ଆଇସୋଲେସନ ନିୟମ ଭାଙ୍ଗି ୨ କ୍ରୀଡ଼ାବିତ ଗିରଫ

ପ୍ୟାରିସ: କରୋନା ଭାଇରସର ମୁକାବିଲା ପାଇଁ ସାମାଜିକ ଦୂରତା ହିଁ ଏକ ପ୍ରକାରର ମାଧ୍ୟମ। ଏହି କାରଣରୁ ବିଦେଶୀରୁ ଫେରିଥିବା ବା ଥଣ୍ଡା ଓ କାଶରେ ପୀଡ଼ିତ ଥିବା ଲୋକଙ୍କୁ ସରକାର ବାଧ୍ୟତାମୂଳକ ଭାବେ ଆଇସୋଲେସନରେ ରହିବାକୁ କହିଛନ୍ତି। ହେଲେ ଏହି ଆଇସୋଲେସନ ନିୟମ ଭାଙ୍ଗି ଫିଜିର ଦୁଇ ଜଣ ରଗବୀ ଖେଳାଳି ଗିରଫ ହୋଇଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ। ଏହା ଏକ ଦାୟିତ୍ୱହୀନତାର ପରିଚୟ। ଏହି […]

d

d

Hemant Lenka
  • Published: Sunday, 05 April 2020
  • Updated: 05 April 2020, 04:45 PM IST

Sports

Latest News

ପ୍ୟାରିସ: କରୋନା ଭାଇରସର ମୁକାବିଲା ପାଇଁ ସାମାଜିକ ଦୂରତା ହିଁ ଏକ ପ୍ରକାରର ମାଧ୍ୟମ। ଏହି କାରଣରୁ ବିଦେଶୀରୁ ଫେରିଥିବା ବା ଥଣ୍ଡା ଓ କାଶରେ ପୀଡ଼ିତ ଥିବା ଲୋକଙ୍କୁ ସରକାର ବାଧ୍ୟତାମୂଳକ ଭାବେ ଆଇସୋଲେସନରେ ରହିବାକୁ କହିଛନ୍ତି। ହେଲେ ଏହି ଆଇସୋଲେସନ ନିୟମ ଭାଙ୍ଗି ଫିଜିର ଦୁଇ ଜଣ ରଗବୀ ଖେଳାଳି ଗିରଫ ହୋଇଛନ୍ତି।

ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ। ଏହା ଏକ ଦାୟିତ୍ୱହୀନତାର ପରିଚୟ। ଏହି ଦୁଇ ଖେଳାଳିଙ୍କ ସମ୍ପର୍କରେ ଆମେ ରଗବୀର ବିଶ୍ୱ ସଂଗଠନକୁ ଜଣାଇବୁ। ଅବଶ୍ୟ ଏହି ଦୁଇ ଖେଳାଳିଙ୍କ ପରିଚୟ ସାର୍ବଜନୀନ କରାଯାଇ ନାହିଁ।

କିନ୍ତୁ ସେମାନେ ଫିଜି ତରଫରୁ ପ୍ରଫେସନାଲ ମ୍ୟାଚ ଖେଳୁଛନ୍ତି ଏବଂ ବେଶ ଲୋକପ୍ରିୟ ମଧ୍ୟ। ନିକଟରେ ଫିଜି ଟିମ୍ ସିଙ୍ଗାପୁରରୁ ଫେରିଥିଲା। ଏହାପରେ ସମସ୍ତଙ୍କୁ ଆଇସୋଲେସନରେ ରହିବାକୁ କୁହାଯାଉ ଥିଲା। ହେଲେ ଏମାନଙ୍କ ମଧ୍ୟରୁ ୨ ଜଣ ନିୟମ ଭାଙ୍ଗି ଏଣେତେଣେ ବୁଲୁଥିବା ଖବର ମିଳିଛି। ଏହାଦ୍ୱାରା ଦେଶରେ ସଂକ୍ରମଣ ବ୍ୟାପିବାର ଭୟ ସୃଷ୍ଟି ହୋଇଛି।

ଏବେ ସେମାନଙ୍କୁ ଗିରଫ କରାଯାଇଛି। ଏହାପରେ ଫିଜି ରଗବୀ ୟୁନିୟନ ଏହି ଦୁଇ ଖେଳାଳିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story