ତେଜ ବାହାଦୁରଙ୍କ ସମର୍ଥନରେ ବାହାରିଲେ ଖେଳାଳି

ନୂଆଦିଲ୍ଲୀ: ଯବାନମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ସୋସିଆଲ ମିଡିଆରେ ଭିଡିଓ ଛାଡିଥିବା ୨୯ ବାଟାଲିୟନର କନଷ୍ଟେବଳ ତେଜ ବାହାଦୁରଙ୍କ ସମର୍ଥନରେ ବାହାରିଛନ୍ତି ଦେଶର ବହୁ ଖେଳାଳି। ଷ୍ଟାର ବକ୍ସର ବିଜେନ୍ଦ୍ର କହିଛନ୍ତି,“ଆମ ଯବାନମାନେ ଭଲ ଖାଇବା ପାଇବାରୁ ବଞ୍ଚିତ ହେବା ଅତ୍ୟନ୍ତ ନିନ୍ଦନୀୟ। ସେମାନଙ୍କ ଆବଶ୍ୟକତା ପୂରଣ ହେବା ଦରକାର।” ଭାରତୀୟ କ୍ରିକେଟ୍‌ର ପୂର୍ବତନ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫ ଟ୍ୱିଟ୍‌ କରି କହିଛନ୍ତି,“ଆମ ଯବାନଙ୍କୁ ଭଲ ଖାଦ୍ୟ ନିଶ୍ଚିତ ମିଳିବା ଦରକାର। ବାସ୍‌ ଏତିରେ […]

jawanfood

jawanfood

Rakesh Mallick
  • Published: Tuesday, 10 January 2017
  • Updated: 10 January 2017, 06:02 PM IST

Sports

Latest News

ନୂଆଦିଲ୍ଲୀ: ଯବାନମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ସୋସିଆଲ ମିଡିଆରେ ଭିଡିଓ ଛାଡିଥିବା ୨୯ ବାଟାଲିୟନର କନଷ୍ଟେବଳ ତେଜ ବାହାଦୁରଙ୍କ ସମର୍ଥନରେ ବାହାରିଛନ୍ତି ଦେଶର ବହୁ ଖେଳାଳି।

ଷ୍ଟାର ବକ୍ସର ବିଜେନ୍ଦ୍ର କହିଛନ୍ତି,“ଆମ ଯବାନମାନେ ଭଲ ଖାଇବା ପାଇବାରୁ ବଞ୍ଚିତ ହେବା ଅତ୍ୟନ୍ତ ନିନ୍ଦନୀୟ। ସେମାନଙ୍କ ଆବଶ୍ୟକତା ପୂରଣ ହେବା ଦରକାର।”

ଭାରତୀୟ କ୍ରିକେଟ୍‌ର ପୂର୍ବତନ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫ ଟ୍ୱିଟ୍‌ କରି କହିଛନ୍ତି,“ଆମ ଯବାନଙ୍କୁ ଭଲ ଖାଦ୍ୟ ନିଶ୍ଚିତ ମିଳିବା ଦରକାର। ବାସ୍‌ ଏତିରେ କଥା ସରିଲା।”

ସେହିପରି ପୂର୍ବତନ ଓପ୍ନର ବିରେନ୍ଦ୍ର ସେହୱାଗ ଏବଂ ଅଫ୍‌ ସ୍ପିନର ହରଭଜନ ସିଂହ ଯବାନଙ୍କୁ ସମର୍ଥନ କରିବା ସହ ସରକାର ଦୃଢ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି।

ସେହୱାଗ କହିଛନ୍ତି,“ସେ ଯାହା ହେଉ ଆମକୁ ଆମ ଯବାନ ଓ କୃଷକଙ୍କ ସବୁ ସୁବିଧା କରିବାକୁ ପଡିବ। ସେମାନଙ୍କ ପାଖରେ ଠିକ୍‌ ଭାବେ ଖାଦ୍ୟ ପହଞ୍ଚିବା ଦରକାର।”

ସାହିପରି ଭଜି ତେଜ ବାହାଦୁରଙ୍କ ଭିଡିଓକୁ ଅଧିକରୁ ଅଧିକ ସେୟାର କରିବାକୁ ଅନୁରୋଧ କରିବା ସହ ଯଦି ତୁମେମାନେ ଯବାନଙ୍କୁ ଭଲ ପାଉଛ ତେବେ ସେମାନଙ୍କ ସୁରକ୍ଷା ଦିଅ ବୋଲି ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story