ଟ୍ରେଭର୍ ବେଲିସ୍ ସନରାଇଜର୍ସ ହାଇଦ୍ରାବାଦ କୋଚ୍

ନୂଆଦିଲ୍ଲୀ: ଇଂଲଣ୍ଡର ବିଶ୍ୱ ବିଜେତା କୋଚ୍ ଟ୍ରେଭର୍ ବେଲିସଙ୍କୁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଟିମ୍ ସନରାଇଜର୍ସ ହାଇଦ୍ରାବାଦର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ସନରାଇଜର୍ସ ହାଇଦ୍ରାବାଦ ତା’ର ଟ୍ୱିଟର୍ ହ୍ୟାଣ୍ଡଲରେ ଏହି ଘୋଷଣା କରିଛି। ଆଶେସ ସିରିଜ୍ ପରେ ବେଲିସଙ୍କ ଇଂଲଣ୍ଡ ଟିମ୍ ସହ ଚୁକ୍ତି ଶେଷ ହୋଇଯିବ। ବେଲିସ୍ ଦ୍ୱିତୀୟଥର ପାଇଁ ଆଇପିଏଲ୍ ଟିମର କୋଚ୍ ହେବାକୁ ଯାଉଛି। ଏହା ପୂର୍ବରୁ ସେ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) […]

trevor

trevor

Hemant Lenka
  • Published: Thursday, 18 July 2019
  • Updated: 18 July 2019, 05:30 PM IST

Sports

Latest News

ନୂଆଦିଲ୍ଲୀ: ଇଂଲଣ୍ଡର ବିଶ୍ୱ ବିଜେତା କୋଚ୍ ଟ୍ରେଭର୍ ବେଲିସଙ୍କୁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଟିମ୍ ସନରାଇଜର୍ସ ହାଇଦ୍ରାବାଦର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ସନରାଇଜର୍ସ ହାଇଦ୍ରାବାଦ ତା'ର ଟ୍ୱିଟର୍ ହ୍ୟାଣ୍ଡଲରେ ଏହି ଘୋଷଣା କରିଛି।

ଆଶେସ ସିରିଜ୍ ପରେ ବେଲିସଙ୍କ ଇଂଲଣ୍ଡ ଟିମ୍ ସହ ଚୁକ୍ତି ଶେଷ ହୋଇଯିବ। ବେଲିସ୍ ଦ୍ୱିତୀୟଥର ପାଇଁ ଆଇପିଏଲ୍ ଟିମର କୋଚ୍ ହେବାକୁ ଯାଉଛି। ଏହା ପୂର୍ବରୁ ସେ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଟିମର କୋଚ୍ ରହିଥିଲ । ଏହା ମଧ୍ୟରେ କେକେଆର୍ ଦୁଇଥର ଆଇପିଏଲ୍ ଟାଇଟଲ୍ ମଧ୍ୟ ଜିତିଥିଲା।

ବେଲିସ୍ ଅଷ୍ଟ୍ରେଲିଆର ଟମ୍ ମୁଡିଙ୍କ ସ୍ଥାନ ନେବେ। ମୁଡି ସାତୋଟି ସିଜନ୍ ପର୍ଯ୍ୟନ୍ତ ସନରାଇଜର୍ସ ହାଇଦ୍ରାବାଦ ଟିମ୍ ସହ ରହିବା ପରେ ଅଲଗା ହୋଇଛନ୍ତି। ସନରାଇଜର୍ସ ୨୦୧୬ ଆଇପିଏଲରେ ଚାମ୍ପିଅନ୍ ହୋଇଥିଲା। ୨୦୧୯ ସିଜନରେ ତାଙ୍କ ଟିମ୍ ପ୍ଲେଅଫ୍ରେ ସ୍ଥାନ ହାସଲ କରିପାରିନଥିଲା। ବେଲିସଙ୍କ କୋଚ୍ ହେବା ଦ୍ୱାରା ସନରାଇଜର୍ସ ଟିମ୍ ମଜଭୁତ୍ ହେବ। ଏହା ପୂର୍ବରୁ ଖବର ମିଳିଥିଲା ଯେ କେକେଆର୍ ପୁଣିଥରେ ବେଲିସଙ୍କୁ ମୁଖ୍ୟ କୋଚ୍ କରିପାରେ।

ବେଲିସଙ୍କ ଉପସ୍ଥିତିରେ ଇଂଲଣ୍ଡ ୨୦୧୫ ଆଶେସ୍ ସିରିଜ୍ ୩-୨ରେ ଜିତିଥିଲା। ଏହାଛଡ଼ା ଇଂଲଣ୍ଡ ୨୦୧୬ ଟି-୨୦ ଫାଇନାଲରେ ପହଞ୍ଚିଥିଲା। ତାଙ୍କ କାର୍ଯ୍ୟକାଳରେ ଇଂଲଣ୍ଡ ବିଶ୍ୱର ଏକ ନମ୍ବର ଦିନିକିଆ ଟିମ୍ ଏବଂ ଗତ ସପ୍ତାହରେ ପ୍ରଥମଥର ବିଶ୍ୱ ଚାମ୍ପିଅନ୍ ହୋଇଥିଲା। ଏହାବ୍ୟତୀତ ବେଲିସ୍ ସିଡନୀ ସିକ୍ସର୍ସ ସହ ୨୦୧୦-୧୧ରେ ବିଗ୍ ବ୍ୟାଶ୍ ଲିଗ୍ ଟାଇଟଲ୍ ଜିତିଥିଲେ। ସେ ୨୦୧୧ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିବା ଶ୍ରୀଲଙ୍କା ଟିମର କୋଚ୍ ମଧ୍ୟ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story