ଗୁଗୁଲ୍ ସିଇଓଙ୍କ ଭବିଷ୍ୟବାଣୀ, ଭାରତ ସହ ଫାଇନାଲ୍ ଖେଳିବ ଏହି ଟିମ୍

ନୂଆଦିଲ୍ଲୀ: ବିଶ୍ୱକପର ଦ୍ୱାଦଶ ସଂସ୍କରଣ ତା’ର ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଗକୁ ବଢ଼ିବାରେ ଲାଗିଛି। କିଛି ଟିମ୍ ମ୍ୟାଚ୍ ଜିତୁଛନ୍ତି ଏବଂ ହାରୁଛନ୍ତି। ଏହାସହ କେଉଁ ଟିମ୍ ଏଥର ବିଶ୍ୱକପ୍ ଫାଇନାଲ୍ ଖେଳିବ, ତାହାର ମଧ୍ୟ ଆକଳନ କରାଯାଉଛି। ଏହି ପ୍ରଶ୍ନକୁ ନେଇ ଅନେକ ପୂର୍ବତନ କ୍ରିକେଟର ଓ ବିଶେଷଜ୍ଞ ନିଜ ନିଜର ମତ ଦେଇ ସାରିଛନ୍ତି। ତେବେ ଏହି ପ୍ରଶ୍ନକୁ ନେଇ ଆଉ ଜଣେ ବ୍ୟକ୍ତି ମଧ୍ୟ ନିଜର ମତ ଦେଇଛନ୍ତି। ଏଥର ଅନୁମାନ କରିଥିବା […]

pichai

pichai

Hemant Lenka
  • Published: Thursday, 13 June 2019
  • Updated: 13 June 2019, 04:43 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱକପର ଦ୍ୱାଦଶ ସଂସ୍କରଣ ତା'ର ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଗକୁ ବଢ଼ିବାରେ ଲାଗିଛି। କିଛି ଟିମ୍ ମ୍ୟାଚ୍ ଜିତୁଛନ୍ତି ଏବଂ ହାରୁଛନ୍ତି। ଏହାସହ କେଉଁ ଟିମ୍ ଏଥର ବିଶ୍ୱକପ୍ ଫାଇନାଲ୍ ଖେଳିବ, ତାହାର ମଧ୍ୟ ଆକଳନ କରାଯାଉଛି। ଏହି ପ୍ରଶ୍ନକୁ ନେଇ ଅନେକ ପୂର୍ବତନ କ୍ରିକେଟର ଓ ବିଶେଷଜ୍ଞ ନିଜ ନିଜର ମତ ଦେଇ ସାରିଛନ୍ତି।

ତେବେ ଏହି ପ୍ରଶ୍ନକୁ ନେଇ ଆଉ ଜଣେ ବ୍ୟକ୍ତି ମଧ୍ୟ ନିଜର ମତ ଦେଇଛନ୍ତି। ଏଥର ଅନୁମାନ କରିଥିବା ବ୍ୟକ୍ତି ଜଣକ କୌଣସି ପୂର୍ବତନ କ୍ରିକେଟର୍ କିମ୍ବା କୌଣସି ବିଶେଷଜ୍ଞ ନୁହଁନ୍ତି । ସେ ହେଉଛନ୍ତି ଗୁଗୁଲ୍ର ଭାରତୀୟ ବଂଶୋଦ୍ଭାବ ସିଇଓ ସୁନ୍ଦର ପିଚାଇ। ପିଚାଇ ଭବିଷ୍ୟବାଣୀ କରିଛନ୍ତି ଯେ, ଆଇସିସି ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ତେବେ ପିଚାଇ ଚାହାନ୍ତି, ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରି ଟାଇଟଲ୍ ଜିତୁ।

ନିଜକୁ ଜଣେ କ୍ରିକେଟ୍ ପ୍ରଶଂସକ କହିଆସୁଥିବା ୪୬ ବର୍ଷୀୟ ପିଚାଇ କହିଛନ୍ତି, ଯେତେବେଳେ ମୁଁ ଆମେରିକା ଆସିଲି, ମୋତେ ବେସବଲ୍ ଟିକେ ଚ୍ୟାଲେଞ୍ଜିଂ ଲାଗିଥିଲା। ପିଚାଇ ୟୁଏସଆଇବିସିର 'ଇଣ୍ଡିଆ ଆଇଡିଆଜ୍ ସମିଟ'ରେ କହିଛନ୍ତି, ଚଳିତ ବିଶ୍ୱକପ୍ ଫାଇନାଲ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବା ଦରକାର। କିନ୍ତୁ ନ୍ୟୁଜିଲ୍ୟାଣ୍ଡ୍ ଓ ଅଷ୍ଟ୍ରେଲିଆ ଟିମ୍ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। କିନ୍ତୁ ମୋ ମତରେ ଭାରତ ନିଶ୍ଚିତ ଫାଇନାଲ୍ ଯିବ।'

ଏହାଛଡ଼ା ପିଚାଇ ଆମେରିକାରେ କ୍ରିକେଟ୍ ଓ ବେସବଲ ସହ ନିଜର ଅନୁଭୂତି ବାଣ୍ଟିଛନ୍ତି। ସେ କହିଛନ୍ତି, ମୁଁ ଏଠାରେ ବେସବଲ ଖେଳିବା ଆରମ୍ଭ କରିଥିଲି। ପ୍ରଥମ ମ୍ୟାଚରେ ମୁଁ ବଲକୁ ପଛକୁ ହିଟ୍ କରିଥିଲି। କ୍ରିକେଟରେ ଏହାକୁ ଏକ ଭଲ ଶଟ୍ କୁହାଯିବ, କିନ୍ତୁ ଲୋକେ ଏହି ଶଟକୁ ସେତେଟା ପ୍ରଶଂସା କରନ୍ତି ନାହିଁ।

କ୍ରିକେଟରେ ରନ୍ ନେବା ପାଇଁ ବ୍ୟାଟ୍ ହାତରେ ଧରିବାକୁ ପଡ଼ିଥାଏ। ମୁଁ ମଧ୍ୟ ବେସବଲରେ ନିଜ ବ୍ୟାଟ୍ ହାତରେ ଧରି ଦୌଡ଼ିଥିଲି। ଏଥିପାଇଁ ମୁଁ ଭାବୁଛି ଯେ, ବେସବଲ ଟିକେ ଚ୍ୟାଲେଞ୍ଜିଂ। କିନ୍ତୁ କ୍ରିକେଟ୍ ପ୍ରତି ମୋର ଭଲ ପାଇବା କାଏମ ରହିବ। ୱାର୍ଲ୍ଡ କପରେ ମୁଁ ଭାରତର ଭଲ ପ୍ରଦର୍ଶନ ପାଇଁ ଆଶାବାଦୀ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story