ଏୟାରପୋର୍ଟରେ ସ୍ମିଥଙ୍କୁ ଏମିତି ପ୍ରଶଂସା କଲେ ଫ୍ୟାନ୍‌: ମିଳିତ ସ୍ୱରରେ କହିଲେ...

ଜୋହାନ୍ସବର୍ଗ: ବଲ୍‌ ଟ୍ୟାମ୍ପରିଂ ଅଭିଯୋଗରେ ଗୋଟିଏ ବର୍ଷ ବାସନ୍ଦ ହେବା ପରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ ଚାରିଆଡୁ ସମାଲୋଚିତ ହେଉଛନ୍ତି। ବାସନ୍ଦ ହେବା ଓ ଅଧିନାୟକ ପଦ ଯିବା ପରେ ସ୍ମିଥ ଦକ୍ଷିଣ ଆଫ୍ରିକାରୁ ଅଷ୍ଟ୍ରେଲିଆ ଫେରିବାକୁ ଜୋହାନ୍ସବର୍ଗ ବିମାନ ବନ୍ଦରରେ ପହଞ୍ଚି ଥିଲେ। ହେଲେ ତାଙ୍କୁ ଜଣା ନଥିଲା, ସେଠାରେ ତାଙ୍କୁ ଆହୁରି ଏକ ବଡ଼ ଅପମାନର ସମ୍ମୁଖୀନ ହେବାକୁ ପଡିବ ବୋଲି। ସୁରକ୍ଷା ବଳୟ ଭିତରେ ସ୍ମିଥ ବିମାନବନ୍ଦରରେ ପହଞ୍ଚିବା ବେଳକୁ […]

steve-smith

steve-smith

Rakesh Mallick
  • Published: Thursday, 29 March 2018
  • Updated: 29 March 2018, 03:26 PM IST

Sports

Latest News

ଜୋହାନ୍ସବର୍ଗ: ବଲ୍‌ ଟ୍ୟାମ୍ପରିଂ ଅଭିଯୋଗରେ ଗୋଟିଏ ବର୍ଷ ବାସନ୍ଦ ହେବା ପରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ ଚାରିଆଡୁ ସମାଲୋଚିତ ହେଉଛନ୍ତି। ବାସନ୍ଦ ହେବା ଓ ଅଧିନାୟକ ପଦ ଯିବା ପରେ ସ୍ମିଥ ଦକ୍ଷିଣ ଆଫ୍ରିକାରୁ ଅଷ୍ଟ୍ରେଲିଆ ଫେରିବାକୁ ଜୋହାନ୍ସବର୍ଗ ବିମାନ ବନ୍ଦରରେ ପହଞ୍ଚି ଥିଲେ। ହେଲେ ତାଙ୍କୁ ଜଣା ନଥିଲା, ସେଠାରେ ତାଙ୍କୁ ଆହୁରି ଏକ ବଡ଼ ଅପମାନର ସମ୍ମୁଖୀନ ହେବାକୁ ପଡିବ ବୋଲି। ସୁରକ୍ଷା ବଳୟ ଭିତରେ ସ୍ମିଥ ବିମାନବନ୍ଦରରେ ପହଞ୍ଚିବା ବେଳକୁ ଶତାଧିକ ପ୍ରଶଂସକ ସେଠାରେ ଉପସ୍ଥିତ ଥିଲେ। ହେଲେ ସ୍ଥିତି ଥିଲା ସମ୍ପୂର୍ଣ୍ଣ ଅଲଗା। ଯିଏ ଦିନେ ସ୍ମିଥଙ୍କ ପ୍ରଶଂସାରେ ଶତମୁଖ ଥିଲେ, ଆରମ୍ଭ କରିଦେଇଥିଲେ ସ୍ଲୋଗାନ ଦେବା। ଏହି ସ୍ଲୋଗାନ ଥିଲା ଅତି ନିଷ୍ଠୁର ଓ ଛାତି ଚିରିଦେବା ପରି। ଶହ ଶହ କ୍ରିକେଟ୍‌ ପ୍ରଶଂସକଙ୍କ ‘ଚିଟର୍‌ ଚିଟର୍‌’ ଡାକରେ ପୂରା ବିମାନବନ୍ଦର ପ୍ରକମ୍ପିତ ହୋଇଥିଲା।

steve-smith

ବିମାନବନ୍ଦରେ ସ୍ମିଥଙ୍କୁ ଏପରି ଅପମାନିକ କରାଯିବାକୁ କିଛି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟ୍‌ର ନାପସନ୍ଦ କରିଛନ୍ତି। ପୂର୍ବତନ ଅଷ୍ଟ୍ରେଲିୟ ସ୍ମିନର ସେନ ୱାର୍ନ ସ୍ମିଥଙ୍କ ପ୍ରତି ଏପରି ବ୍ୟବହାରକୁ ଆଲୋଚନା କରିଛନ୍ତି। ୱାର୍ନ ଟ୍ୱିଟ୍‌ କରି ଉଲ୍ଲେଖ କରିଛନ୍ତି, “ଏହା ଲଜ୍ୟାଜନକ କଥା, ସ୍ମିଥ କୌଣସି ଅପରାଧୀ ନୁହନ୍ତି।”

steve-smith

ସେହିପରି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଥିୟୋ ଡୋରୋପାଉଲ୍ସ ମଧ୍ୟ ସ୍ମିଥଙ୍କ ପ୍ରତି ଏପରି ବ୍ୟବହାରକୁ ଆଲୋଚନା କରିଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି, “ସ୍ମିଥ ଅଷ୍ଟ୍ରେଲିଆର ଟପ୍‌ କ୍ରିକେଟରଙ୍କ ମଧ୍ୟରୁ ଜଣେ। ଯିଏ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ପରି ଏକ ଭୁଲ କରିଦେଲେ। ତାଙ୍କୁ ବିମାନବନ୍ଦରରେ ଏକ ଡ୍ରଗ୍ସ ଅଭିଯୁକ୍ତକୁ ନେବା ପରି ନିଆଯାଉଛି। ଏପରି ନଜରି ଦେଖି ଆପଣ ବି କହି ପାରିବେନି କି ଆପଣଙ୍କୁ ଖରାପ ଲାଗି ନଥିବ। ବିମାନବନ୍ଦରରେ ତାଙ୍କୁ ଏପରି ନିଆଯିବା ମୋତେ ଖରାପ ଲାଗିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story