ଆଇପିଏଲ୍‌ ଇତିହାସର ସବୁଠୁ ସଫଳ ବୋଲର୍‌ଙ୍କୁ କେହି କିଣିଲେନି: ଜାଣନ୍ତୁ କେଉଁ ଷ୍ଟାର୍‌ ଖେଳାଳି ନିରାଶ ହେଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇପିଏଲ ୨୦୧୮ ପାଇଁ ୨୭ ଓ ୨୮ ଜାନୁଆରୀରେ ନିଲାମୀ କରାଯାଇଛି। ଏହି ନିଲାମୀରେ ମୋଟ ୧୬୯ ଖେଳାଳି ୮ଟି ଭିନ୍ନ ଭିନ୍ନ ଟିମରେ ସାମିଲ ହୋଇଛନ୍ତି। ଏହା ମଧ୍ୟରେ ଏମିତି କିଛି ଖେଳାଳି ଅଛନ୍ତି ଯିଏ ପ୍ରଥମ ରାଉଣ୍ଡରେ ବିକ୍ରି ହେଲେ ନାହିଁ ଏବଂ ଦ୍ୱିତୀୟ ରାଉଣ୍ଡରେ ବହୁ କଷ୍ଟରେ ବିକ୍ରି ହେଲେ। ଏହା ପରେ ବି ଅନେକ ଜଣାଶୁଣା କ୍ରିକେଟର୍‌ ଏଥର ଆଇପିଏଲରୁ ବଞ୍ଚିତ ହୋଇଛନ୍ତି। ଯେଉଁମାନଙ୍କୁ କୌଣସି ଫ୍ରାଞ୍ଚାଇଜ୍ […]

maxresdefault

maxresdefault

Rakesh Mallick
  • Published: Monday, 29 January 2018
  • Updated: 29 January 2018, 07:55 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇପିଏଲ ୨୦୧୮ ପାଇଁ ୨୭ ଓ ୨୮ ଜାନୁଆରୀରେ ନିଲାମୀ କରାଯାଇଛି। ଏହି ନିଲାମୀରେ ମୋଟ ୧୬୯ ଖେଳାଳି ୮ଟି ଭିନ୍ନ ଭିନ୍ନ ଟିମରେ ସାମିଲ ହୋଇଛନ୍ତି। ଏହା ମଧ୍ୟରେ ଏମିତି କିଛି ଖେଳାଳି ଅଛନ୍ତି ଯିଏ ପ୍ରଥମ ରାଉଣ୍ଡରେ ବିକ୍ରି ହେଲେ ନାହିଁ ଏବଂ ଦ୍ୱିତୀୟ ରାଉଣ୍ଡରେ ବହୁ କଷ୍ଟରେ ବିକ୍ରି ହେଲେ। ଏହା ପରେ ବି ଅନେକ ଜଣାଶୁଣା କ୍ରିକେଟର୍‌ ଏଥର ଆଇପିଏଲରୁ ବଞ୍ଚିତ ହୋଇଛନ୍ତି। ଯେଉଁମାନଙ୍କୁ କୌଣସି ଫ୍ରାଞ୍ଚାଇଜ୍ କିଣିନାହିଁ।

ଏହି ଲିଷ୍ଟରେ ସବୁଠୁ ଆଗରେ ଅଛନ୍ତି ମାଲିଙ୍ଗା, ଆଇପିଏଲ ଇତିହାସରେ ସବୁଠୁ ଅଧିକ ୱିକେଟ୍‌ ହାସଲ କରିବା ସହ ସବୁଠୁ ସଫଳ ବୋଲର ହୋଇଥିଲେ ମଧ୍ୟ ତାଙ୍କୁ ଏଥର କୌଣସି ଫ୍ରାଞ୍ଚାଇଜ୍‌ କିଣିନଥିଲା। ତାଙ୍କର ବେସ୍‌ ପ୍ରାଇସ୍ ଥିଲା ୨ କୋଟି ।

ଶ୍ରୀଲଙ୍କା ଖେଳାଳି ଆଞ୍ଜିଲୋ ମାଥ୍ୟୁଜଙ୍କୁ ମଧ୍ୟ ଏଥର କେହି କିଣି ନାହାଁନ୍ତି। ସେ ମଧ୍ୟ ତାଙ୍କ ବେସ ପ୍ରାଇସ୍‌ ୨ କୋଟି ରଖିଥିଲେ। ଭାରତୀୟ ଟେଷ୍ଟ ଟିମର ନିୟମିତ ସଦସ୍ୟ ଚେତେଶ୍ୱର ପୂଜାରାଙ୍କୁ ମଧ୍ୟ କୌଣସି ଦଳ କିଣି ନଥିଲା। ସେ ତାଙ୍କର ବେସ୍‌ ପ୍ରାଇସ୍ ରଖିଥିଲେ ୭୫ ଲକ୍ଷ। ରସ ଟେଲର ମଧ୍ୟ ତାଙ୍କର ବେସ୍‌ ପ୍ରାଇସ୍‌ ରଖିଥିଲେ ୭୫ ଲକ୍ଷ। ତଥାବି କୌଣସି ଦଳ ତାଙ୍କୁ କିଣି ନଥିଲେ। ଜୋ-ରୁଟ୍‌ଙ୍କୁ ମଧ୍ୟ କୌଣସି ଦଳ କିଣି ନଥିଲା। ତାଙ୍କର ବେସ୍ ପ୍ରାଇସ୍‌ ଥିଲ ୧.୫ କୋଟି। ଅଷ୍ଟ୍ରେଲିଆର ଘାତକ ବୋଲର ଫକ୍‌ନର୍‌ଙ୍କୁ ମଧ୍ୟ କେହି କିଣି ନଥିଲେ। ସେ ତାଙ୍କର ବେସ୍‌ ପ୍ରାଇସ୍‌ ୨ କୋଟି ରଖିଥିଲେ। ଆମ୍‌ଲାଙ୍କୁ ମଧ୍ୟ କେହି କିଣି ନାହାଁନ୍ତି। ସେ ତାଙ୍କର ବେସ୍‌ ପ୍ରାଇସ୍‌ ୧.୫ କୋଟି ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story