ଟସ୍‌ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି, ଫେରିଲେ ନଭଦୀପ ସୈନି

ଶାରଜା: ସୁପର ଶନିବାରର ଦ୍ୱିତୀୟ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହି ମ୍ୟାଚ୍‌ରେ ଟସ୍‌ ଜିତି ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ବିରାଟ କୋହଲିଙ୍କ ବାଙ୍ଗାଲୋର ବ୍ୟାଟିଂ କରିବ। ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ବିରାଟ ବାହିନୀ ପଏଣ୍ଟ ଟେବୁଲର ଦ୍ୱିତୀୟରେ ଥିବା ବେଳେ ହାଇଦ୍ରାବାଦ ୭ମ ସ୍ଥାନରେ ରହିଛି। ଯଦି ଆଜି ବାଙ୍ଗାଲୋର ଜିତିବ, ତା’ହେଲେ ସିଧାସଳଖ […]

r

r

Hemant Lenka
  • Published: Saturday, 31 October 2020
  • Updated: 01 November 2020, 07:17 AM IST

Sports

Latest News

ଶାରଜା: ସୁପର ଶନିବାରର ଦ୍ୱିତୀୟ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହି ମ୍ୟାଚ୍‌ରେ ଟସ୍‌ ଜିତି ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ବିରାଟ କୋହଲିଙ୍କ ବାଙ୍ଗାଲୋର ବ୍ୟାଟିଂ କରିବ।

ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ବିରାଟ ବାହିନୀ ପଏଣ୍ଟ ଟେବୁଲର ଦ୍ୱିତୀୟରେ ଥିବା ବେଳେ ହାଇଦ୍ରାବାଦ ୭ମ ସ୍ଥାନରେ ରହିଛି। ଯଦି ଆଜି ବାଙ୍ଗାଲୋର ଜିତିବ, ତା’ହେଲେ ସିଧାସଳଖ ପ୍ଲେ-ଅଫ ଟିକେଟ ପାଇବ। ସେହିପରି ହାଇଦ୍ରାବାଦ ହାରିଗଲେ ପ୍ଲେ-ଅଫ ଦୌଡ଼ରୁ ବାଦ ପଡ଼ିବ। ତେଣୁ ଉଭୟ ଦଳ ପାଇଁ ଆଜିର ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ।

ବାଙ୍ଗାଲୋର ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଡେଲ ଷ୍ଟେନଙ୍କ ବଦଳରେ ଇଶ୍ରୁ ଉଦାନା ଓ ଶିବମ ଦୁବେଙ୍କ ବଦଳରେ ନଭଦୀପ ସୈନି ଦଳକୁ କମବ୍ୟାକ୍ କରିଛନ୍ତି। ସେହିପରି ହାଇଦ୍ରାବାଦ ଗୋଟିଏ ପରିବର୍ତ୍ତନ କରିଛି। ବିଜୟ ଶଙ୍କରଙ୍କ ବଦଳରେ ଅଭିଷେକ ଶର୍ମାଙ୍କୁ ଆଜି ସୁଯୋଗ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story