଳେ ଶୋଇ ପଡ଼ିଲେ। ପରେ ଯେତେବେଳେ ଏହି ରହସ୍ୟ ଉପରୁ ପର୍ଦ୍ଦା ଉଠିଲା, ସମସ୍ତେ ହସିବାରେ ଲାଗିଥିଲେ। ତେବେ କ୍ରିକେଟ୍ ମଇଦାନରେ ଏଭଳି ଘଟଣା ପ୍ରଥମ ନୁହେଁ। ଏହା ପୂର୍ବରୁ ଅନେକ ସମୟରେ ଖେଳାଳିମାନେ ନିଜକୁ ବଞ୍ଚାଇବା ପାଇଁ ମଇଦାନରେ ଶୋଇବାକୁ ବାଧ୍ୟ ହୋଇଥିଲେ।

ଗତ ଦୁଇବର୍ଷରେ ଦ୍ୱିତୀୟଥର ପାଇଁ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ମ୍ୟାଚରେ ମହୁମାଛି ଦେଖିବାକୁ ମିଳିଛି। ଅପ୍ରେଲ୍, ୨୦୧୭ରେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଜୋହାନ୍ସବର୍ଗରେ ପିଙ୍କ୍ ଦିନିକିଆ ମ୍ୟାଚ୍ ବେଳେ ମହୁମାଛିର ଏକ ବିଶାଳ ଦଳ ମଇଦାନକୁ ପଶି ଆସିଥିଲେ।

ଜାନୁଆରୀରେ ଇଂଲଣ୍ଡ ଓ ଇଣ୍ଡିଆ-ଏ ମ୍ୟାଚ୍ ବେଳେ ମହୁମାଛି ଆକ୍ରମଣ କରିଥିଲେ। ଏହି କାରଣରୁ ମ୍ୟାଚକୁ ୧୫ ମିନିଟ୍ ରୋକିବାକୁ ପଡ଼ିଥିଲା। ମହୁମାଛି ଆକ୍ରମଣରେ ପାଞ୍ଚଜଣ ବ୍ୟକ୍ତି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ବିଶ୍ୱକପ୍ ମ୍ୟାଚରେ କାହାକୁ କିଛି କ୍ଷତି ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story