ପୁଣି ବଦଳିବ ଭାରତୀୟ କ୍ରିକେଟ୍ ଟିମ୍‌ର ଜର୍ସୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଜର୍ସୀର ରଙ୍ଗ ପୁଣି ହେବ ଫିକା। କାରଣ ଭାରତୀୟ ଦଳର ପ୍ରମୁଖ ପ୍ରାୟୋଜକ ଥିବା ଷ୍ଟାର ଇଣ୍ଡିଆ ଜର୍ସୀର ପ୍ରାୟୋଜକ ଚୁକ୍ତିରୁ ଓହରି ଯାଇଛି। ଚଳିତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଷ୍ଟାର ଇଣ୍ଡିଆ ଭାରତୀୟ କ୍ରିକେଟ ଦଳର ଜର୍ସୀର ପ୍ରାୟୋଜକ ଭାବେ ଚୁକ୍ତି କରିଥିଲା। ଏହି ଚୁକ୍ତିକୁ ନବୀକରଣ ପାଇଁ ଏହି ସଂସ୍ଥା ମନା କରି ଦେଇଛି। ତେଣୁ  ଟିମ୍ ଇଣ୍ଡିଆର ଜର୍ସୀର ରଙ୍ଗ ପୁଣି ଥରେ ପୂର୍ବ ଭଳି ଫିକା […]

new jursey

new jursey

Rakesh Mallick
  • Published: Thursday, 02 March 2017
  • Updated: 02 March 2017, 12:24 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଜର୍ସୀର ରଙ୍ଗ ପୁଣି ହେବ ଫିକା। କାରଣ ଭାରତୀୟ ଦଳର ପ୍ରମୁଖ ପ୍ରାୟୋଜକ ଥିବା ଷ୍ଟାର ଇଣ୍ଡିଆ ଜର୍ସୀର ପ୍ରାୟୋଜକ ଚୁକ୍ତିରୁ ଓହରି ଯାଇଛି। ଚଳିତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଷ୍ଟାର ଇଣ୍ଡିଆ ଭାରତୀୟ କ୍ରିକେଟ ଦଳର ଜର୍ସୀର ପ୍ରାୟୋଜକ ଭାବେ ଚୁକ୍ତି କରିଥିଲା। ଏହି ଚୁକ୍ତିକୁ ନବୀକରଣ ପାଇଁ ଏହି ସଂସ୍ଥା ମନା କରି ଦେଇଛି। ତେଣୁ  ଟିମ୍ ଇଣ୍ଡିଆର ଜର୍ସୀର ରଙ୍ଗ ପୁଣି ଥରେ ପୂର୍ବ ଭଳି ଫିକା ନୀଳ ହେବ।  ଏହାସହ ଜର୍ସୀରେ ଆଉ ଷ୍ଟାର ଇଣ୍ଡିଆର ଲୋଗୋ ଦେଖିବାକୁ ମିଳିବନି।

ପୂର୍ବରୁ ୨୦୧୫ରୁ ୨୦୨୩ ପର୍ଯ୍ୟନ୍ତ ଆଇସିସି ଅଧୀନରେ ଭାରତରେ ହେବାକୁ ଥିବା ମ୍ୟାଚ୍‌ର ପ୍ରସାରଣ କରିବାକୁ ଷ୍ଟାର ଇଣ୍ଡିଆକୁ ସ୍ୱୀକୃତି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story