୧୫ ବଲ୍‌ରେ ୪ ରନ୍‌ ଦେଇ ୬ ୱିକେଟ୍‌ ନେଲେ ଏହି ଖେଳାଳି, ଦେଖନ୍ତୁ ଭିଡିଓ

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲ୍ୟାଣ୍ଡର ବାମହାତୀ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ରେକର୍ଡ ସୃଷ୍ଟି କରିଛନ୍ତି। ସେ ମାତ୍ର ୧୫ଟି ବଲ୍‌ରେ ୪ ରନ୍‌ ଦେଇ ୬ ଜଣ ଶ୍ରୀଲଙ୍କା ବ୍ୟାଟସମ୍ୟାନ୍‌ଙ୍କୁ ଆଉଟ୍‌ କରିଛନ୍ତି। ୧୦୦ ରନ୍‌ରେ ୫ଟି ୱିକେଟ୍‌ ହରାଇଥିବା ଶ୍ରୀଲଙ୍କା ୧୦୪ରେ ଅଲଆଉଟ୍‌ ହୋଇଯାଇଛି। ସେହିପରି ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ୱିକେଟ୍‌ ଶୂନ୍ୟ ଥିବା ବୋଲ୍ଡ ୩୦ ରନ୍‌ ଦେଇ ୬ଟି ୱିକେଟ୍‌ ଦଖଲ କରିଛନ୍ତି। ଏହା ବୋଲ୍ଟଙ୍କ ଟେଷ୍ଟ କ୍ୟାରିୟର […]

boult

boult

Hemant Lenka
  • Published: Thursday, 27 December 2018
  • Updated: 27 December 2018, 04:02 PM IST

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲ୍ୟାଣ୍ଡର ବାମହାତୀ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ରେକର୍ଡ ସୃଷ୍ଟି କରିଛନ୍ତି। ସେ ମାତ୍ର ୧୫ଟି ବଲ୍‌ରେ ୪ ରନ୍‌ ଦେଇ ୬ ଜଣ ଶ୍ରୀଲଙ୍କା ବ୍ୟାଟସମ୍ୟାନ୍‌ଙ୍କୁ ଆଉଟ୍‌ କରିଛନ୍ତି। ୧୦୦ ରନ୍‌ରେ ୫ଟି ୱିକେଟ୍‌ ହରାଇଥିବା ଶ୍ରୀଲଙ୍କା ୧୦୪ରେ ଅଲଆଉଟ୍‌ ହୋଇଯାଇଛି। ସେହିପରି ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ୱିକେଟ୍‌ ଶୂନ୍ୟ ଥିବା ବୋଲ୍ଡ ୩୦ ରନ୍‌ ଦେଇ ୬ଟି ୱିକେଟ୍‌ ଦଖଲ କରିଛନ୍ତି। ଏହା ବୋଲ୍ଟଙ୍କ ଟେଷ୍ଟ କ୍ୟାରିୟର ସର୍ବଶ୍ରେଷ୍ଠ ପ୍ରଦର୍ଶନ।

ଶ୍ରୀଲଙ୍କା ମାତ୍ର ୪ ରନ୍‌ ଭିତରେ ୫ ଜଣ ବ୍ୟାଟସ୍‌ମ୍ୟାନଙ୍କୁ ହରାଇବା ଭଳି ଏକ ବିରଳ ରେକର୍ଡ ମଧ୍ୟରେ ନିଜ ନାଁକୁ ସାମିଲ କରିଛି। ଆଜି ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚ୍‌ରେ ଏଭଳି ୱିକେଟ୍‌ ପତନ କେବେ ଦେଖିବାକୁ ମିଳି ନଥିଲା।

ବୋଲ୍ଡ ପ୍ରଥମେ ରୋଶନ୍‌ ସିଲଭାଙ୍କୁ ତୃତୀୟ ସ୍ଲିପ୍‌ରେ କ୍ୟାଚ୍‌ କରାଇଥିଲେ। ଏହାପରେ ସେ ଗୋଟିଏ ପରେ ଗୋଟିଏ ୱିକେଟ୍‌ ଦଖଲ କରିଚାଲିଥିଲେ। ଏହି ୬ଟି ୱିକେଟ୍‌ ମଧ୍ୟରୁ ୪ଟି ଏଲ୍‌ବିଡବ୍ଲ୍ୟୁରୁ ମିଳିଥିଲା।

ଅନ୍ୟପକ୍ଷରେ ଏହି ୬ ୱିକେଟ୍‌ ପରେ ବୋଲ୍ଡ ନ୍ୟୁଜିଲ୍ୟାଣ୍ଡର ୫ମ ସର୍ବାଧିକ ୱିକେଟ୍‌ ଦଖଲକାରୀ ବୋଲର ହୋଇଛନ୍ତି। ବୋଲ୍ଡ ବର୍ତ୍ତମାନ ସୁଦ୍ଧା ୨୩୦ଟି ୱିକେଟ୍‌ ଦଖଲ କରିଥିବା ବେଳେ ତାଙ୍କ ଉପରକୁ କ୍ରିସ୍‌ ମାର୍ଟିନ(୨୩୩), ଟିମ୍‌ ସାଉଦି(୨୩୫), ଡାନିଏଲ୍‌ ଭିଟୋରୀ(୩୬୨) ଓ ସାର୍‌ ରିଚାର୍ଡ ହାଡଲୀ (୪୩୧) ରହିଛନ୍ତି।

https://twitter.com/twitter/statuses/1078133405152292865

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story