ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ପାଇଁ ଭାରତୀୟ ଦଳ ଘୋଷିତ: ଟିମ୍‌ରେ ନାହାଁନ୍ତି ବିରାଟ, ଧୋନୀଙ୍କ ଭଳି ଅନେକ ଷ୍ଟାର୍‌ ଖେଳାଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କାରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ ହୋଇଛି। କୋହଲି, ଧୋନି, ପାଣ୍ଡ୍ୟା, ଭୁବନେଶ୍ୱର, ବୁମ୍ରା ଓ କୁଲଦୀପଙ୍କୁ ବିଶ୍ରାମ ଦିଆଯାଇଛି। ଏହାସହ ଯୁବ ଚେହେରା ଦୀପକ ହୁଦା ଓ ମହମ୍ମଦ ସିରାଜଙ୍କୁ ଡାକରା ମିଳିଛି। ରୋହିତ ଶର୍ମାଙ୍କୁ ନେତୃତ୍ୱଭାର ଦିଆଯାଇଛି। ୧୫ ଜଣିଆ ଖେଳାଳି ଲିଷ୍ଟ– ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ (ଉପ ଅଧିନାୟକ), ଲୋକେଶ ରାହୁଲ, ସୁରେଶ ରାଇନା, ମନୀଷ ପାଣ୍ଡେ, ଦିନେଶ କାର୍ତ୍ତିକ (ୱିକେଟ କିପର), ଦୀପକ […]

1494149300_rohit-sharma-india-cricket-bcci-deodhar-trophy-india-blue-india-red

Rakesh Mallick
  • Published: Sunday, 25 February 2018
  • Updated: 25 February 2018, 01:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କାରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ ହୋଇଛି। କୋହଲି, ଧୋନି, ପାଣ୍ଡ୍ୟା, ଭୁବନେଶ୍ୱର, ବୁମ୍ରା ଓ କୁଲଦୀପଙ୍କୁ ବିଶ୍ରାମ ଦିଆଯାଇଛି। ଏହାସହ ଯୁବ ଚେହେରା ଦୀପକ ହୁଦା ଓ ମହମ୍ମଦ ସିରାଜଙ୍କୁ ଡାକରା ମିଳିଛି। ରୋହିତ ଶର୍ମାଙ୍କୁ ନେତୃତ୍ୱଭାର ଦିଆଯାଇଛି।

୧୫ ଜଣିଆ ଖେଳାଳି ଲିଷ୍ଟ- ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ (ଉପ ଅଧିନାୟକ), ଲୋକେଶ ରାହୁଲ, ସୁରେଶ ରାଇନା, ମନୀଷ ପାଣ୍ଡେ, ଦିନେଶ କାର୍ତ୍ତିକ (ୱିକେଟ କିପର), ଦୀପକ ହୁଦା, ୱାସିଂଟନ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ବିଜୟ ଶଙ୍କର, ଶାର୍ଦ୍ଦୁଳ ଠାକୁର,ଜୟଦେବ ଉନାଦକତ, ମହମ୍ମଦ ସିରାଜ, ରିଷଭ ପନ୍ଥ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story