ଶ୍ରୀଲଙ୍କାକୁ ବଡ଼ ଝଟ୍‌କା: ଭାରତଠୁ ୪-୦ରେ ହାରିବା ପରେ ବିଶ୍ୱକପ କ୍ୱାଲିଫାଏ ପାଇଁ ଆଶଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ବିପକ୍ଷରେ ୪ର୍ଥ ଦିନିକିଆରେ ପରାସ୍ତ ହେବା ପରେ ଶ୍ରୀଲଙ୍କା ଟିମ୍‌କୁ ଆଉ ଏକ ଝଟ୍‌କା ଲାଗିଛି । ଆସନ୍ତା ୨୦୧୯ରେ ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପ ପାଇଁ ସିଧା କ୍ୱାଲିଫାଏ କରିବାର ଆଶା ମଉଳି ଯାଇଛି। ବିଶ୍ୱକପରେ ସିଧା କ୍ୱାଲିଫାଏ କରିବା ପାଇଁ ଶ୍ରୀଲଙ୍କା ଟିମ୍‌କୁ ଭାରତ ବିପକ୍ଷ ୫ଟିକିଆ ସିରିଜରୁ ଅତି କମରେ ୨ଟି ମ୍ୟାଚ୍‌ ଜିତିବାର ଥିଲା। ହେଲେ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ୪ଟି ମ୍ୟାଚ୍‌ ହାରିସାରିଥିବା ବେଳେ […]

Rakesh Mallick
  • Published: Friday, 01 September 2017
  • Updated: 01 September 2017, 04:54 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆ ବିପକ୍ଷରେ ୪ର୍ଥ ଦିନିକିଆରେ ପରାସ୍ତ ହେବା ପରେ ଶ୍ରୀଲଙ୍କା ଟିମ୍‌କୁ ଆଉ ଏକ ଝଟ୍‌କା ଲାଗିଛି । ଆସନ୍ତା ୨୦୧୯ରେ ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପ ପାଇଁ ସିଧା କ୍ୱାଲିଫାଏ କରିବାର ଆଶା ମଉଳି ଯାଇଛି। ବିଶ୍ୱକପରେ ସିଧା କ୍ୱାଲିଫାଏ କରିବା ପାଇଁ ଶ୍ରୀଲଙ୍କା ଟିମ୍‌କୁ ଭାରତ ବିପକ୍ଷ ୫ଟିକିଆ ସିରିଜରୁ ଅତି କମରେ ୨ଟି ମ୍ୟାଚ୍‌ ଜିତିବାର ଥିଲା। ହେଲେ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ୪ଟି ମ୍ୟାଚ୍‌ ହାରିସାରିଥିବା ବେଳେ ବିଶ୍ୱକପ କ୍ୱିଲିଫାଏ ପାଇଁ ଆଶଙ୍କ ସୃଷ୍ଟି ହୋଇଛି।

ଚଳିତ ମାସ ସେପ୍ଟେମ୍ବର ୩୦ ସୁଦ୍ଧା ଇଂଲଣ୍ଡ ସମେତ ଶ୍ରେଷ୍ଠ ୭ଟି ଟିମ୍‌ ସିଧା ବିଶ୍ୱକପ ପାଇଁ କ୍ୱାଲିଫାଏ କରିବାକୁ ସୁଯୋଗ ମିଳିବ। ଶ୍ରୀଲଙ୍କା ପାଇଁ ସିଧା କ୍ୱାଲିଫାଏ କରିବାର ସୁଯୋଗ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନଥିବା କୁହାଯାଉଛି। କାରଣ ଭାରତ ବିପକ୍ଷ ସିରିଜ ପରେ ଶ୍ରୀଲଙ୍କା ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳିବ। ଏହି ସରିଜରେ ଯଦି ଶ୍ରୀଲଙ୍କା ଭଲ ପ୍ରଦର୍ଶନ ନ କରେ ତେବେ ସିଧା ବିଶ୍ୱକପ କ୍ୱାଲିଫାଏ କରିବା ଅସମ୍ଭବ ହେବ।

ଅନ୍ୟପଟେ ଶ୍ରୀଲଙ୍କା ପାଇଁ ଆଉ ଗୋଟିଏ ସୁଯୋଗ ରହିଛି ବିଶ୍ୱକପ କ୍ୱାଲିଫାଏ କରିବା ପାଇଁ। ଏଥିପାଇଁ ଶ୍ରୀଲଙ୍କାକୁ ବିଶ୍ୱକପ କ୍ୱାଲିଫାଏ ରାଉଣ୍ଡ ମ୍ୟାଚ୍‌ ଖେଳିବାକୁ ପଡିବ। ବିଶ୍ୱକପ ପାଇଁ କ୍ୱାଲିଫାଏ ମ୍ୟାଚ୍‌ରେ ଶ୍ରୀଲଙ୍କା ଜିତି ବିଶ୍ୱକପ ପାଇଁ ଟିକେଟ୍‌ ହାତେଇ ପାରିବ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story