ସନ୍ୟାସ ନେବା ପରେ ଚାକିରି ଖୋଜୁଛନ୍ତି ଯୁବରାଜ! ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ୨୦୦୭ ଟି-୨୦ ଓ ୨୦୧୧ ଦିନିକିଆ ବିଶ୍ୱକପ୍‌ରେ ଭାରତର ବିଜୟର ହିରୋ ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବା ପରେ ଏବେ ଚାକିରି ଖୋଜୁଛନ୍ତି। ଯୁବରାଜ ସିଂହ ଏଥିପାଇଁ ନିଜର ସିଭି ଧରି ଇଣ୍ଟରଭ୍ୟୁ ଦେଉଛନ୍ତି। ତେବେ ଏହା ବାସ୍ତବରେ ନୁହେଁ, ବରଂ ଏକ କାର୍ଯ୍ୟକ୍ରମରେ ଯୁବରାଜ ଏଭଳି ଅଭିନୟ କରିଛନ୍ତି। ଯୁବରାଜ ‘ହଟଷ୍ଟାର’ରେ ପ୍ରସାରଣ ହେଉଥିବା ୱେବ୍‌ ସିରିଜ୍‌ ‘ଦି ଅଫିସ ଇଣ୍ଡିଆ’ରେ ଅଭିନୟ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ଚଢାଜୀଙ୍କ ଅଫିସକୁ […]

qq

qq

Hemant Lenka
  • Published: Saturday, 29 June 2019
  • Updated: 29 June 2019, 06:59 PM IST

Sports

Latest News

ନୂଆଦିଲ୍ଲୀ: ୨୦୦୭ ଟି-୨୦ ଓ ୨୦୧୧ ଦିନିକିଆ ବିଶ୍ୱକପ୍‌ରେ ଭାରତର ବିଜୟର ହିରୋ ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବା ପରେ ଏବେ ଚାକିରି ଖୋଜୁଛନ୍ତି। ଯୁବରାଜ ସିଂହ ଏଥିପାଇଁ ନିଜର ସିଭି ଧରି ଇଣ୍ଟରଭ୍ୟୁ ଦେଉଛନ୍ତି। ତେବେ ଏହା ବାସ୍ତବରେ ନୁହେଁ, ବରଂ ଏକ କାର୍ଯ୍ୟକ୍ରମରେ ଯୁବରାଜ ଏଭଳି ଅଭିନୟ କରିଛନ୍ତି।

ଯୁବରାଜ 'ହଟଷ୍ଟାର'ରେ ପ୍ରସାରଣ ହେଉଥିବା ୱେବ୍‌ ସିରିଜ୍‌ ‘ଦି ଅଫିସ ଇଣ୍ଡିଆ’ରେ ଅଭିନୟ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ଚଢାଜୀଙ୍କ ଅଫିସକୁ ଚାକିରି ମାଗିବାକୁ ଯାଉଛନ୍ତି। ଏହି ସମୟରେ ଯୁବରାଜ ଓ ଚଢାଜୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ବେଶ ରୋଚକ ସ୍ଥିତି ସୃଷ୍ଟି କରିଛି। ଏହି କଥାବାର୍ତ୍ତା ମଧ୍ୟରେ ଯୁବରାଜଙ୍କୁ ଚଢାଜୀ ପସନ୍ଦ ଆସୁନାହାନ୍ତି ଏବଂ ସେ ଚାକିରି କରିବାକୁ ମନା କରିଦେଉଛନ୍ତି।

ଇଣ୍ଟରଭ୍ୟୁ ବେଳେ ଚଢାଜୀ ଯୁବରାଜଙ୍କୁ ଏଯାଏ କ’ଣ କ’ଣ ବିକ୍ରି କରିଛ ବୋଲି ପ୍ରଶ୍ନ କରୁଛନ୍ତି। ଏହାର ଜବାବରେ ଯୁବରାଜ ସିଂହ କହୁଛନ୍ତି, “ମୁଁ ଗାଡ଼ି, ଚକୋଲେଟ୍‌, ଟୁଥପେଷ୍ଟ, ଫ୍ରିଜ୍‌ ଏପରି କି ବୀମା ମଧ୍ୟ ବିକ୍ରି କରିଛି।”

ଯୁବରାଜ ସିଂହ ଆହୁରି କହୁଛନ୍ତି, "ଆପଣ ଚାହିଁଲେ ମୁଁ ଆପଣଙ୍କ ପାଇଁ ପେପର ମଧ୍ୟ ବିକ୍ରି କରିପାରିବି।” ଯେତେବେଳେ ଦରମା କଥା ଉଠିଛି, ଚଢାଜୀ ଅଫର କରିଥିବା ଦରମା ଯୁବରାଜଙ୍କୁ ସୁହାଇ ନାହିଁ। ଏଥିସହ ଚଢାଜୀଙ୍କ ଆଚାର ବ୍ୟବହାର ଯୁବରାଜ ସିଂହକୁ ପସନ୍ଦ ଆସିନାହିଁ। ତେଣୁ ସେ ଚାକିରି କରିବାକୁ ମନା କରିଦେଉଛନ୍ତି।

ଦେଖନ୍ତୁ ଭିଡିଓ
https://twitter.com/i/status/1144819599948406784

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story