ଭାରତୀୟ ବୋଲରଙ୍କ କମାଲ: ଶ୍ରୀଲଙ୍କା ପ୍ରଥମ ଇଂନିସରେ ୨୦୫ ରନ୍‌ରେ ଅଲ୍‌ ଆଉଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ନାଗପୁର ଠାରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇଂନିସରେ ଶ୍ରୀଲଙ୍କା ଦଳ ୨୦୫ ରନରେ ଅଲ ଆଉଟ୍‌ ହୋଇଯାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଶ୍ରୀଲଙ୍କା। ଭାରତୀୟ ବୋଲରଙ୍କ ଆକର୍ଷଣୀୟ ବୋଲିଂ ଫଳରେ ଶ୍ରୀଲଙ୍କା ମାତ୍ର ୨୦୫ରନ କରି ଆଉଟ୍‌ ହୋଇଯାଇଛି। ଅଶ୍ୱିନ ସର୍ବାଧିକ ୪ଟି  ୱିକେଟ୍‌ ନେଇଥିବା ବେଳେ ଇଶାନ୍ତ ଶର୍ମା ଓ ଜାଡେଜା ୩ଟି ଲେଖାଁଏ ୱିକେଟ୍‌ […]

Ashwin-AP (1)

Ashwin-AP (1)

Rakesh Mallick
  • Published: Friday, 24 November 2017
  • Updated: 24 November 2017, 04:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ନାଗପୁର ଠାରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇଂନିସରେ ଶ୍ରୀଲଙ୍କା ଦଳ ୨୦୫ ରନରେ ଅଲ ଆଉଟ୍‌ ହୋଇଯାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଶ୍ରୀଲଙ୍କା। ଭାରତୀୟ ବୋଲରଙ୍କ ଆକର୍ଷଣୀୟ ବୋଲିଂ ଫଳରେ ଶ୍ରୀଲଙ୍କା ମାତ୍ର ୨୦୫ରନ କରି ଆଉଟ୍‌ ହୋଇଯାଇଛି। ଅଶ୍ୱିନ ସର୍ବାଧିକ ୪ଟି  ୱିକେଟ୍‌ ନେଇଥିବା ବେଳେ ଇଶାନ୍ତ ଶର୍ମା ଓ ଜାଡେଜା ୩ଟି ଲେଖାଁଏ ୱିକେଟ୍‌ ନେଇ ଶ୍ରୀଲଙ୍କା ପାରିକୁ ଧୂଳିସାତ କରିଦେଇଥିଲେ। ଶ୍ରୀଲଙ୍କା ପକ୍ଷରୁ ଅଧିନାୟକ ଚାଣ୍ଡିମାଲ ଓ କରୁଣାରତ୍ନେ ଅର୍ଦ୍ଧଶତକ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story