ଜାପାନ୍ ଓପନ୍‌ ବ୍ୟାଡ୍‌ମିଣ୍ଟନ: କାଶ୍ୟପଙ୍କୁ ହରାଇଲେ ଶ୍ରୀକାନ୍ତ

ଟୋକିଓ: ୨୦୧୬ ଜାପାନ ଓପନ୍‌ରେ ୫ ଜଣ ଭାରତୀୟ ପ୍ରତିଯୋଗୀଙ୍କ ମଧ୍ୟରୁ ୩ ଜଣ ଆଗୁଆ ରହିଛନ୍ତି। ସେମାନେ ହେଲେ କାଦମ୍ବି ଶ୍ରୀକାନ୍ତ, ଏଚ୍‌ଏସ୍‌ ପ୍ରଣୟ ଓ ଅଜୟ ଜୟରାମ। ଏହି ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଦଳ ଦ୍ୱିତୀୟ ରାଉଣ୍ଡକୁ ଯାଇଛି। ରିଓ ଅଲିମ୍ପିକ୍‌ରେ କ୍ୱାର୍ଟର ଫାଇନାଲକୁ ଯାଇଥିବା ତଥା ଅଷ୍ଟମ ସିଡ୍‌ରେ ଥିବା ଶ୍ରୀକାନ୍ତ ଆଜି ପାରୁପଲ୍ଲୀ କାଶ୍ୟପଙ୍କୁ ୧୪-୨୧, ୨୧-୧୪, ୨୩-୨୧ରେ ପରାଜିତ କରିଛନ୍ତି। ସେହିପରି ଜୟରାମ ଇଣ୍ଡୋନେସିଆର ସୋନୀ ଡିୱି କୁନ୍‌କାରୋଙ୍କୁ […]

k-srikanta

k-srikanta

Rakesh Mallick
  • Published: Wednesday, 21 September 2016
  • Updated: 22 September 2016, 08:23 AM IST

Sports

Latest News

ଟୋକିଓ: ୨୦୧୬ ଜାପାନ ଓପନ୍‌ରେ ୫ ଜଣ ଭାରତୀୟ ପ୍ରତିଯୋଗୀଙ୍କ ମଧ୍ୟରୁ ୩ ଜଣ ଆଗୁଆ ରହିଛନ୍ତି। ସେମାନେ ହେଲେ କାଦମ୍ବି ଶ୍ରୀକାନ୍ତ, ଏଚ୍‌ଏସ୍‌ ପ୍ରଣୟ ଓ ଅଜୟ ଜୟରାମ। ଏହି ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଦଳ ଦ୍ୱିତୀୟ ରାଉଣ୍ଡକୁ ଯାଇଛି।

ରିଓ ଅଲିମ୍ପିକ୍‌ରେ କ୍ୱାର୍ଟର ଫାଇନାଲକୁ ଯାଇଥିବା ତଥା ଅଷ୍ଟମ ସିଡ୍‌ରେ ଥିବା ଶ୍ରୀକାନ୍ତ ଆଜି ପାରୁପଲ୍ଲୀ କାଶ୍ୟପଙ୍କୁ ୧୪-୨୧, ୨୧-୧୪, ୨୩-୨୧ରେ ପରାଜିତ କରିଛନ୍ତି।

ସେହିପରି ଜୟରାମ ଇଣ୍ଡୋନେସିଆର ସୋନୀ ଡିୱି କୁନ୍‌କାରୋଙ୍କୁ ୨୧-୧୯, ୨୩-୨୧ରେ ପରାଜିତ କରିଛନ୍ତି। ଆସନ୍ତା ମ୍ୟାଚ୍‌ରେ ଜୟରାମ, ଶ୍ରୀକାନ୍ତଙ୍କୁ ଭେଟିବା ଆଶା କରାଯାଉଛି।

ମାଲେସିଆର ଆଇ.ଜେଡ୍‌ ଜାଇନୁଦ୍ଧିନ୍‌ଙ୍କୁ ୨୩-୨୧,୧୯-୨୧,୨୧-୧୮ରେ ହରାଇଛନ୍ତି ଭାରତର ଏଚ୍‌ଏସ୍‌ ପ୍ରଣୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story