କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର

ଜୋହାନ୍ସବର୍ଗ: ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକଟର ତଥା କିମ୍ବଦନ୍ତୀ ଖେଳାଳି କପିଲ ଦେବଙ୍କ ରେକର୍ଡକୁ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ ଷ୍ଟେନ୍‌ ଭାଙ୍ଗି ଦେଇଛନ୍ତି। କପିଲ ଦେବ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ୪୩୪ଟି ୱିକେଟ୍‌ ଦଖଲ କରିଥିଲେ। ତେବେ ଷ୍ଟେନ୍ ଶ୍ରୀଲଙ୍କା ବିପକ୍ଷ ଡର୍ବାନ ଟେଷ୍ଟର ଦ୍ୱିତୀୟ ଦିନରେ ୪ଟି ୱିକେଟ୍ ଦଖଲ କରି କପିଲ ଦେବଙ୍କ ରକେର୍ଡକୁ ଅତିକ୍ରମ କରିଯାଇଛନ୍ତି। ଏହା ଷ୍ଟେନ୍‌ଙ୍କ ୯୨ତମ ମ୍ୟାଚ୍‌। ଏବେ ସେ ଇଂଲଣ୍ଡର ଦ୍ରୁତ ବୋଲର […]

sd

sd

Hemant Lenka
  • Published: Friday, 15 February 2019
  • Updated: 15 February 2019, 03:30 PM IST

Sports

Latest News

ଜୋହାନ୍ସବର୍ଗ: ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକଟର ତଥା କିମ୍ବଦନ୍ତୀ ଖେଳାଳି କପିଲ ଦେବଙ୍କ ରେକର୍ଡକୁ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ ଷ୍ଟେନ୍‌ ଭାଙ୍ଗି ଦେଇଛନ୍ତି। କପିଲ ଦେବ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ୪୩୪ଟି ୱିକେଟ୍‌ ଦଖଲ କରିଥିଲେ। ତେବେ ଷ୍ଟେନ୍ ଶ୍ରୀଲଙ୍କା ବିପକ୍ଷ ଡର୍ବାନ ଟେଷ୍ଟର ଦ୍ୱିତୀୟ ଦିନରେ ୪ଟି ୱିକେଟ୍ ଦଖଲ କରି କପିଲ ଦେବଙ୍କ ରକେର୍ଡକୁ ଅତିକ୍ରମ କରିଯାଇଛନ୍ତି। ଏହା ଷ୍ଟେନ୍‌ଙ୍କ ୯୨ତମ ମ୍ୟାଚ୍‌। ଏବେ ସେ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବର୍ଡଙ୍କ ୪୩୭ଟି ୱିକେଟ୍‌ ସହ ସମକକ୍ଷ ହୋଇଛନ୍ତି।

ବିଶ୍ୱରେ ଷ୍ଟେନ୍‌ ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ୱିକେଟ୍‌ ଦଖଲ କରିବା ତାଲିକାର ୭ ନଂ ସ୍ଥାନରେ ଯୁଗ୍ମ ଭାବେ ରହିଛନ୍ତି। କିନ୍ତୁ ଏବେ ଷ୍ଟେନ୍‌ ଦକ୍ଷିଣ ଆଫ୍ରିକାର ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ହୋଇଯାଇଛନ୍ତି।

ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍‌ ନେଇଥିବା ଖେଳାଳି ତାଲିକାରେ ଶ୍ରୀଲଙ୍କାର ମୁଥିଆ ମୁରଲୀଧନର(୮୦୦), ଅଷ୍ଟ୍ରେଲିଆର ଶେନ୍‌ ୱାର୍ଣ୍ଣ(୭୦୮), ଅନୀଲ କୁମ୍ବଲେ(୬୧୯), ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍‌(୫୭୫), ଅଷ୍ଟ୍ରେଲିଆର ଗ୍ଲେନ୍‌ ମ୍ୟାକଗ୍ରାଥ(୫୬୩) ଓ ୱେଷ୍ଟଇଣ୍ଡିଜ୍‌ର ସି ୱାଲଶ(୫୧୬) ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story