ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସ୍ମିଥ କଲେ ଏହି କୀର୍ତ୍ତିମାନ

ଆଡିଲେଡ୍‌: ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ ବିଶ୍ୱର ପ୍ରଥମ ବ୍ୟାଟସମ୍ୟାନ ଭାବେ ସବୁଠାରୁ କମ୍‌ ଇନିଂସ୍‌ରେ ଟେଷ୍ଟ କ୍ରିକେଟରେ ୭୦୦୦ ରନ ପୂରଣ କରିଛନ୍ତି। ଆଜି ପିଙ୍କ ବଲ ଟେଷ୍ଟରେ ସ୍ମିଥ ପାକିସ୍ତାନ ବୋଲର ମହମ୍ମଦ ମୁସାଙ୍କ ବଲରେ ସିଙ୍ଗଲ ରନ୍‌ ନେଇ ଟେଷ୍ଟ କ୍ୟାରିୟରେ ୭୦୦୦ ରନ ପୂରଣ କରିଥିଲେ। ଏଥିସହ ୭୩ ବର୍ଷ ହେଲା ଇଂଲିଶ ବ୍ୟାଟସମ୍ୟାନ ୱାଲି ହାମଣ୍ଡଙ୍କ ନାଁରେ ଯୋଡ଼ି ହୋଇ ରହିଥିବା ରେକର୍ଡକୁ ଭାଙ୍ଗି ଦେଇଥିଲେ। ହାମଣ୍ଡ ତାଙ୍କ […]

sw

sw

Hemant Lenka
  • Published: Saturday, 30 November 2019
  • Updated: 30 November 2019, 05:02 PM IST

Sports

Latest News

ଆଡିଲେଡ୍‌: ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ ବିଶ୍ୱର ପ୍ରଥମ ବ୍ୟାଟସମ୍ୟାନ ଭାବେ ସବୁଠାରୁ କମ୍‌ ଇନିଂସ୍‌ରେ ଟେଷ୍ଟ କ୍ରିକେଟରେ ୭୦୦୦ ରନ ପୂରଣ କରିଛନ୍ତି। ଆଜି ପିଙ୍କ ବଲ ଟେଷ୍ଟରେ ସ୍ମିଥ ପାକିସ୍ତାନ ବୋଲର ମହମ୍ମଦ ମୁସାଙ୍କ ବଲରେ ସିଙ୍ଗଲ ରନ୍‌ ନେଇ ଟେଷ୍ଟ କ୍ୟାରିୟରେ ୭୦୦୦ ରନ ପୂରଣ କରିଥିଲେ। ଏଥିସହ ୭୩ ବର୍ଷ ହେଲା ଇଂଲିଶ ବ୍ୟାଟସମ୍ୟାନ ୱାଲି ହାମଣ୍ଡଙ୍କ ନାଁରେ ଯୋଡ଼ି ହୋଇ ରହିଥିବା ରେକର୍ଡକୁ ଭାଙ୍ଗି ଦେଇଥିଲେ।

ହାମଣ୍ଡ ତାଙ୍କ ଟେଷ୍ଟ କ୍ୟାରିୟରର ୭ ହଜାର ରନ୍‌ ପୂରଣ ପାଇଁ ୧୩୧ଟି ଇନିଂସ୍‌ ଖେଳିଥିଲେ। ହେଲେ ୯ ବର୍ଷ ତଳେ ଟେଷ୍ଟରେ ଡେବ୍ୟୁ କରିଥିବା ସ୍ମିଥ ମାତ୍ର ୧୨୬ଟି ଇନିଂସ୍‌ରେ ଏହି କୀର୍ତ୍ତିମାନକୁ ଅତିକ୍ରମ କରିଯାଇଛନ୍ତି। ଦ୍ରୁତ ୭ ହଜାର ଟେଷ୍ଟ ରନ୍‌ ତାଲିକାର ତୃତୀୟ ସ୍ଥାନରେ ବୀରେନ୍ଦ୍ର ସେହୱାଗ ରହିଛନ୍ତି।

ସେ ୧୩୪ଟି ଇନିଂସ୍‌ରେ ୭ ହଜାର ରନ୍‌ କରିଥିଲେ। ୧୩୬ଟି ଇନିଂସରେ ସଚିନ ତେନ୍ଦୁଲକର ଓ ୧୩୮ଟି ଇନିଂସରେ ଗ୍ୟାରୀ ସୋର୍ବସ, କୁମାର ସାଙ୍ଗାକାର ଏବଂ ବିରାଟ କୋହଲି ସେମାନଙ୍କ ଟେଷ୍ଟ କ୍ୟାରିୟରର ୭ ହଜାର ରନ ପୂରଣ କରିଥିଲେ।

ସ୍ମିଥ କିମ୍ବଦନ୍ତୀ କ୍ରିକେଟର ବ୍ରାଡମ୍ୟାନଙ୍କ ୬,୯୯୯ ରନ୍‌କୁ ମଧ୍ୟ ଅତିକ୍ରମ କରିଯାଇଛନ୍ତି। ସ୍ମିଥ ୭୨ଟି ମ୍ୟାଚ୍‌ରେ ୭ହଜାର ରନ କରିଥିବା ବେଳେ ବ୍ରାଡମ୍ୟାନ ମାତ୍ର ୫୨ଟି ମ୍ୟାଚ୍‌ରେ ୬,୯୯୯ ରନ୍‌ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story