ରାଜ୍ୟ କୁସ୍ତି ଉଦ୍‌ଯାପିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲ ପରିସରରେ ୨ ଦିନ ଧରି ଚାଲିଥିବା ରାଜ୍ୟ କୁସ୍ତି ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୋଲିସ କମିଶନର ଓ୍ୱାଇ.ବି ଖୁରାନିୟା ଯୋଗଦେଇ ବିଭିନ୍ନ ବର୍ଗରେ ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ପାଖାପାଖି 100 ଜଣ ପୁରୁଷ ଓ 60 ଜଣ ମହିଳା ପ୍ରତିଯୋଗୀ ଭାଗନେଇଥିଲେ। ପ୍ରତିଯୋଗିତାରେ ଉନ୍ନତମାନର ଖେଳ ପ୍ରଦର୍ଶନ କରି ଗୋଲ୍ଡ ମେଡାଲ୍‌ ପାଇଥିବା ଖେଳାଳି […]

utkal

utkal

Rakesh Mallick
  • Published: Monday, 22 January 2018
  • Updated: 22 January 2018, 01:05 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲ ପରିସରରେ ୨ ଦିନ ଧରି ଚାଲିଥିବା ରାଜ୍ୟ କୁସ୍ତି ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୋଲିସ କମିଶନର ଓ୍ୱାଇ.ବି ଖୁରାନିୟା ଯୋଗଦେଇ ବିଭିନ୍ନ ବର୍ଗରେ ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ପାଖାପାଖି 100 ଜଣ ପୁରୁଷ ଓ 60 ଜଣ ମହିଳା ପ୍ରତିଯୋଗୀ ଭାଗନେଇଥିଲେ। ପ୍ରତିଯୋଗିତାରେ ଉନ୍ନତମାନର ଖେଳ ପ୍ରଦର୍ଶନ କରି ଗୋଲ୍ଡ ମେଡାଲ୍‌ ପାଇଥିବା ଖେଳାଳି ହେଲେ ରାଜୀବ ସୋରେନ, କେଶବ ନାୟକ, ତାପସ ବେହେରା, କିରଣ ଦଳାଇ, ଶୁଭଶ୍ରୀ ବେହେରା,ଶୁଭଶ୍ରୀ ନାଏକ, ଅର୍ଣ୍ଣପୂଣ୍ଣା ଜେନା, ରୋଜାଲିନ ପାଲ ପ୍ରମୁଖ।

 ଏହି ପ୍ରତିଯୋଗିତାକୁ ବିନୋଦ ଦାଶ, ନାରାୟଣ ନାୟକ, ଜନାର୍ଦ୍ଦନ ସିଂ, ରାଜେଶ କୁମାର, ନାରାୟଣ ବେହେରା ପ୍ରମୁଖ ପରିଚାଳିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story