ଥାଇଲ୍ୟାଣ୍ଡରେ ଶଟଲର ଶ୍ରୀକାନ୍ତଙ୍କ ନାକରୁ ବୋହିଲା ରକ୍ତ, ଜାଣନ୍ତୁ କାରଣ

ବ୍ୟାଙ୍କକ: ଥାଇଲ୍ୟାଣ୍ଡ ଓପନ ବ୍ୟାଡମିଣ୍ଟନ ଖେଳିବାକୁ ଯାଇଥିବା ଭାରତୀୟ ଶଟଲରଙ୍କ ସେଠାରେ ଆଦୌ ଭଲ ବ୍ୟବହାର କରାଯାଉ ନାହିଁ। କରୋନା ମହାମାରୀ ଭିତରେ ଟୁର୍ଣ୍ଣାମେଣ୍ଟ କରାଯାଉଥିଲେ ହେଁ ଭାରତୀୟ ଖେଳାଳିଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳୁନାହିଁ। ଏ ସମ୍ପର୍କରେ ଖୋଦ୍‌ ବିଶ୍ୱର ପୂର୍ବତନ ୧ନଂ ଶଟଲର ତଥା ଭାରତୀୟ ଖେଳାଳି କାଦମ୍ବୀ ଶ୍ରୀକାନ୍ତ ସୂଚନା ଦେଇଛନ୍ତି। ଥାଇଲ୍ୟାଣ୍ଡରେ କରୋନା ଟେଷ୍ଟର ସମ୍ମୁଖୀନ ହୋଇଥିବା ଶ୍ରୀକାନ୍ତଙ୍କ ନାକରୁ ପ୍ରବଳ ରକ୍ତ ଶ୍ରାବ ହେଉଥିବା ବେଳର ଫଟୋକୁ ସେ ଟ୍ୱିଟ କରି […]

fde

fde

Hemant Lenka
  • Published: Tuesday, 12 January 2021
  • Updated: 12 January 2021, 08:00 PM IST

Sports

Latest News

ବ୍ୟାଙ୍କକ: ଥାଇଲ୍ୟାଣ୍ଡ ଓପନ ବ୍ୟାଡମିଣ୍ଟନ ଖେଳିବାକୁ ଯାଇଥିବା ଭାରତୀୟ ଶଟଲରଙ୍କ ସେଠାରେ ଆଦୌ ଭଲ ବ୍ୟବହାର କରାଯାଉ ନାହିଁ। କରୋନା ମହାମାରୀ ଭିତରେ ଟୁର୍ଣ୍ଣାମେଣ୍ଟ କରାଯାଉଥିଲେ ହେଁ ଭାରତୀୟ ଖେଳାଳିଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳୁନାହିଁ। ଏ ସମ୍ପର୍କରେ ଖୋଦ୍‌ ବିଶ୍ୱର ପୂର୍ବତନ ୧ନଂ ଶଟଲର ତଥା ଭାରତୀୟ ଖେଳାଳି କାଦମ୍ବୀ ଶ୍ରୀକାନ୍ତ ସୂଚନା ଦେଇଛନ୍ତି।

ଥାଇଲ୍ୟାଣ୍ଡରେ କରୋନା ଟେଷ୍ଟର ସମ୍ମୁଖୀନ ହୋଇଥିବା ଶ୍ରୀକାନ୍ତଙ୍କ ନାକରୁ ପ୍ରବଳ ରକ୍ତ ଶ୍ରାବ ହେଉଥିବା ବେଳର ଫଟୋକୁ ସେ ଟ୍ୱିଟ କରି ସାରା ଦୁନିଆକୁ ଦେଖାଇଛନ୍ତି। ସେଠାରେ କରୋନା ଟେଷ୍ଟ ପରେ ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳା ଯୋଗୁ ଏପରି ଘଟିଥିବା ସେ କହିଛନ୍ତି।

ସ୍ୱାସ୍ଥ୍ୟକର୍ମୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇପଡ଼ିଥିବା ଶ୍ରୀକାନ୍ତ ଏହି ଘଟଣା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ସେ ନିଜ ଟ୍ୱିଟର ଆକାଉଣ୍ଟରେ କିପରି କ୍ରମାଗତ ତାଙ୍କ ନାକରୁ ରକ୍ତ ବୋହୁଛି, ତା’ର ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “ଆମେ ଏଠାରୁ ମ୍ୟାଚ୍ ଖେଳିବାକୁ ଆସିଛୁ। ରକ୍ତ ବହେବାକୁ ଆସିନାହୁଁ।

ଏଠାକୁ ଆସିବା ପରେ ମୋର ୪ଥର କରୋନା ଟେଷ୍ଟ କରାଗଲାଣି। ହେଲେ କୌଣସି ପରୀକ୍ଷାରେ ମଧ୍ୟ ମୁଁ ଭଲ ଅନୁଭବ କରିନାହିଁ। ଟେଷ୍ଟ ବେଳେ ଆମ ସହ ଯେଉଁ ବ୍ୟବହାର କରାଯାଇଛି, ତାହା ଆଦୌ ଗ୍ରହଣୀୟ ନୁହେଁ।”

ବୁଧବାର ଠାରୁ ଶ୍ରୀକାନ୍ତ ଟୁର୍ଣ୍ଣାମେଣ୍ଟରେ ତାଙ୍କର ଅଭିଯାନ ଆରମ୍ଭ କରିବେ। ଏହା ପୂର୍ବରୁ ସେ ଏଭଳି ଫଟୋ ଶେୟାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story