ବ୍ରଡଙ୍କୁ ୧୦ ୱିକେଟ: ଇଂଲଣ୍ଡ ଜିତିଲା ଐତିହାସିକ ଟେଷ୍ଟ ସିରିଜ୍‌

ମାଞ୍ଚେଷ୍ଟର: କରୋନା ମହାମାରୀ ମଧ୍ୟ ଆୟୋଜିତ ପ୍ରଥମ ଐତିହାସିକ ଟେଷ୍ଟ ସିରିଜ୍‌ରେ ବାଜିମାତ କରିଛି ଇଂଲଣ୍ଡ। ବିନା ଦର୍ଶକରେ ପ୍ରଥମଥର ପାଇଁ ଏହି ଟେଷ୍ଟ ସିରିଜ୍‌ ଖେଳାଯାଉଥିଲା। ଏଥିରେ ଆୟୋଜକ ଇଂଲଣ୍ଡ ପ୍ରତିପକ୍ଷ ୱେଷ୍ଟଇଣ୍ଡିଜ୍‌କୁ ୨-୧ରେ ପରାସ୍ତ କରି ଚାମ୍ପିୟନ ହୋଇଛି। ପ୍ରଥମ ଟେଷ୍ଟ ଇଣ୍ଡିଜ୍‌ ଟିମ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟ ଇଂଲଣ୍ଡ ଜିତିଥିଲା। ଆଜି ତୃତୀୟ ଟେଷ୍ଟକୁ ଇଂଲଣ୍ଡ ୨୬୯ ରନ୍‌ରେ ଜିତି ନେଇଛି। ଇଂଲିଶ ଟିମର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ୧୦ […]

ya

ya

Hemant Lenka
  • Published: Tuesday, 28 July 2020
  • Updated: 28 July 2020, 08:59 PM IST

Sports

Latest News

ମାଞ୍ଚେଷ୍ଟର: କରୋନା ମହାମାରୀ ମଧ୍ୟ ଆୟୋଜିତ ପ୍ରଥମ ଐତିହାସିକ ଟେଷ୍ଟ ସିରିଜ୍‌ରେ ବାଜିମାତ କରିଛି ଇଂଲଣ୍ଡ। ବିନା ଦର୍ଶକରେ ପ୍ରଥମଥର ପାଇଁ ଏହି ଟେଷ୍ଟ ସିରିଜ୍‌ ଖେଳାଯାଉଥିଲା। ଏଥିରେ ଆୟୋଜକ ଇଂଲଣ୍ଡ ପ୍ରତିପକ୍ଷ ୱେଷ୍ଟଇଣ୍ଡିଜ୍‌କୁ ୨-୧ରେ ପରାସ୍ତ କରି ଚାମ୍ପିୟନ ହୋଇଛି।

ପ୍ରଥମ ଟେଷ୍ଟ ଇଣ୍ଡିଜ୍‌ ଟିମ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟ ଇଂଲଣ୍ଡ ଜିତିଥିଲା। ଆଜି ତୃତୀୟ ଟେଷ୍ଟକୁ ଇଂଲଣ୍ଡ ୨୬୯ ରନ୍‌ରେ ଜିତି ନେଇଛି। ଇଂଲିଶ ଟିମର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ୧୦ ୱିକେଟ ଦଖଲ କରି ମ୍ୟାଚ୍‌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ସେ ପ୍ରଥମ ଇନିଂସ୍‌ରେ ୪୫ଟି ବଲରେ ୬୨ ରନ୍‌ ମଧ୍ୟ କରିଥିଲେ।

