ସୁସ୍ଥ ହୋଇ ନାହାନ୍ତି ଜଉନା

ଭୁବନେଶ୍ୱର: ଆଥଲେଟ୍‌ ଜଉନା ମୁର୍ମୁ  ସୁସ୍ଥ ହୋଇ ନାହାନ୍ତି। ଆଜି ବି ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ସକାଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କ୍ୟାପିଟାଲ ହସପିଟାଲରେ  ଭର୍ତ୍ତି କରାଯାଇଥିଲା। କ୍ରୀଡ଼ା ମନ୍ତ୍ରୀ ସୁଦାମ ମାରାଣ୍ଡି ହସପିଟାଲ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ରିଓ ଅଲିମ୍ପିକ୍ସର ୪ ଗୁଣା ୪୦୦ ମିଟର ରିଲେ ଇଭେଣ୍ଟରେ ଭାଗ ନେବାଲାଗି ଭାରତୀୟ ଦଳରେ ସ୍ଥାନ ପାଇବାକୁ ଆଶାୟୀ ଥିବା ଜଉନାଙ୍କୁ ସୁଯୋଗ ମିଳିନାହିଁ। […]

jauna murmu

jauna murmu

Rakesh Mallick
  • Published: Thursday, 28 July 2016
  • Updated: 28 July 2016, 03:24 PM IST

ଭୁବନେଶ୍ୱର: ଆଥଲେଟ୍‌ ଜଉନା ମୁର୍ମୁ  ସୁସ୍ଥ ହୋଇ ନାହାନ୍ତି। ଆଜି ବି ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି।

ଗତକାଲି ସକାଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କ୍ୟାପିଟାଲ ହସପିଟାଲରେ  ଭର୍ତ୍ତି କରାଯାଇଥିଲା। କ୍ରୀଡ଼ା ମନ୍ତ୍ରୀ ସୁଦାମ ମାରାଣ୍ଡି ହସପିଟାଲ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ରିଓ ଅଲିମ୍ପିକ୍ସର ୪ ଗୁଣା ୪୦୦ ମିଟର ରିଲେ ଇଭେଣ୍ଟରେ ଭାଗ ନେବାଲାଗି ଭାରତୀୟ ଦଳରେ ସ୍ଥାନ ପାଇବାକୁ ଆଶାୟୀ ଥିବା ଜଉନାଙ୍କୁ ସୁଯୋଗ ମିଳିନାହିଁ। ଏଥିପାଇଁ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos