ପ୍ରଥମ କ୍ରିକେଟର୍‌ ଭାବେ ଆଇପିଏଲ୍‌ରେ ଏହି ରେକର୍ଡ କଲେ ରାଇନା

ଚେନ୍ନାଇ: ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ୩୭ ବଲରେ ୫୯ ରନର ଦମଦାର ଇନିଂସ୍ ଖେଳିଥିବା ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ସେ ପ୍ରଥମ ଖେଳାଳି ଭାବେ ଆଇପିଏଲରେ ୧୦୦ କ୍ୟାଚ୍ ଧରିବାର ରେକର୍ଡ କରିଛନ୍ତି। ଦିଲ୍ଲୀର ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କ କ୍ୟାଚ୍ ଧରିବା ମାତ୍ରକେ ରାଇନାଙ୍କ ନାମରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି। ଆଇପିଏଲରେ ୧୮୯ ମ୍ୟାଚରେ ୫୨୯୧ ରନ୍ […]

raina

raina

Hemant Lenka
  • Published: Thursday, 02 May 2019
  • Updated: 02 May 2019, 08:05 PM IST

Sports

Latest News

ଚେନ୍ନାଇ: ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ୩୭ ବଲରେ ୫୯ ରନର ଦମଦାର ଇନିଂସ୍ ଖେଳିଥିବା ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ସେ ପ୍ରଥମ ଖେଳାଳି ଭାବେ ଆଇପିଏଲରେ ୧୦୦ କ୍ୟାଚ୍ ଧରିବାର ରେକର୍ଡ କରିଛନ୍ତି।

ଦିଲ୍ଲୀର ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ'ଙ୍କ କ୍ୟାଚ୍ ଧରିବା ମାତ୍ରକେ ରାଇନାଙ୍କ ନାମରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି। ଆଇପିଏଲରେ ୧୮୯ ମ୍ୟାଚରେ ୫୨୯୧ ରନ୍ କରିଥିବା ରାଇନା ଚଳିତ ସିଜନରେ ଲଗାତାର ୯ ମ୍ୟାଚରେ ଗୋଟିଏ ବି କ୍ୟାଚ୍ ନେଇନଥିଲେ ଏବଂ ଏହି କାରଣରୁ ସେ ୧୦୦ କ୍ୟାଚର ଇତିହାସ ରଚିବାରୁ ଅଳ୍ପକେ ବର୍ତ୍ତି ଯାଉଥିଲେ। ଚଳିତ ସିଜନରେ ରାଇନା ଏପର୍ଯ୍ୟନ୍ତ ୧୩ ମ୍ୟାଚ୍ ଖେଳି ମାତ୍ର ୫ ମ୍ୟାଚ୍ ନେଇଛନ୍ତି।

ସର୍ବାଧିକ କ୍ୟାଚ୍ ମାମଲାରେ ରାଇନାଙ୍କ ପରେ ଏବି ଡି'ଭିଲିୟର୍ସ ଅଛନ୍ତି। ଏବି ୮୪ କ୍ୟାଚ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରୋହିତ ଶର୍ମା ୮୨ କ୍ୟାଚ୍ ସହ ତୃତୀୟ ଏବଂ କାଇରନ୍ ପୋଲାର୍ଡ ୮୦ କ୍ୟାଚ୍ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ଚଳିତ ସଂସ୍କରଣରେ ରାଇନା ୧୩ ମ୍ୟାଚରେ ୨୫.୫୦ ହାରରେ ୧୨୪.୪୪ ଷ୍ଟ୍ରାଇକରେଟରେ ୩୦୬ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story