ରଣଜୀ ଟ୍ରଫି: ସର୍ବାଧିକ ରନ ହାସଲକାରୀ ଓ ୱିକେଟ ଟେକର କିଏ

ନୂଆଦିଲ୍ଲୀ: ଲିଗ୍‌ ପର୍ଯ୍ୟାୟ ଶେଷ ହେବା ପରେ ଏବେ ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ ମୁକାବିଲା ଆରମ୍ଭ ହେବ। ତେବେ ଏଯାଏ ଅନେକ ରେକର୍ଡ, ରନ ବର୍ଷ ଓ ୱିକେଟ ଦଖଲକାରୀଙ୍କୁ ଦେଶ ଦେଖି ଚାଲିଛି। ଲିଗ୍‌ ପର୍ଯ୍ୟାୟ ଶେଷ ହେବା ପରେ ଏଲଇଟି ପର୍ଯ୍ୟାରୁ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିବା ଟିମ୍‌ ମଧ୍ୟରେ କିଏ ସର୍ବାଧିକ ରନ ସ୍କୋର କରିଛି ଓ କିଏ ସର୍ବାଧିକ ୱିକେଟ ଦଖଲ କରିଛନ୍ତି ଆସନ୍ତୁ ଜାଣିବା। ସର୍ବାଧିକ ରନ୍‌ ହାସଲକାରୀ […]

e

e

Hemant Lenka
  • Published: Saturday, 15 February 2020
  • Updated: 15 February 2020, 07:05 PM IST

Sports

Latest News

ନୂଆଦିଲ୍ଲୀ: ଲିଗ୍‌ ପର୍ଯ୍ୟାୟ ଶେଷ ହେବା ପରେ ଏବେ ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ ମୁକାବିଲା ଆରମ୍ଭ ହେବ। ତେବେ ଏଯାଏ ଅନେକ ରେକର୍ଡ, ରନ ବର୍ଷ ଓ ୱିକେଟ ଦଖଲକାରୀଙ୍କୁ ଦେଶ ଦେଖି ଚାଲିଛି। ଲିଗ୍‌ ପର୍ଯ୍ୟାୟ ଶେଷ ହେବା ପରେ ଏଲଇଟି ପର୍ଯ୍ୟାରୁ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିବା ଟିମ୍‌ ମଧ୍ୟରେ କିଏ ସର୍ବାଧିକ ରନ ସ୍କୋର କରିଛି ଓ କିଏ ସର୍ବାଧିକ ୱିକେଟ ଦଖଲ କରିଛନ୍ତି ଆସନ୍ତୁ ଜାଣିବା।

ସର୍ବାଧିକ ରନ୍‌ ହାସଲକାରୀ

୧- ମନୋଜ ତିୱାରୀ(ବେଙ୍ଗଲ)-୬୪୧

୨-ଶେଲଡନ ଜ୍ୟାକସନ(ସୌରାଷ୍ଟ୍ର)-୬୦୬

୩-ଅବଦୁଲ ସମଦ(ଜମ୍ମୁ-କଶ୍ମୀର)-୫୪୭

୪-ଦେବଦୁତ ପାଡିକଲ୍(କର୍ଣ୍ଣାଟକା)-୫୪୭

୫-ଶୁଭମ ଖଜୁରିଆ(ଜମ୍ମୁ-କଶ୍ମୀର)-୫୧୧

ସର୍ବାଧିକ ୱିକେଟ ଦଖଲକାରୀ

୧-ଜୟଦେବ ଉନାଦକତ(ସୌରାଷ୍ଟ୍ର)-୫୧

୨-କେଭି ଶଶିକାନ୍ତ(ଆନ୍ଧ୍ର)-୩୫

୩-ରାଜେଶ ମହାନ୍ତି(ଓଡ଼ିଶା)-୩୨

୪-ରୋଶ କଲାରିଆ(ଗୁଜରାଟ)-୩୦

୫-ବସନ୍ତ ମହାନ୍ତି(ଓଡ଼ିଶା)-୩୦

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story