ଆସନ୍ତାକାଲିଠାରୁ ଇଣ୍ଡିଆ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ

ପୁଣେ: ଆସନ୍ତାକାଲିଠାରୁ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ (ଏମ୍‌ସିଏ) ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ଘରୋଇ ମାଟିରେ ନ୍ୟୁଜିଲାଣ୍ଡକୁ ୩-୦, ଇଂଲଣ୍ଡକୁ ୪-୦ ଓ ଏକମାତ୍ର ଟେଷ୍ଟରେ ବାଂଲାଦେଶକୁ ପରାସ୍ତ କରିଥିବା ଭାରତୀୟ ଦଳର ଖେଳାଳିଙ୍କ ମନୋବଳ ଉଚ୍ଚରେ ରହିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍‌ ଇଣ୍ଡିଆ ତା’ର ବିଜୟ ଧାରା ଜାରି ରଖିବାକୁ ଉଦ୍ୟମ କରିବ। ଘରୋଇ ପରିବେଶରେ ୨୦୧୨ରୁ ଭାରତ ଅପରାଜେୟ ରହିଛି। ଏହି ସମୟରେ ଭାରତ ଖେଳିଥିବା ୨୦ଟି […]

india

india

Rakesh Mallick
  • Published: Wednesday, 22 February 2017
  • Updated: 22 February 2017, 05:47 PM IST

Sports

Latest News

ପୁଣେ: ଆସନ୍ତାକାଲିଠାରୁ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ (ଏମ୍‌ସିଏ) ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ଘରୋଇ ମାଟିରେ ନ୍ୟୁଜିଲାଣ୍ଡକୁ ୩-୦, ଇଂଲଣ୍ଡକୁ ୪-୦ ଓ ଏକମାତ୍ର ଟେଷ୍ଟରେ ବାଂଲାଦେଶକୁ ପରାସ୍ତ କରିଥିବା ଭାରତୀୟ ଦଳର ଖେଳାଳିଙ୍କ ମନୋବଳ ଉଚ୍ଚରେ ରହିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍‌ ଇଣ୍ଡିଆ ତା’ର ବିଜୟ ଧାରା ଜାରି ରଖିବାକୁ ଉଦ୍ୟମ କରିବ।

ଘରୋଇ ପରିବେଶରେ ୨୦୧୨ରୁ ଭାରତ ଅପରାଜେୟ ରହିଛି। ଏହି ସମୟରେ ଭାରତ ଖେଳିଥିବା ୨୦ଟି ଟେଷ୍ଟରୁ ୧୭ଟିରେ ବିଜୟୀ ହୋଇଥିବା ବେଳେ ୩ଟି ଡ୍ର ରହିଛି।

ଅନ୍ୟପକ୍ଷରେ ଭାରତକୁ ଘରୋଇ ମାଟିରେ ହରାଇ ବିଜୟ ଧାରାରେ ରୋକ୍‌ ଲଗାଇବାକୁ ଅଷ୍ଟ୍ରେଲିଆ ଅଧିନାୟକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos