କଟକ ସ୍ପୋର୍ଟ୍ସ୍‌ ହଷ୍ଟେଲ୍‌କୁ ୨-୦ ଗୋଲରେ ହରାଇ ୟୁନିଟ୍‌ ୬ ଆଥଲେଟିକ୍‌ ଆସୋସିଏସନ୍‌ ସେମିଫାଇନାଲରେ

ଭୁବନେଶ୍ୱର: କଟକ ସ୍ପୋର୍ଟ୍ସ ହଷ୍ଟେଲକୁ ୨-୦ ଗୋଲରେ ହରାଇ ୟୁନିଟ୍‌ ୬ ଆଥଲେଟିକ୍‌ ଆସୋସିଏସନ୍‌ ସେମିଫାଇନାଲରେ ପହଞ୍ଚିଲା । ୟୁନିଟ୍‌ ୬ ଆଥଲେଟିକ୍‌ ଆସୋସିଏସନ୍‌ ଆନୁକୁଲ୍ୟରେ ଚାଲିଥିବା ୧୯ତମ ଟାଟା ଉତ୍କଳିକା ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟର ଆଜିଥିଲା ଉଦ୍‌ଘାଟନୀ ମ୍ୟାଚ ।  ଏହି ମ୍ୟାଚ୍‌ରେ ୟୁନିଟ୍‌ ୬ ପକ୍ଷରୁ ରାଜେଶ ନାୟକ ୨୯ ମିନିଟ୍‌ରେ ଏକ ଗୋଲ୍‌ ସ୍କୋର କରିଥିବା ବେଳେ ସୋମନାଥ ନାୟକ ୩୮ ମିନିଟ୍‌ରେ ଦ୍ୱିତୀୟ ଗୋଲ କରିଥିଲେ । ଆଜିର ମ୍ୟାଚ୍‌ରେ ରାଜେଶ ନାୟକ […]

unit6

unit6

Rakesh Mallick
  • Published: Saturday, 11 March 2017
  • Updated: 11 March 2017, 10:39 PM IST

Sports

Latest News

ଭୁବନେଶ୍ୱର: କଟକ ସ୍ପୋର୍ଟ୍ସ ହଷ୍ଟେଲକୁ ୨-୦ ଗୋଲରେ ହରାଇ ୟୁନିଟ୍‌ ୬ ଆଥଲେଟିକ୍‌ ଆସୋସିଏସନ୍‌ ସେମିଫାଇନାଲରେ ପହଞ୍ଚିଲା । ୟୁନିଟ୍‌ ୬ ଆଥଲେଟିକ୍‌ ଆସୋସିଏସନ୍‌ ଆନୁକୁଲ୍ୟରେ ଚାଲିଥିବା ୧୯ତମ ଟାଟା ଉତ୍କଳିକା ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟର ଆଜିଥିଲା ଉଦ୍‌ଘାଟନୀ ମ୍ୟାଚ ।  ଏହି ମ୍ୟାଚ୍‌ରେ ୟୁନିଟ୍‌ ୬ ପକ୍ଷରୁ ରାଜେଶ ନାୟକ ୨୯ ମିନିଟ୍‌ରେ ଏକ ଗୋଲ୍‌ ସ୍କୋର କରିଥିବା ବେଳେ ସୋମନାଥ ନାୟକ ୩୮ ମିନିଟ୍‌ରେ ଦ୍ୱିତୀୟ ଗୋଲ କରିଥିଲେ । ଆଜିର ମ୍ୟାଚ୍‌ରେ ରାଜେଶ ନାୟକ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଶିବସଂକର ପଣ୍ଡା,ଏମ୍‌ ରାଓ  ଓ ,ପ୍ରକାସ ଦାସ ଆଜିର ମ୍ୟାଚ୍‌ ପରିଚାଳନା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story