ପ୍ରି-ଆଶେସ ଟ୍ରାଏଲ: ଷ୍ଟାର୍କ ଓ କମିନ୍ସଙ୍କୁ ସାମ୍ନା କରିବେ ଷ୍ଟିଭ୍‌ ସ୍ମିଥ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଆଶେସ ସିରିଜ୍‌ ପୂର୍ବରୁ ଅଷ୍ଟ୍ରେଲିଆର ଖେଳାଳିମାନେ ପରସ୍ପର ସହ ଏକ ଅଭ୍ୟାସ ମ୍ୟାଚ୍‌ ଖେଳିବେ। ସାଉଥାମ୍ପଟନରେ ଏହି ମ୍ୟାଚ୍‌ ଖେଳାଯିବ। ଗୋଟିଏ ପଟେ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ ଥିବା ବେଳେ ପ୍ରତିପକ୍ଷ ଦଳରେ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଓ ପ୍ୟାଟ କମିନ୍ସ ରହିବେ। ଆଶେସ ସିରିଜ୍‌ରେ ସାମିଲ ହେବାକୁ ଥିବା ସମସ୍ତ ଖେଳାଳିଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ଦଳର ନେତୃତ୍ୱ ଟ୍ରାଭିସ୍ ହେଡ୍‌ ନେବାକୁ ଥିବା ବେଳେ […]

e

e

Hemant Lenka
  • Published: Saturday, 20 July 2019
  • Updated: 20 July 2019, 06:19 PM IST

Sports

Latest News

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଆଶେସ ସିରିଜ୍‌ ପୂର୍ବରୁ ଅଷ୍ଟ୍ରେଲିଆର ଖେଳାଳିମାନେ ପରସ୍ପର ସହ ଏକ ଅଭ୍ୟାସ ମ୍ୟାଚ୍‌ ଖେଳିବେ। ସାଉଥାମ୍ପଟନରେ ଏହି ମ୍ୟାଚ୍‌ ଖେଳାଯିବ।

ଗୋଟିଏ ପଟେ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ ଥିବା ବେଳେ ପ୍ରତିପକ୍ଷ ଦଳରେ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଓ ପ୍ୟାଟ କମିନ୍ସ ରହିବେ। ଆଶେସ ସିରିଜ୍‌ରେ ସାମିଲ ହେବାକୁ ଥିବା ସମସ୍ତ ଖେଳାଳିଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ଦଳର ନେତୃତ୍ୱ ଟ୍ରାଭିସ୍ ହେଡ୍‌ ନେବାକୁ ଥିବା ବେଳେ ଅନ୍ୟଦଳର ଅଧିନାୟକ ଟିମ୍‌ ପେନ୍‌ ହେବେ।

ହେଡ୍‌ଙ୍କ ଦଳରେ ଷ୍ଟାର୍କ, କମିନ୍ସ, ଜୋଶ ହେଜେଲଉଡ୍‌, ପିଟର ସିଡଲି ଓ ଡେଭିଡ୍‌ ୱାର୍ଣ୍ଣରଙ୍କ ଭଳି ଖେଳାଳି ରହିଛନ୍ତି। ସେହିପରି ପେନ୍‌ଙ୍କ ଟିମ୍‌ରେ ସ୍ମିଥ, ମାଥ୍ୟୁ ୱେଡ , ନେଥନ ଲାୟନ, ଜେମ୍ସ ପାଟିନସନ ଓ କେମରନ୍‌ ବ୍ୟାନକ୍ରଫ୍ଟ ରହିଛନ୍ତି। ହେଡ୍‌ଙ୍କ ଦଳର କୋଚ ଦାୟିତ୍ୱ ବ୍ରାଡ ହ୍ୟାଡିନ୍‌ଙ୍କୁ ମିଳିଥିବା ବେଳେ ଗେମେ ହିକ୍‌ ପେନ୍‌ଙ୍କ ଦଳକୁ କୋଚିଂ ଦେବେ।

ହେଡ୍‌ଙ୍କ ଏକାଦଶ: ଡେଭିଡ୍‌ ୱାର୍ଣ୍ଣର, ମାର୍କସ ହ୍ୟାରିସ, କର୍ଟିସ ପ୍ୟାଟରସନ୍, ଟ୍ରାଭିସ ହେଡ, ମାରନୁସ ଲାବୁସିଙ୍ଗେ, ୱିଲ ପୋସଭିକ୍ସ, ଆଲେକ୍ସ କ୍ୟାରୀ(ୱି), ପ୍ୟାଟ କମିନ୍ସ, ମିଚେଲ ଷ୍ଟାର୍କ, ପିଟର ସିଡଲି, ଜୋଶ ହେଜେଲଉଡ୍‌ ଓ ଜୋନ ହୋଲାଣ୍ଡ।

ପେନଙ୍କ ଏକାଦଶ: ଜୋ ବୋର୍ଣ୍ଣସ, କ୍ୟାମେରନ ବ୍ୟାନକ୍ରଫ୍ଟ, ଷ୍ଟିଭ ସ୍ମିଥ, ପିଟର ହ୍ୟାଣ୍ଡସ୍କମ୍ୱ, ମାଥ୍ୟୁ ୱେଡ, ମିଚେଲ ମାର୍ଶ, ଟିମ ପେନ, ମାଇକେଲ ନେସେର, ଜେମ୍ସ ପ୍ୟାଟିନସନ, ଜ୍ୟାକସନ ବ୍ରାଡ, କ୍ରିସ ଟେରମାଇନ୍‌ ଓ ନେଥନ ଲାୟନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story