ତୃତୀୟ ଦିନିକିଆରେ ପାକିସ୍ତାନକୁ ହରାଇଲା ଅଷ୍ଟ୍ରେଲିଆ

ପର୍ଥ: ଷ୍ଟଭ ସ୍ମିଥ୍‌ଙ୍କ ଅପରାଜିତ ୧୦୮ ରନ୍‌ ବଳରେ ଘରୋଇ ଅଷ୍ଟ୍ରେଲିଆ ପାକିସ୍ତାନକୁ ତୃତୀୟ ଦିନିକିଆରେ ୭ ୱିକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ୫ ଟିକିଆ ସିରିଜରେ ଅଷ୍ଟ୍ରେଲିଆ ୨-୧ରେ ଅଗ୍ରଣୀ ହାସଲ କରିଛି। ୨୬୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆର ଆରମ୍ଭ ଭଲ ହୋଇ ନ ଥିଲା। ୮ ଓଭରରେ ଦଳ ୪୪ ରନ୍‌ ହରାଇ ଦୁଇଟି ୱିକେଟ୍‌ ହରାଇଥିଲା। ସ୍ମିଥ୍‌ ତୃତୀୟ ୱିକେଟ୍‌ ଯୋଡିରେ ପ୍ରଇମ ଆନ୍ତର୍ଜାତିକ […]

pakistan-vs-australia

pakistan-vs-australia

Rakesh Mallick
  • Published: Thursday, 19 January 2017
  • Updated: 19 January 2017, 09:42 PM IST

Sports

Latest News

ପର୍ଥ: ଷ୍ଟଭ ସ୍ମିଥ୍‌ଙ୍କ ଅପରାଜିତ ୧୦୮ ରନ୍‌ ବଳରେ ଘରୋଇ ଅଷ୍ଟ୍ରେଲିଆ ପାକିସ୍ତାନକୁ ତୃତୀୟ ଦିନିକିଆରେ ୭ ୱିକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ୫ ଟିକିଆ ସିରିଜରେ ଅଷ୍ଟ୍ରେଲିଆ ୨-୧ରେ ଅଗ୍ରଣୀ ହାସଲ କରିଛି।

୨୬୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆର ଆରମ୍ଭ ଭଲ ହୋଇ ନ ଥିଲା। ୮ ଓଭରରେ ଦଳ ୪୪ ରନ୍‌ ହରାଇ ଦୁଇଟି ୱିକେଟ୍‌ ହରାଇଥିଲା। ସ୍ମିଥ୍‌ ତୃତୀୟ ୱିକେଟ୍‌ ଯୋଡିରେ ପ୍ରଇମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳୁଥିବା ପିଟର ହାଣ୍ଡସ୍‌କମ୍ବ (୮୨)ଙ୍କ ସହ ମିଶି ୧୮୩ ରନ୍‌ କରିଥିଲେ।

ପାକିସ୍ତାନ ପକ୍ଷରୁ ମହମ୍ମଦ ଅମୀର, ଜେ. ଖାନ ଏବଂ ହସନ ଅଲ୍ଲୀ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ପ୍ରଥମେ ବ୍ୟାଟିଂ କରି ସରଜେଲ ଖାନ୍‌ଙ୍କ ୫୦, ବାବର ଆଜାମଙ୍କ ୮୪, ସୋହେବ ମଲ୍ଲିକଙ୍କ ୩୯ ଏବଂ ଉମର ଆକମଲଙ୍କ ୩୯ ରନ୍‌ ବଳରେ ପାକିସ୍ତାନ ୨୬୩/୭ ରନ୍‌ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos