ଭାରତୀୟ ହାଇକମିଶନରଙ୍କୁ ଭେଟିଲେ ବିରାଟ୍‌ ଆଣ୍ଡ କୋ

ଲଣ୍ଡନ: ଆସନ୍ତାକାଲି ଲଣ୍ଡନର ଓଭାଲ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଏହାପୂର୍ବରୁ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ବ୍ରିଟେନ୍‌ରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କୁ ସାକ୍ଷାତ କରିଛନ୍ତି। ଲଣ୍ଡନରେ ଥିବା ଭାରତୀୟ ହାଇକମିଶନର ରୁଚି ଘନଶ୍ୟାମ ତାଙ୍କ ବାସଭବନରେ ବିରାଟ୍‌ ଆଣ୍ଡ କୋଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଟିମ୍‌ ଇଣ୍ଡିଆର ସଦସ୍ୟମାନଙ୍କ ସହିଁତ କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ ମଧ୍ୟ ହାଇକମିଶନର ରୁଚିଙ୍କୁ ଭେଟିଛନ୍ତି। ରୁଚି ଭାରତ ଓ ଅଷ୍ଟେଲିଆ ବିପକ୍ଷ ଲଢ଼େଇ ପୂର୍ବରୁ […]

qw

qw

Hemant Lenka
  • Published: Saturday, 08 June 2019
  • Updated: 08 June 2019, 03:52 PM IST

Sports

Latest News

ଲଣ୍ଡନ: ଆସନ୍ତାକାଲି ଲଣ୍ଡନର ଓଭାଲ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଏହାପୂର୍ବରୁ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ବ୍ରିଟେନ୍‌ରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କୁ ସାକ୍ଷାତ କରିଛନ୍ତି। ଲଣ୍ଡନରେ ଥିବା ଭାରତୀୟ ହାଇକମିଶନର ରୁଚି ଘନଶ୍ୟାମ ତାଙ୍କ ବାସଭବନରେ ବିରାଟ୍‌ ଆଣ୍ଡ କୋଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ଟିମ୍‌ ଇଣ୍ଡିଆର ସଦସ୍ୟମାନଙ୍କ ସହିଁତ କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ ମଧ୍ୟ ହାଇକମିଶନର ରୁଚିଙ୍କୁ ଭେଟିଛନ୍ତି। ରୁଚି ଭାରତ ଓ ଅଷ୍ଟେଲିଆ ବିପକ୍ଷ ଲଢ଼େଇ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଉଠାଯାଇଥିବା ଫଟୋକୁ ବ୍ରିଟେନ୍‌ରେ ଥିବା ଭାରତୀୟ ହାଇକମିଶନ ପକ୍ଷରୁ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଛି।

୨୦୧୧ର ବିଶ୍ୱ ବିଜେତା ଟିମ ଇଣ୍ଡିଆ ଚଳିତ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story