ସୀମାର ଶତ୍ରୁକୁ ଷ୍ଟାଡିୟମରେ କେମିତି ମୁକାବିଲା କରିବ ବିରାଟ ବାହିନୀ: ଶୁଣନ୍ତୁ କୋହଲିଙ୍କ ସିକ୍ରେଟ୍‌

ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି। ଏହାକୁ ନେଇ କ୍ରିକେଟ୍‌ପ୍ରେମୀ ଆରମ୍ଭ କରି ଦେଲେଣି କାଉଣ୍ଟଡାଉନ୍‌। କାରଣ ଏଥର ଚାମ୍ପିୟନ୍ସ ଟ୍ରଫିରେ ଭାରତ ଯେଉଁ ଗ୍ରୁପରେ ଅଛି ସେହି ଗ୍ରୁପରେ ପାକିସ୍ତାନକୁ ମଧ୍ୟ ଦେଖିବାକୁ ମିଳିବ। ଏହାସହ ଭାରତ ମଧ୍ୟ ତାର ପ୍ରଥମ ମ୍ୟାଚ୍‌ ଜୁନ ୪ ତାରିଖରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ। ଏନେଇ ଆଜି ଭାରତୀୟ କ୍ରିକେଟ୍‌ ଟିମ୍‌ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ। ପ୍ରଥମଥର ପାଇଁ ଆଇସିସିର କୌଣସି […]

icc

icc

Rakesh Mallick
  • Published: Wednesday, 24 May 2017
  • Updated: 24 May 2017, 08:58 PM IST

Sports

Latest News

ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି। ଏହାକୁ ନେଇ କ୍ରିକେଟ୍‌ପ୍ରେମୀ ଆରମ୍ଭ କରି ଦେଲେଣି କାଉଣ୍ଟଡାଉନ୍‌। କାରଣ ଏଥର ଚାମ୍ପିୟନ୍ସ ଟ୍ରଫିରେ ଭାରତ ଯେଉଁ ଗ୍ରୁପରେ ଅଛି ସେହି ଗ୍ରୁପରେ ପାକିସ୍ତାନକୁ ମଧ୍ୟ ଦେଖିବାକୁ ମିଳିବ। ଏହାସହ ଭାରତ ମଧ୍ୟ ତାର ପ୍ରଥମ ମ୍ୟାଚ୍‌ ଜୁନ ୪ ତାରିଖରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ। ଏନେଇ ଆଜି ଭାରତୀୟ କ୍ରିକେଟ୍‌ ଟିମ୍‌ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ। ପ୍ରଥମଥର ପାଇଁ ଆଇସିସିର କୌଣସି ଏକ ଟୁର୍ଣ୍ଣାମେଣ୍ଟରେ ବିରାଟ୍‌ କୋହଲି ଅଧିନାୟକ ଭାବେ ଟିମ୍‌କୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି।

ବିଭିନ୍ନ କାରଣରୁ ଯଦିଓ ଭାରତ ପାକିସ୍ତାନ ମଧ୍ୟରେ ଏବେ ସମ୍ପର୍କରେ ତିକ୍ତତା ଆସିଛି, ତେବେ ମ୍ୟାଚ୍‌ ବେଳେ ଖେଳୁଆଡ୍‌ ମନବୃତ୍ତି ନେଇ ଟିମ୍‌ ଇଣ୍ଡିଆ ପଡିଆକୁ ଓହ୍ଲାଇବ ବୋଲି ଅଧିନାୟକ ବିରାଟ୍‌ କହିଛନ୍ତି। ଏହାସହ ଟିମ୍‌ରେ ଧୋନୀ ଓ ଯୁବରାଜ ସିଂଙ୍କ ପରି ସିନିୟର ଖେଳାଳି ଥିବାରୁ ଟିମ୍‌ ଅଧିକ ଶକ୍ତିଶାଳୀ ହୋଇଛି ବୋଲି ବିରାଟ୍ କହିଛନ୍ତି। ଜୁନ୍ ୧ତାରିଖ ଠାରୁ ଆରମ୍ଭ ହୋଇ ୧୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଚାମ୍ପିୟନ୍ସ ଟ୍ରଫି ୨ଟି ଗ୍ରୁପ୍‌ରେ ଭାଗ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story