ଚାଇନା ଓପନ୍‌: ତୃତୀୟ ରାଉଣ୍ଡରେ କୋଣ୍ଟା

ସିଙ୍ଗାପୁର: ବ୍ରିଟିସ୍‌ ଟେନିସ୍‌ ଖେଳାଳି ଜୋହାନ୍‌ କୋଣ୍ଟା ଚାଇନା ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ହଙ୍ଗେରୀର ଟିମେୟା ବାବୋସ୍‌ଙ୍କୁ ୭-୫, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ପରବର୍ତ୍ତି ରାଉଣ୍ଡରେ କୋଣ୍ଟା ଚେକ୍‌ ରିପବ୍ଲିକର କାରୋଲିନା ପିସ୍‌କୋଭାଙ୍କୁ ଭେଟିବେ।

୫ମ ସିଡ ପିସ୍‌କୋଭା ରୁଷିଆର ଡାରିଆ କାସାଟ୍‌କିନାଙ୍କୁ ୩-୬, ୭-୫, ୭-୬ (୯-୭) ସେଟ୍‌ରେ ପରାସ୍ତ କରିଛନ୍ତି।

ବର୍ତ୍ତମାନ କୋଣ୍ଟା ବିଶ୍ୱ ମାନ୍ୟତାରେ ୧୪ ତମ ସ୍ଥାନରେ ରହିଛନ୍ତି। ଚାଇନା ଓପନ୍‌ରେ ସେ ଆଗକୁ ବଢିଲେ ପ୍ରଥମ ଥର ପାଇଁ ତାଲିକାର ଶ୍ରେଷ୍ଟ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇବେ।

ଆହୁରି ପଢ଼ନ୍ତୁ

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ

ଆଇପିଏଲ ପାଇଁ ଜାରି ହେଲା ଏସଓପି, ଜାଣନ୍ତୁ କ’ଣ ରହିଛି ନିୟମ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ

ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି

ଷ୍ଟାର ଖେଳାଳିଙ୍କୁ ୧୦ ମାସ ହେଲା ଦରମା ଦେଇନି ବିସିସିଆଇ

ଆଇପିଏଲର ମୁଖ୍ୟ ସ୍ପୋନସର ‘ଭିଭୋ’କୁ ନେଇ ନିଷ୍ପତ୍ତି ନେଲା ବିସିସିଆଇ