କଳିଙ୍ଗ ଷ୍ଟାଡ଼ିୟମରେ ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରୋତ୍ତୋଳନକାରୀ ଏବଂ କୋଚଙ୍କୁ ପ୍ରଶିକ୍ଷଣ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ଏହି ରିଫ୍ରେସର କୋର୍ସ।  ବ୍ରହ୍ମପୁର, ମାଲକାନାଗିରି ଏବଂ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲର ଭାରୋତ୍ତୋଳନକାରୀ ଅନ୍ତେବାସୀ ଏବଂ କୋଚ ମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର କୋଚ ଏବଂ ଭାରୋତ୍ତୋଳନକାରୀ ସୃଷ୍ଟି କରିବା ଲାଗି ଏହି ରିଫ୍ରେସର କୋର୍ସ ଦିଆଯାଉଛି। ଅର୍ଜୁନ ପୁରସ୍କାର ବିଜେତା ପି.ଏସ. ସାନ୍ଧୁ ଏବଂ ଭାରତୀୟ ଭାରୋତ୍ତଳନ ଦଳର କୋଚ ମାନରାଲ କୋଚିଂ ଦେଉଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡା […]

OR photo2018-03-20-09h32m19s642

OR photo2018-03-20-09h32m19s642

Rakesh Mallick
  • Published: Tuesday, 20 March 2018
  • Updated: 20 March 2018, 09:35 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରୋତ୍ତୋଳନକାରୀ ଏବଂ କୋଚଙ୍କୁ ପ୍ରଶିକ୍ଷଣ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ଏହି ରିଫ୍ରେସର କୋର୍ସ।  ବ୍ରହ୍ମପୁର, ମାଲକାନାଗିରି ଏବଂ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲର ଭାରୋତ୍ତୋଳନକାରୀ ଅନ୍ତେବାସୀ ଏବଂ କୋଚ ମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର କୋଚ ଏବଂ ଭାରୋତ୍ତୋଳନକାରୀ ସୃଷ୍ଟି କରିବା ଲାଗି ଏହି ରିଫ୍ରେସର କୋର୍ସ ଦିଆଯାଉଛି। ଅର୍ଜୁନ ପୁରସ୍କାର ବିଜେତା ପି.ଏସ. ସାନ୍ଧୁ ଏବଂ ଭାରତୀୟ ଭାରୋତ୍ତଳନ ଦଳର କୋଚ ମାନରାଲ କୋଚିଂ ଦେଉଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।  ଆସନ୍ତା ୨୩ତାରିଖ ପର୍ଯ୍ୟନ୍ତ ରିଫ୍ରେସର କୋର୍ସ ଚାଲିବ।

https://www.youtube.com/watch?v=JkTcYoHXExY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos