ତୃତୀୟ ଥର ପାଇଁ ଭାରତ ନାଁରେ ଏହି ରେକର୍ଡ: ସଚିନଙ୍କ ସମକକ୍ଷ ହେଲେ କୋହଲି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ବିପକ୍ଷରେ ୬ଟିକିଆ ଦିନିକିଆ ସିରିଜକୁ ଭାରତ ୫-୧ରେ ସିରିଜ କବ୍‌ଜା କରିଛି। ଶେଷ ଦିନିକିଆରେ କୋହଲିଙ୍କ ଶତକ ବଳରେ ୮ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇଛି ଭାରତ। ଏହି ସିରିଜରେ ଭାରତ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିବା ସହ ଅନେକ ରେକର୍ଡର ଅଧିକାରୀ ମଧ୍ୟ ହୋଇଛି। କ୍ରିକେଟ୍‌ ଇତିହାସର ତୃତୀୟ ଥର ପାଇଁ  ଭାରତ ବିଦେଶ ମାଟିରେ ଦ୍ୱିପାକ୍ଷିକ ସିରିଜରେ ୫ଟି ମ୍ୟାଚ୍‌ ଜିତିଛି। ଏହା ପୂର୍ବରୁ ୨୦୧୩ରେ ଜିମ୍ବାୱେ ବିପକ୍ଷରେ […]

maxresdefault

maxresdefault

Rakesh Mallick
  • Published: Saturday, 17 February 2018
  • Updated: 17 February 2018, 10:14 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ବିପକ୍ଷରେ ୬ଟିକିଆ ଦିନିକିଆ ସିରିଜକୁ ଭାରତ ୫-୧ରେ ସିରିଜ କବ୍‌ଜା କରିଛି। ଶେଷ ଦିନିକିଆରେ କୋହଲିଙ୍କ ଶତକ ବଳରେ ୮ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇଛି ଭାରତ। ଏହି ସିରିଜରେ ଭାରତ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିବା ସହ ଅନେକ ରେକର୍ଡର ଅଧିକାରୀ ମଧ୍ୟ ହୋଇଛି।

କ୍ରିକେଟ୍‌ ଇତିହାସର ତୃତୀୟ ଥର ପାଇଁ  ଭାରତ ବିଦେଶ ମାଟିରେ ଦ୍ୱିପାକ୍ଷିକ ସିରିଜରେ ୫ଟି ମ୍ୟାଚ୍‌ ଜିତିଛି। ଏହା ପୂର୍ବରୁ ୨୦୧୩ରେ ଜିମ୍ବାୱେ ବିପକ୍ଷରେ ୫-୦ରେ ସିରିଜ ଜିତିଥିବା ବେଳେ ୨୦୧୭ରେ ଶ୍ରୀଲଙ୍କା ଗସ୍ତରେ ମଧ୍ୟ ଭାରଚ ୫-୦ରେ ସିରିଜ ଜିତିଥିଲା।

ଭାରତୀୟ ଅଧିନାୟକ ମଧ୍ୟ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ସିରିଜ କୋହଲିଙ୍କ ପାଇଁ ବେଶ ଗୁରୁତ୍ୱ ବହନ କରିଛି। ଏହି ସିରିଜରେ ସେ ୫୦୦ରନ ପୂରଣ କରିଛନ୍ତି। ସେ ପ୍ରଥମ ଥର ପାଇଁ କୌଣସି ସିରିଜରେ ୫୦୦ରନ କରିଛନ୍ତି। ବିରାଟ ଏହି ସିରିଜରେ ୫୫୮ରନ ସ୍କୋର କରିଛନ୍ତି। ଏହା ପୂର୍ବରୁ ଭାରତ ପକ୍ଷରୁ କେବଳ ସଚିନ ତେନ୍ଦୁଲକର କୌଣସି ସିରିଜରେ ୫୦୦ ରନ ପୂରଣ କରିଥିଲେ। ଏହାସହ ବିରାଟ ଗୋଟିଏ ସିରିଜରେ ୩ଟି ଶତକ ହାସଲ କରି ମଧ୍ୟ ଆଉ ଏକ ରେକର୍ଡ କରିଛନ୍ତି। ଏହା ପୂର୍ବରୁ ଭାରତ ପକ୍ଷରୁ କେବଳ ସୈରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣ ଗୋଟିଏ ସିରିଜରେ ୩ଟି ଶତକ ହାସଲ କରିଥିଲେ। ଗାଙ୍ଗୁଲି ୨୦୦୩ରେ ଓ ଲକ୍ଷ୍ମଣ ୨୦୦୪ରେ ଏହି ସଫଳତା ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story