ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ମହାନ କ୍ରିକେଟରଙ୍କ ସହ ତୁଳନା କଲେ ଷ୍ଟିଭ୍‌ ୱ

ମେଲବର୍ଣ୍ଣ: ମହାନ କିମ୍ବଦନ୍ତୀ କ୍ରିକେଟର ଷ୍ଟିଭ୍‌ ୱ ଆଜି ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ ପାଣ୍ଡ୍ୟାଙ୍କୁ ଦକ୍ଷିଣ ଆଫ୍ରିକାର ପ୍ରଖ୍ୟାତ ଅଲରାଉଣ୍ଡର ଲାନ୍ସ କ୍ଲୁଜନରଙ୍କ ସହ ତୁଳନା କରିଛନ୍ତି। ୧୯୯୯ ବିଶ୍ୱକପ୍‌ରେ ଲାନ୍ସ କ୍ଲୁଜନର ଟିମ୍‌ ଦକ୍ଷିଣ ଆଫ୍ରିକା ପାଇଁ ଯେଉଁ ଭୂମିକା ନିର୍ବାହ କରିଥିଲେ ୨୦୧୯ରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍‌ ଇଣ୍ଡିଆ ପାଇଁ ଅନୁରୂପ ପ୍ରଦର୍ଶନ କରିବେ ବୋଲି ଷ୍ଟିଭ୍‌ ୱ ଆଶା କରିଛନ୍ତି। ଷ୍ଟିଭ୍‌ ୱ ଆଇସିସିର […]

y

y

Hemant Lenka
  • Published: Tuesday, 11 June 2019
  • Updated: 11 June 2019, 06:49 PM IST

Sports

Latest News

ମେଲବର୍ଣ୍ଣ: ମହାନ କିମ୍ବଦନ୍ତୀ କ୍ରିକେଟର ଷ୍ଟିଭ୍‌ ୱ ଆଜି ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ ପାଣ୍ଡ୍ୟାଙ୍କୁ ଦକ୍ଷିଣ ଆଫ୍ରିକାର ପ୍ରଖ୍ୟାତ ଅଲରାଉଣ୍ଡର ଲାନ୍ସ କ୍ଲୁଜନରଙ୍କ ସହ ତୁଳନା କରିଛନ୍ତି। ୧୯୯୯ ବିଶ୍ୱକପ୍‌ରେ ଲାନ୍ସ କ୍ଲୁଜନର ଟିମ୍‌ ଦକ୍ଷିଣ ଆଫ୍ରିକା ପାଇଁ ଯେଉଁ ଭୂମିକା ନିର୍ବାହ କରିଥିଲେ ୨୦୧୯ରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍‌ ଇଣ୍ଡିଆ ପାଇଁ ଅନୁରୂପ ପ୍ରଦର୍ଶନ କରିବେ ବୋଲି ଷ୍ଟିଭ୍‌ ୱ ଆଶା କରିଛନ୍ତି।

ଷ୍ଟିଭ୍‌ ୱ ଆଇସିସିର ଅଫିସିଆଲ ୱେବ୍‌ସାଇଟ୍‌ରେ ଏକ ସମ୍ଭ ଲେଖି କହିଛନ୍ତି ଯେ “ଅଷ୍ଟ୍ରେଲିଆ ବିପକ୍ଷରେ ପାଣ୍ଡ୍ୟା ୨୭ ବଲ୍‌ରେ ୪୮ ରନ୍‌ର ଇନିଂସ୍‌ ଖେଳିଥିଲେ। ଏହି ଇନିଂସ୍‌ ହିଁ ପ୍ରତିପକ୍ଷ ଟିମ୍‌କୁ ବ୍ୟାକ୍‌ଫୁଟ୍‌କୁ ନେଇଯାଇଥିଲା। ପାଣ୍ଡ୍ୟାଙ୍କୁ ଦେଖିଲେ ୧୯୯୯ ବିଶ୍ୱକପ୍‌ରେ ଲାନ୍ସ କ୍ଲୁଜନରଙ୍କ ଖେଳ କଥା ମନେପଡ଼ି ଯାଉଛି। ଶେଷ ଆଡ଼କୁ ଯେଉଁଭଳି ବ୍ୟାଟିଂ କରାଯାଏ ସେ ଇନିଂସ୍‌ ଆରମ୍ଭ ବେଳେ ସେଭଳି ଶଟ୍‌ ଖେଳନ୍ତି। ସେ ଏମିତି ଶଟ୍‌ ମାରୁଛନ୍ତି ଯେ କୌଣସି ପ୍ରତିପକ୍ଷ ଦଳ ଏହାକୁ ଅଟକାଇ ପାରିବେ ନାହିଁ।

ଅଷ୍ଟ୍ରେଲିଆ ଫିଲ୍ଡିଂ ବେଳେ ଏକାଧିକ ସୁଯୋଗ ହାତଛଡ଼ା କରିଥିଲା। ସେହିପରି ଅଷ୍ଟ୍ରେଲିଆର ବୋଲିଂ ମଧ୍ୟ ପ୍ରଭାବଶାଳୀ ନଥିଲା। ୩୫୩ର ଟାର୍ଗେଟ ସହଜ ନଥିଲା। ଡେଭିଡ୍‌ ୱାର୍ଣ୍ଣର ଏବଂ ଷ୍ଟିଭ୍‌ ସ୍ମିଥ ଯେଉଁଭଳି ଲୟରେ ବ୍ୟାଟିଂ କରିବା କଥା, ସେଭଳି ଆଦୌ କରିପାରିଲେ ନାହିଁ। ତେବେ ଏବେ ବି ଅଷ୍ଟ୍ରେଲିଆ ପାଇଁ କିଛି ସରିଯାଇ ନାହିଁ। ବିଶ୍ୱକପ୍‌ ଜିତିବାର ପ୍ରବଳ ଦାବିଦାରଙ୍କ ମଧ୍ୟରେ ଯେଉଁ ୬ ଟିମ୍‌ ରହିଛନ୍ତି ସେମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ମଧ୍ୟ ରହିଛି।”

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ର ପ୍ରଥମ ବଲ୍‌ରେ ପାଣ୍ଡ୍ୟା ୱିକେଟ୍‌ କିପର ଆଲେକ୍ସ କ୍ୟାରୀଙ୍କୁ କ୍ୟାଚ୍‌ ଦେଇଥିଲେ। ହେଲେ ସେ ଏହାକୁ ଧରିବାକୁ ଅସମର୍ଥ ହୋଇଥିଲେ। ଏହାପରେ ସେ ୪ଟି ଚୌକା ଓ ୩ଟି ଛକା ମାରି ସେ ନିଜର ବିସ୍ଫୋରକ ରୂପ ଦେଖାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story