ଭାରତ ପାଇଁ ଗୌରବ ଆଣିଲେ ସୁରଜ୍‌, ଜିତିଲେ ରୌପ୍ୟ

ବୁଏନ୍‌ସ ଆଇରସ: ୟୁଥ୍ ଅଲିମ୍ପିକ୍ସ ଗେମ୍ସରେ ୫୦୦୦ ମିଟର ରେସ୍ ୱାକ୍‌ରେ ଭାରତର ୧୭ ବର୍ଷୀୟ ସୁରଜ୍ ପନୱର ରୌପ୍ୟ ପଦକ ଜିତିଛନ୍ତି। ସୋମବାର ରାତିରେ ଏହି ପ୍ରତିଯୋଗିତା ହୋଇଥିଲା। ଏଥିରେ ଇକ୍ୟୁଡରର ପାଟିନ୍ ଓସ୍କାର ସ୍ୱର୍ଣ୍ଣ ପଦକ ଜିତିଥିଲେ। Silver touch to his first major win for #TeamIndia! Suraj Panwar delivered his best performance at the @youtholympics #BuenosAires2018! He clocked superb timings of 20.35.87 and […]

67

67

Jitendra Garnayak
  • Published: Tuesday, 16 October 2018
  • Updated: 16 October 2018, 01:05 PM IST

Sports

Latest News

ବୁଏନ୍‌ସ ଆଇରସ: ୟୁଥ୍ ଅଲିମ୍ପିକ୍ସ ଗେମ୍ସରେ ୫୦୦୦ ମିଟର ରେସ୍ ୱାକ୍‌ରେ ଭାରତର ୧୭ ବର୍ଷୀୟ ସୁରଜ୍ ପନୱର ରୌପ୍ୟ ପଦକ ଜିତିଛନ୍ତି। ସୋମବାର ରାତିରେ ଏହି ପ୍ରତିଯୋଗିତା ହୋଇଥିଲା।

ଏଥିରେ ଇକ୍ୟୁଡରର ପାଟିନ୍ ଓସ୍କାର ସ୍ୱର୍ଣ୍ଣ ପଦକ ଜିତିଥିଲେ।

ସୂଚନାଯୋଗ୍ୟ, ଚଳିତ ୟୁଥ୍ ଅଲିମ୍ପିକ୍ ଗେମ୍ସରେ ଆଥ୍‌ଲେଟିକ୍ସରେ ଭାରତର ଏହା ପ୍ରଥମ ପଦକ। ୟୁଥ୍ ଅଲିମ୍ପିକ୍ ଗେମ୍ସ ଇତିହାସରେ ଆଥ୍‌ଲେଟିକ୍ସରେ ଭାରତ ଏହାକୁ ମିଶାଇ ଆଥ୍‌ଲେଟିକ୍ସରେ ମୋଟ ୩ଟି ପଦକ ଜିତିଛି।

ୟୁଥ୍ ଅଲିମ୍ପିକ୍ ଗେମ୍ସର ୨୦୧୦ ସଂସ୍କରଣରେ ଅର୍ଜିନ୍ ପୁରୁଷ ଡିସ୍‌କସ୍ ଥ୍ରୋରେ ରୌପ୍ୟ ପଦକ ଜିତିଥିଲେ। ସେଥର ୪୦୦ ମିଟର ପୁରୁଷ ହର୍ଡଲ୍‌ସରେ ଦୁର୍ଗେଶ କୁମାର ରୌପ୍ୟ ପଦକ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story