ତୃତୀୟ ଟେଷ୍ଟର ୫ମ ଦିନରେ ଦ୍ରୁତ ବୋଲରଙ୍କ ଦବାଦବା ଦେଖିବାକୁ ମିଳିଥିଲା। ବିଶେଷ କରି ବ୍ରଡ ଓ କ୍ରିସ ୱିକ୍ସଙ୍କ ଯୋଡ଼ି ଇଣ୍ଡିଜ୍‌ ଟିମ୍‌ର ବ୍ୟାଟିଂ ଲାଇନ ଅପକୁ ଛିନଛତ୍ର କରି ଦେଇଥିଲେ। ବର୍ଷା ଯୋଗୁ ୪ର୍ଥ ଦିନର ଖେଳ ସଂପୂର୍ଣ୍ଣ ଭାବେ ଧୋଇ ଯାଇଥିଲା। ୫ମ ତଥା ଶେଷ ଦିନରେ ଇଂଲଣ୍ଡକୁ ସିରିଜ୍‌ ଜିତବା ପାଇଁ ୮ ୱିକେଟ ଦରକାର ଥିଲା।

ବର୍ଷା ହେବାକୁ ଥିବାରୁ ଇଂଲଣ୍ଡ କ୍ୟାମ୍ପ ସାମାନ୍ୟ ନର୍ଭସ ଥିଲା। କିନ୍ତୁ ଦଳର ବୋଲରମାନେ ମାତ୍ର ଦୁଇଟି ସେସନରେ ଇଣ୍ଡିଜ୍‌ ଟିମର କାମ ତମାମ କରିଦେଇଛନ୍ତି।

ଜିତିବା ପାଇଁ ଇଣ୍ଡିଜ୍‌ ଆଗରେ ୩୯୯ ରନ୍‌ର ଟାର୍ଗେଟ ରହିଥିଲା। ହେଲେ ଦଳ ମାତ୍ର ୩୭.୧ ଓଭରରେ ୧୨୯ ରନ୍‌ କରି ଅଲଆଉଟ ହୋଇଯାଇଛି। ପ୍ରଥମ ଇନିଂସ୍‌ରେ ୬ଟି ୱିକେଟ ନେଇଥିବା ବ୍ରଡ ଦ୍ୱିତୀୟ ଇନିଂସରେ ୪ଟି ୱିକେଟ ଦଖଲ କରିଛନ୍ତି। ବ୍ରଡ ସିରିଜ୍‌ର ୨ଟି ମ୍ୟାଚ୍‌ରେ ୧୬ଟି ୱିକେଟ ନେଇଛନ୍ତି।

ଏଥିପାଇଁ ତାଙ୍କୁ ମ୍ୟାଚ୍‌ ଓ ସିରିଜର ଶ୍ରେଷ୍ଠ ଖେଳାଳି ଭାବେ ଚୟନ କରାଯାଇଛି। ସେହିପରି ସେ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ର ଲିଡିଂ ୱିକେଟ ଟେକର ମଧ୍ୟ ହୋଇଯାଇଛନ୍ତି। ଏହାପୂର୍ବରୁ ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ ୪୯ ୱିକେଟ ସହ ପ୍ରଥମ ସ୍ଥାନରେ ଥିଲେ। ଏବେ ବ୍ରଡଙ୍କ ପାଖରେ ୫୩ ୱିକେଟ ହୋଇଯାଇଛି। ଇଂଲଣ୍ଡ ମଧ୍ୟ ଚାମ୍ପିୟନଶିପ ତାଲିକାରେ ୨୨୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ପହଞ୍ଚି ଯାଇଛି।

ଅନ୍ୟପକ୍ଷରେ ଇଣ୍ଡିଜ୍‌ ବିପକ୍ଷ ନିର୍ଣ୍ଣାୟକ ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ଇନିଂସରେ କ୍ରିସ୍‌ ୱକ୍ସ ଦ୍ୱିତୀୟ ଇନିଂସରେ ୫ ଜଣ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

ପ୍ରଥମ ଇନିଂସ୍‌ରେ ଇଂଲଣ୍ଡ ୩୬୯ ରନ୍‌ କରିଥିବା ବେଳେ ଇଣ୍ଡିଜ ଟିମ୍‌ ମାତ୍ର ୧୯୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହାପରେ ଇଂଲଣ୍ଡ ଦ୍ରୁତଗତିରେ ରନ୍‌ ସଂଗ୍ରହ କରି ୨୨୬/୨ରେ ପାଳି ଘୋଷଣା କରିଥିଲା। ଏଥିପାଇଁ ଇଣ୍ଡିଜ୍‌କୁ ୩୯୯ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story