ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ପୂର୍ବରୁ ଜଙ୍ଗଲରେ ମସ୍ତି ମୁଡ୍‌ରେ ଟିମ୍ ଇଣ୍ଡିଆ

ଲଣ୍ଡନ: ଚଳିତ ବିଶ୍ୱକପରେ ଭାରତ ତା’ର ଅଭିଯାନ ଜୁନ୍ ୫ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ କରିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ବିସିସିଆଇ ଭାରତୀୟ ଖେଳାଳିମାନଙ୍କୁ କିଛିଦିନର ଛୁଟି ପାଇଁ ଅନୁମତି ଦେଇଛି। ଛୁଟି ପାଇବା ମାତ୍ରକେ ଟିମର ଖେଳାଳି ମସ୍ତି କରିବା ପାଇଁ ଜଙ୍ଗଲରେ ପହଞ୍ଚି ଯାଇଥିଲେ। ଜଙ୍ଗଲରେ ଭାରତୀୟ ଟିମର ଖେଳାଳି ଖୁବ୍ ମସ୍ତି କରିଥିଲେ, ଯାହାର ଫଟୋ ବିସିସିଆଇ ତା’ର ଅଫିସିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ଶେୟାର କରିଛି। ଫଟୋ ଶେୟାର […]

Untitled-1

Untitled-1

Hemant Lenka
  • Published: Saturday, 01 June 2019
  • Updated: 01 June 2019, 06:27 PM IST

Sports

Latest News

ଲଣ୍ଡନ: ଚଳିତ ବିଶ୍ୱକପରେ ଭାରତ ତା'ର ଅଭିଯାନ ଜୁନ୍ ୫ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ କରିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ବିସିସିଆଇ ଭାରତୀୟ ଖେଳାଳିମାନଙ୍କୁ କିଛିଦିନର ଛୁଟି ପାଇଁ ଅନୁମତି ଦେଇଛି। ଛୁଟି ପାଇବା ମାତ୍ରକେ ଟିମର ଖେଳାଳି ମସ୍ତି କରିବା ପାଇଁ ଜଙ୍ଗଲରେ ପହଞ୍ଚି ଯାଇଥିଲେ।

ଜଙ୍ଗଲରେ ଭାରତୀୟ ଟିମର ଖେଳାଳି ଖୁବ୍ ମସ୍ତି କରିଥିଲେ, ଯାହାର ଫଟୋ ବିସିସିଆଇ ତା'ର ଅଫିସିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ଶେୟାର କରିଛି। ଫଟୋ ଶେୟାର କରି ବିସିସିଆଇ ଉଲ୍ଲେଖ କରିଛି ଯେ, ଜଙ୍ଗଲରେ ଟିମ୍ ଇଣ୍ଡିଆ ମସ୍ତି।

ବିସିସିଆଇ ଦ୍ୱାରା ପୋଷ୍ଟ ହୋଇଥିବା ଏକ ଫଟୋରେ ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ସହ ୟୁଜବେନ୍ଦ୍ର ଚହଲ୍ ଏବଂ କୁଲଦୀପ ଯାଦବ ମଧ୍ୟ ଥିବା ଦେଖିବାକୁ ମିଳିଛି। ଅନ୍ୟଏକ ଫଟୋରେ ଲୋକେଶ ରାହୁଲ ଓ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର ଥିଲା ବେଳେ ଆଉ ଏକ ଫଟୋରେ ରୋହିତ ଶର୍ମା, ରବୀନ୍ଦ୍ର ଜାଡେଜା ଓ କେଦାର ଯାଦବ ଥିଲେ।

ଅଧିନାୟକ ବିରାଟ କୋହଲିଙ୍କ ସମେତ ସବୁ ଖେଳାଳି ଏଠାରେ ପେଣ୍ଟବଲ୍ ଗେମରେ ଭାଗ ନେଇଥିଲେ। ନିଜେ ବିରାଟ ଏହି ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ତାଙ୍କ ସହ ରୋହିତ, ଶିଖର ଧୱନ୍, ରାହୁଲ, ଯଶପ୍ରୀତ ବୁମ୍ରା, କୁଲଦୀପ, ଦିନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା ଓ ଦୀପକ ଚହର୍ ଥିଲେ।

ବାସ ଏହା ପରେ ପ୍ରଶଂସକମାନେ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଥିଲେ। ମାତ୍ର କେଇ ଘଣ୍ଟା ମଧ୍ୟରେ ହଜାର ହଜାର ପ୍ରଶଂସକ ପ୍ରତିକ୍ରିୟା ଦେଇଥିଲେ । ଜଣେ ଫ୍ୟାନ୍ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "ଅଭ୍ୟାସ କିଏ କରିବ।" ସେହିପରି ଆଉ ଜଣେ ଫ୍ୟାନ୍ ହକିଛନ୍ତି, ମସ୍ତି ମସ୍ତିରେ ବିଶ୍ୱକପ୍ ଯେମିତି ହାତରୁ ଖସି ନଯାଉ। ଜଣେ ଫ୍ୟାନ୍ ଟ୍ୱିଟ୍ କରିଛନ୍ତି, ବିଶ୍ୱକପ୍ ହାରିଲେ କିଛି ଅସୁବିଧା ନାହିଁ, କିନ୍ତୁ ପାକିସ୍ତାନଠାରୁ ଆଦୌ ହାରିକି ଆସିବନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story