ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜ୍‌ ପୂର୍ବରୁ ଜେମ୍ସ ଆଣ୍ଡରସନ ଆହତ

ଲଣ୍ଡନ: ବିଶ୍ୱ ଟେଷ୍ଟ କ୍ରିକେଟ୍‌ରେ ସବୁଠାରୁ ଅଧିକ ୱିକେଟ୍‌ ନେଇଥିବା ଇଂଲିଶ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ଆହତ ହୋଇଛନ୍ତି। ଇଂଲଣ୍ଡ ପାଇଁ କେବଳ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ଆଣ୍ଡରସନ୍‌ ଆସନ୍ତାମାସରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ୍‌ ପୂର୍ବରୁ କାଉଣ୍ଟି କ୍ରିକେଟ୍‌ ଖେଳିବା ବେଳେ ଆଣ୍ଡରସନ ଆହତ ହେବା ଇଂଲଣ୍ଡ ଟିମ୍‌ର ଚିନ୍ତା ବଢ଼ାଇ ଦେଇଛି। ଲାଙ୍କାଶାୟାର ପକ୍ଷରୁ ଆଣ୍ଡରସନ୍‌ ଡରହାମ ବିପକ୍ଷରେ […]

wq

wq

Hemant Lenka
  • Published: Saturday, 06 July 2019
  • Updated: 06 July 2019, 05:23 PM IST

Sports

Latest News

ଲଣ୍ଡନ: ବିଶ୍ୱ ଟେଷ୍ଟ କ୍ରିକେଟ୍‌ରେ ସବୁଠାରୁ ଅଧିକ ୱିକେଟ୍‌ ନେଇଥିବା ଇଂଲିଶ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ଆହତ ହୋଇଛନ୍ତି। ଇଂଲଣ୍ଡ ପାଇଁ କେବଳ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ଆଣ୍ଡରସନ୍‌ ଆସନ୍ତାମାସରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।

ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ୍‌ ପୂର୍ବରୁ କାଉଣ୍ଟି କ୍ରିକେଟ୍‌ ଖେଳିବା ବେଳେ ଆଣ୍ଡରସନ ଆହତ ହେବା ଇଂଲଣ୍ଡ ଟିମ୍‌ର ଚିନ୍ତା ବଢ଼ାଇ ଦେଇଛି। ଲାଙ୍କାଶାୟାର ପକ୍ଷରୁ ଆଣ୍ଡରସନ୍‌ ଡରହାମ ବିପକ୍ଷରେ ମ୍ୟାଚ୍‌ ଖେଳୁଥିଲେ।

ତେବେ ମ୍ୟାଚ୍‌ର ୩ୟ ଦିନରେ ସେ ବୋଲିଂ କରିବାକୁ ଗଲା ବେଳେ ମାଂସପେଶୀ ଜନିତ ସମସ୍ୟା ଯୋଗୁ ସେ ପଡ଼ିଆ ଛାଡ଼ି ବାହାରକୁ ଚାଲି ଆସିଥିଲେ। ଏବେ ସେ ପୂରା ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି।

ଏହାକୁ ନେଇ ଇଂଲଣ୍ଡ ଟିମ୍‌ ଚିନ୍ତାରେ ପଡ଼ିଛି। ଆଣ୍ଡରସନ ଟେଷ୍ଟରେ ୫୭୫ଟି ୱିକେଟ୍‌ ଦଖଲ କରିଛନ୍ତି। ଅଗଷ୍ଟ ୧ରୁ ଏଜବାଷ୍ଟନରେ ହିଁ ଆଶେଶ ସିରିଜ୍‌ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story