ଏହି କ୍ରିକେଟର ସଚିନଙ୍କୁ ପକାଇଥିଲେ ଗୋଟିଏ ବଲ୍, ଆଉଟ୍ ବି କରିଥିଲେ; ଜାଣିଛନ୍ତି ସେ କିଏ?

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ର ଷ୍ଟାର ବ୍ୟାଟସ୍‌ମ୍ୟାନ୍‌ ମାନଙ୍କ ମଧ୍ୟରେ ଷ୍ଟିଭ ସ୍ମିଥ୍ ଜଣେ। ସ୍ମିଥ୍‌ଙ୍କର ତୁଳନା ଭାରତୀୟ କ୍ରିକେଟର ମହାନ ଖେଳାଳି ସଚିନ୍ ତେନ୍ଦୁଲକରଙ୍କ ସହ ମଧ୍ୟ କରାଯାଏ। ବହୁତ କମ୍ ଲୋକ ଜାଣିଥିବେ ଯେ ସ୍ମିଥ୍  ଓ ସଚିନଙ୍କ ମଧ୍ୟରେ ଏକ ଜବରଦସ୍ତ କନେକସନ୍ ରହିଛି। ସ୍ମିଥ୍ ବହୁତ କମ୍ ବୋଲିଂ କରନ୍ତି। ଆପଣମାନେ ଏକଥା ଜାଣିଥିବେ। ତେବେ ତାଙ୍କ ବିଷୟରେ ହୁଏତ ଆଉ ଗୋଟିଏ କଥା ଜାଣି ନଥିବେ। ସେ ନିଜ କ୍ୟାରିୟରରେ […]

tendulkar

tendulkar

Rakesh Mallick
  • Published: Tuesday, 20 February 2018
  • Updated: 20 February 2018, 03:31 PM IST

Sports

Latest News

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ର ଷ୍ଟାର ବ୍ୟାଟସ୍‌ମ୍ୟାନ୍‌ ମାନଙ୍କ ମଧ୍ୟରେ ଷ୍ଟିଭ ସ୍ମିଥ୍ ଜଣେ। ସ୍ମିଥ୍‌ଙ୍କର ତୁଳନା ଭାରତୀୟ କ୍ରିକେଟର ମହାନ ଖେଳାଳି ସଚିନ୍ ତେନ୍ଦୁଲକରଙ୍କ ସହ ମଧ୍ୟ କରାଯାଏ। ବହୁତ କମ୍ ଲୋକ ଜାଣିଥିବେ ଯେ ସ୍ମିଥ୍  ଓ ସଚିନଙ୍କ ମଧ୍ୟରେ ଏକ ଜବରଦସ୍ତ କନେକସନ୍ ରହିଛି। ସ୍ମିଥ୍ ବହୁତ କମ୍ ବୋଲିଂ କରନ୍ତି। ଆପଣମାନେ ଏକଥା ଜାଣିଥିବେ। ତେବେ ତାଙ୍କ ବିଷୟରେ ହୁଏତ ଆଉ ଗୋଟିଏ କଥା ଜାଣି ନଥିବେ। ସେ ନିଜ କ୍ୟାରିୟରରେ ସଚିନଙ୍କୁ ମାତ୍ର ଗୋଟିଏ ବଲ୍ ପକାଇଛନ୍ତି। ଆଉ ସେହି ଗୋଟିଏ ବଲ୍‌ରେ ହିଁ ସ୍ମିଥ ସଚିନଙ୍କ ୱିକେଟ୍ ନେଇଯାଇଥିଲେ ଓ ସମସ୍ତଙ୍କୁ ଚକିତ କରି ଦେଇଥିଲେ।

steveଘଟଣାଟି ୨୦୧୩ ମସିହା ମାର୍ଚ୍ଚ ମାସର। ଅଷ୍ଟ୍ରେଲିଆ ଟିମ୍ ଟେଷ୍ଟ ସିରିଜ ଖେଳିବାକୁ ଭାରତ ଆସିଥିଲା। ସିରିଜର ତୃତୀୟ ମ୍ୟାଚ୍ ଚଣ୍ଡିଗଡ଼ରେ ହେଉଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୦୮ ରନ୍ ବନାଇଥିଲା। ଏହାର ଜବାବରେ ଭାରତ ମଧ୍ୟ ଜବରଦସ୍ତ ଖେଳୁଥିଲା। ସଚିନ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ। ଲଞ୍ଚର ଠିକ୍ ପୂର୍ବ ଓଭର୍‌ରେ ଅଷ୍ଟ୍ରେଲିଆ ଟିମ୍‌ର ଅଧିନାୟକ ମାଇକେଲ କ୍ଲାର୍କ ଷ୍ଟିଭ ସ୍ମିଥଙ୍କୁ ବୋଲିଂ କରିବାକୁ ଦେଇଥିଲେ। ସଚିନଙ୍କ ୱିକେଟ୍ ନେବା ପାଇଁ ଅନେକ ବଡ଼ ବଡ଼ ବୋଲର ସ୍ୱପ୍ନ ଦେଖୁଥିଲେ। ସଚିନ ଥିଲେ ସମସ୍ତଙ୍କ ପାଇଁ ଏକ ଡ୍ରିମ ୱିକେଟ୍‌। ସ୍ମିଥ ପୂର୍ବରୁ କେବେହେଲେ ସଚିନଙ୍କୁ ବଲ୍ ପକାଇ ନ ଥିଲେ। ସେହିଦିନ ହିଁ ସେ ପ୍ରଥମ ଥର ସଚିନଙ୍କୁ ବଲ୍ ପକାଇଥିଲେ। ଆଉ ସେହି ପ୍ରଥମ ବଲ୍‌ରେ ସ୍ମିଥ ହାସଲ କରିଥିଲେ ଡ୍ରିମ୍ ୱିକେଟ୍। ସଚିନଙ୍କ କ୍ୟାଚ୍ ଇଡି କୋୱାନ ଧରିଥିଲେ।

ଏହା ପରେ ଦ୍ୱିତୀୟ ଇନିଂସ୍‌ରେ ସ୍ମିଥ ଆଉ ବୋଲିଂ କରି ନଥିଲେ।  ଏପରିକି ଭାରତ ବିପକ୍ଷରେ ଖେଳାଯାଇଥିବା ପରବର୍ତ୍ତୀ ଟେଷ୍ଟରେ ମଧ୍ୟ ସ୍ମିଥଙ୍କୁ ବୋଲିଂ କରିବାର ମଉକା ମିଳି ନଥିଲା। ସେପଟେ ୨୦୧୩ ନଭେମ୍ବରରେ ସଚିନ ଟେଷ୍ଟ କ୍ରିକେଟରୁ ଅବସର ନେଇ ଯାଇଥିଲେ। ତେଣୁ ଏହା ଥିଲା ସ୍ମିଥଙ୍କର ସଚିନଙ୍କୁ ପକାଇଥିବା ପ୍ରଥମ ଓ ଶେଷ ବଲ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story