ପ୍ରଥମ ଟି-୨୦ ଉପରେ ବର୍ଷା ଭୟ

ଧର୍ମଶାଲା: ଆସନ୍ତାକାଲି ହିମାଚଳପ୍ରଦେଶ କ୍ରିକେଟ ଆସୋସିଏସନ୍‌ର ଧର୍ମଶାଲା ଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଆରମ୍ଭ ଖେଳାଯିବ। ହେଲେ ଏହି ମ୍ୟାଚ୍‌ ଉପରେ ବର୍ଷାର କଳା ବାଦଲ ଘଣ୍ଟ ଘୋଡ଼ାଇଛି। ଆଜି ଖରାପ ପାଗ ଯୋଗୁ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ଇନ୍ଦୋରରେ ଅଭ୍ୟାସ କରିଥିଲେ। ଆଜିଠାରୁ ହିଁ ଧର୍ମଶାଲାରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ମଧ୍ୟ ଏଠାରେ ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ଆଜିଠାରୁ ପୂରା ପିଚ୍‌ ସମେତ […]

q

q

Hemant Lenka
  • Published: Saturday, 14 September 2019
  • Updated: 14 September 2019, 07:03 PM IST

Sports

Latest News

ଧର୍ମଶାଲା: ଆସନ୍ତାକାଲି ହିମାଚଳପ୍ରଦେଶ କ୍ରିକେଟ ଆସୋସିଏସନ୍‌ର ଧର୍ମଶାଲା ଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଆରମ୍ଭ ଖେଳାଯିବ। ହେଲେ ଏହି ମ୍ୟାଚ୍‌ ଉପରେ ବର୍ଷାର କଳା ବାଦଲ ଘଣ୍ଟ ଘୋଡ଼ାଇଛି।

ଆଜି ଖରାପ ପାଗ ଯୋଗୁ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ଇନ୍ଦୋରରେ ଅଭ୍ୟାସ କରିଥିଲେ। ଆଜିଠାରୁ ହିଁ ଧର୍ମଶାଲାରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ମଧ୍ୟ ଏଠାରେ ବର୍ଷା ହେବାର ଆଶଙ୍କା ରହିଛି।

ତେଣୁ ଆଜିଠାରୁ ପୂରା ପିଚ୍‌ ସମେତ ଆଉଟ୍‌ ଫିଲ୍ଡକୁ ଘୋଡ଼ାଇ ରଖାଯାଇଛି। ଆଜି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଛତା ଧରି ପଡ଼ିଆ ମଧ୍ୟକୁ ଯାଇଥିଲେ। ଏହାପରେ ସମସ୍ତ ସଦସ୍ୟ ଇନ୍ଦୋରରେ ହିଁ ସେମାନଙ୍କର ନେଟ ପ୍ରାଟିସ୍‌ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos