ଆଜି ଇଡେନ୍‌ ଗାର୍ଡେନରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ମୁକାବିଲା

କୋଲକାତା: କୋଲକାତାର ଇଡେନ ଗାର୍ଡେନରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଦ୍ୱିତୀୟ ଦିନିକିଆ ଖେଳାଯିବ। ଅପରାହ୍ନ ସାଢେ ଗୋଟାଏରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଏହି ମ୍ୟାଚ୍‌ ଜିତି ଭାରତ ସିରିଜର ନିକଟତର ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଅଷ୍ଟ୍ରେଲିଆ ସ୍ଥିତି ବରାବର କରିବାକୁ ଯୋଜନା କରିଛି। ତେବେ କୋଲକତାରେ ବର୍ଷା ଲାଗି ରହିଥିବାରୁ ମ୍ୟାଚ୍‌ ବାଧାପ୍ରାପ୍ତି ହେବାର ଆଶଙ୍କା ରହିଛି। ଦୁଇ ଟିମ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଇଡେନ୍‌ ମ୍ୟାଚ୍‌ ଦୁଇ ଟିମ୍‌ ପାଇଁ […]

Rakesh Mallick
  • Published: Thursday, 21 September 2017
  • Updated: 21 September 2017, 11:11 AM IST

Sports

Latest News

କୋଲକାତା: କୋଲକାତାର ଇଡେନ ଗାର୍ଡେନରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଦ୍ୱିତୀୟ ଦିନିକିଆ ଖେଳାଯିବ। ଅପରାହ୍ନ ସାଢେ ଗୋଟାଏରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଏହି ମ୍ୟାଚ୍‌ ଜିତି ଭାରତ ସିରିଜର ନିକଟତର ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଅଷ୍ଟ୍ରେଲିଆ ସ୍ଥିତି ବରାବର କରିବାକୁ ଯୋଜନା କରିଛି। ତେବେ କୋଲକତାରେ ବର୍ଷା ଲାଗି ରହିଥିବାରୁ ମ୍ୟାଚ୍‌ ବାଧାପ୍ରାପ୍ତି ହେବାର ଆଶଙ୍କା ରହିଛି।

ଦୁଇ ଟିମ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଇଡେନ୍‌ ମ୍ୟାଚ୍‌ ଦୁଇ ଟିମ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଏହାର ଫଳାଫଳ ଆଇସିସି ଦିନିକିଆ ମାନ୍ୟତା ଉପରେ ପ୍ରଭାବ ପକାଇବ। ଏହି ମ୍ୟାଚ୍‌ ଭାରତ ଜିତିଲେ ଦକ୍ଷିଣ ଆଫ୍ରିକାକୁ ହଟାଇ ତାଲିକାର ପ୍ରଥମ ସ୍ଥାନରେ ପହଞ୍ଚି ଯିବ। ଯଦି ଭାରତ ହାରିଯାଏ, ତେବେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନକୁ ଆସିଯିବ ଓ ଭାରତ ତୃତୀୟ ସ୍ଥାନକୁ ଖସିଯିବ। ବର୍ତ୍ତମାନ ଆଇସିସି ଦିନିକିଆ ମାନ୍ୟତାରେ ଦକ୍ଷିଣ ଆଫ୍ରିକା ୧୧୯ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବା ବେଳେ ଭାରତ ୧୧୮ ଏବଂ ଅଷ୍ଟ୍ରେଲିଆ ୧୧୭ ପଏଣ୍ଟ ସହ ଯଥାକ୍ରମରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story