ପର୍ଥ ଟେଷ୍ଟ: ଅଷ୍ଟ୍ରେଲିଆର ଭଲ ଆରମ୍ଭ, ଲଞ୍ଚ୍‌ ସୁଦ୍ଧା ୬୬/୦

ପର୍ଥ: ଘାସୁଆ ପିଚ୍‌ରେ ଅଷ୍ଟ୍ରେଲିଆ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଛି। ପର୍ଥରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ୍‌ର ପ୍ରଥମ ଦିନରେ ଟସ୍‌ ଜିତି ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ବେଶ୍‌ ସ୍ଥିରତାର ସହ ଇନିଂସ୍‌ ଆରମ୍ଭ କରିଛି। ପ୍ରଥମ ଦିନର ଲଞ୍ଚ୍‌ ସୁଦ୍ଧା ଅଷ୍ଟ୍ରେଲିଆ ବିନା କ୍ଷତିରେ ୬୬ ରନ୍‌ କରିଛି। ଲଞ୍ଚ୍‌ ବେଳକୁ ମାର୍କସ ହ୍ୟାରିସ୍‌ ୩୬ ରନ୍‌ ଓ ଆରୋନ୍‌ ଫିଞ୍ଚ୍ ୨୮ ରନ୍‌ କରି ଅପରାଜିତ ରହିଛନ୍ତି। ପର୍ଥରେ ଟସ୍‌ ଜିତି ଅଷ୍ଟ୍ରେଲିଆ ଅଧିନାୟକ […]

a

a

Hemant Lenka
  • Published: Friday, 14 December 2018
  • Updated: 14 December 2018, 10:44 AM IST

Sports

Latest News

ପର୍ଥ: ଘାସୁଆ ପିଚ୍‌ରେ ଅଷ୍ଟ୍ରେଲିଆ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଛି। ପର୍ଥରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ୍‌ର ପ୍ରଥମ ଦିନରେ ଟସ୍‌ ଜିତି ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ବେଶ୍‌ ସ୍ଥିରତାର ସହ ଇନିଂସ୍‌ ଆରମ୍ଭ କରିଛି। ପ୍ରଥମ ଦିନର ଲଞ୍ଚ୍‌ ସୁଦ୍ଧା ଅଷ୍ଟ୍ରେଲିଆ ବିନା କ୍ଷତିରେ ୬୬ ରନ୍‌ କରିଛି। ଲଞ୍ଚ୍‌ ବେଳକୁ ମାର୍କସ ହ୍ୟାରିସ୍‌ ୩୬ ରନ୍‌ ଓ ଆରୋନ୍‌ ଫିଞ୍ଚ୍ ୨୮ ରନ୍‌ କରି ଅପରାଜିତ ରହିଛନ୍ତି।

ପର୍ଥରେ ଟସ୍‌ ଜିତି ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପାଇନ୍‌ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ଦୁଇ ଓପନର ଫିଞ୍ଚ୍ ଏବଂ ହ୍ୟାରିସ୍‌ ଠିକ୍‌ ସାବ୍ୟସ୍ତ କରି ବେଶ୍‌ ସତର୍କତାର ସହ ଇନିଂସ୍‌ ଆରମ୍ଭ କରିଥିଲେ। ପ୍ରଥମରୁ ଫିଞ୍ଚ୍ ଖୋଲା ଶଟ୍‌ ଖେଳିଥିବା ବେଳେ ହ୍ୟାରିସ୍‌ ଧିମା ଖେଳ ପ୍ରଦର୍ଶନ କରିଥିଲେ। କିନ୍ତୁ ଇଶାନ୍ତ ଶର୍ମାଙ୍କ ଗୋଟିଏ ଓଭର୍‌ରେ ଦୁଇଟି ଚୌକା ମାରି ହ୍ୟାରିସ୍‌ ଲୟକୁ ଫେରିଥିଲେ।

ଏହାପରେ ଦୁଇ ଜଣ ମିଶି ଭାରତୀୟ ବୋଲରଙ୍କୁ ପ୍ରହାର କରି ଚାଲିଥିଲେ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳୁଥିବା ଉମେଶ ଯାଦବ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି। ସେ ୫ ଓଭର୍‌ରେ ୧୯ ରନ୍‌ ଦେଇ କ୍ୟାପ୍ଟେନଙ୍କୁ ନିରାଶ କରିଛନ୍ତି।

ସେହିପରି ନୂଆ ବଲରୁ ବୋଲିଂ ଆରମ୍ଭ କରିଥିବା ଇଶାନ୍ତ ଶର୍ମା ଏବଂ ଯଶପ୍ରୀତ ବୁମ୍ରା ମଧ୍ୟ ଏଯାଏ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ଅନ୍ୟତମ ଦ୍ରୁତ ବୋଲର ମହମ୍ମଦ ଶାମି ୫ ଓଭର୍‌ରେ ମାତ୍ର ୪ ରନ୍‌ ଦେଇ ଅଷ୍ଟ୍ରେଲିଆର ଦୁଇ ବ୍ୟାଟସ୍‌ମ୍ୟାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲେ। ହେଲେ ସେ ମଧ୍ୟ ୱିକେଟ୍‌ ନେବାରେ ସଫଳ ହୋଇ ନାହାନ୍ତି।

ଭାରତ ଆଜି ଦୁଇଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଛି। ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କ ବଦଳରେ ହନୁମା ବିହାରୀ ଓ ଉମେଶ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story