ନୀତାଙ୍କୁ ଆଲିଙ୍ଗନ କରିଥିବା ବ୍ୟକ୍ତି କିଏ ? ପଢନ୍ତୁ ଏହି ଭାଇରାଲ୍‌ ସତ

୨୦୧୭ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ୍ ବିଜୟ ପରେ ଟିମ୍‌ର ମାଲିକାଣୀ ନୀତା ଅମ୍ବାନୀ ଟିମ ମେମ୍ବରମାନଙ୍କ ସହ ଖୁସି ମନାଇଥିଲେ। ତେବେ ଏହି ଖୁସି ମନାଉଥିବା ସମୟରେ ଜଣେ ବ୍ୟକ୍ତି ନୀତା ଅମ୍ବାନୀଙ୍କୁ କୋଳରେ ଉଠାଇ ଅଲିଙ୍ଗନ କରିଥିବା ଦେଖିବାକୁ ମିଳିଥିଲା। ଏହି ଫଟୋଟି ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରଲ ହେବାରେ ଲାଗିଛି। ତେବେ ଏହି ବ୍ୟକ୍ତି ଜଣକ କିଏ ? ଏବଂ କଣ ରହିଛି ଏହି ଦୁଇଜଣଙ୍କ ସମ୍ପର୍କ ? ଏହା ଏବେ ଚର୍ଚ୍ଚାର ବିଷୟ […]

chinmayee1

chinmayee1

Rakesh Mallick
  • Published: Tuesday, 23 May 2017
  • Updated: 23 May 2017, 06:43 PM IST

Sports

Latest News

୨୦୧୭ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ୍ ବିଜୟ ପରେ ଟିମ୍‌ର ମାଲିକାଣୀ ନୀତା ଅମ୍ବାନୀ ଟିମ ମେମ୍ବରମାନଙ୍କ ସହ ଖୁସି ମନାଇଥିଲେ। ତେବେ ଏହି ଖୁସି ମନାଉଥିବା ସମୟରେ ଜଣେ ବ୍ୟକ୍ତି ନୀତା ଅମ୍ବାନୀଙ୍କୁ କୋଳରେ ଉଠାଇ ଅଲିଙ୍ଗନ କରିଥିବା ଦେଖିବାକୁ ମିଳିଥିଲା। ଏହି ଫଟୋଟି ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରଲ ହେବାରେ ଲାଗିଛି।

ତେବେ ଏହି ବ୍ୟକ୍ତି ଜଣକ କିଏ ? ଏବଂ କଣ ରହିଛି ଏହି ଦୁଇଜଣଙ୍କ ସମ୍ପର୍କ ? ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ବାସ୍ତବରେ ଏହି ବ୍ୟକ୍ତି ଜଣକ ହେଉଛନ୍ତି ନୀତା ଅମ୍ବାନୀଙ୍କର ଦିଅର  ନିଖିଲ ମେସୱାନୀ। ନିଖିଲ ହେଉଛନ୍ତି  ମୁକେଶ ଅମ୍ବାନୀଙ୍କର ସମ୍ପର୍କୀୟ ଭାଇ। ଏଥିସହ ସେ ରିଲିଆନ୍ସ  ଇଣ୍ଡଷ୍ଟ୍ରିରେ ଏକ୍‌ଜ୍ୟୁକେଟିଭ୍‌ ଡାଇରେକଟର୍‌ ମଧ୍ୟ ଅଛନ୍ତି । ବିଜନେସ୍‌ ବ୍ୟତିତ ନିଖିଲ ଖେଳରେ ମଧ୍ୟ ରୁଚି ରଖନ୍ତି। ଆଇପିଏଲର ଅନେକ ସିଜନ୍‌ରେ ନିତା ଓ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଏବଂ ଅନନ୍ତଙ୍କ ସହ ନିଖିଲଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ୨୦୦୫ରେ ନିଖିଲଙ୍କୁ ୱାର୍ଲଡ ଇକୋନୋମିକ୍‌ ଫୋରମ ତରଫରୁ ଗ୍ଲୋବାଲ ଲିଡର୍‌ ସମ୍ମାନ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story