U-16 ଏନ୍‌ପିସି ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ମୁମ୍ବାଇ: ନାଇକ୍‌ ପ୍ରିମିୟମ କପ୍‌ (ଏନନପିସି) U-16 ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସଂସ୍କରଣ ଆଜିଠାରୁ ଆରମ୍ଭ ହୋଇଛି। ଏଥିରେ ଦେଶର ୧୬ଟି ଟିମ୍‌ ଅଂଶଗ୍ରହଣ କରୁଛନ୍ତି। ଅଲ ଇଣ୍ଡିଆ ଫୁଟବଲ ଆସୋସିଏସନ (ଏଆଇଏଫଏଫ) ଆନୁକୁଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଫୁଟବଲ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ଏହି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଲକ୍ଷ୍ୟ। ଲିଗ୍‌ର ୧୬ଟି ସ୍ଥାନ ହାସଲ ପାଇଁ ୫୫ଟି ଟିମ୍‌ ମଧ୍ୟରେ କଡା ଟକ୍କର ହୋଇଥିଲା। ଏହି ଯୋଗ୍ୟତା ମ୍ୟାଚ୍‌ […]

npc

npc

Rakesh Mallick
  • Published: Tuesday, 31 January 2017
  • Updated: 31 January 2017, 05:45 PM IST

Sports

Latest News

ମୁମ୍ବାଇ: ନାଇକ୍‌ ପ୍ରିମିୟମ କପ୍‌ (ଏନନପିସି) U-16 ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସଂସ୍କରଣ ଆଜିଠାରୁ ଆରମ୍ଭ ହୋଇଛି। ଏଥିରେ ଦେଶର ୧୬ଟି ଟିମ୍‌ ଅଂଶଗ୍ରହଣ କରୁଛନ୍ତି। ଅଲ ଇଣ୍ଡିଆ ଫୁଟବଲ ଆସୋସିଏସନ (ଏଆଇଏଫଏଫ) ଆନୁକୁଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଫୁଟବଲ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ଏହି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଲକ୍ଷ୍ୟ।

ଲିଗ୍‌ର ୧୬ଟି ସ୍ଥାନ ହାସଲ ପାଇଁ ୫୫ଟି ଟିମ୍‌ ମଧ୍ୟରେ କଡା ଟକ୍କର ହୋଇଥିଲା। ଏହି ଯୋଗ୍ୟତା ମ୍ୟାଚ୍‌ ଗୋଆ ଓ ମୁମ୍ବାଇରେ ଖେଳଯାଇଥିଲା।

ପୂର୍ବତନ ଭାରତୀୟ ଅଧିନାୟକ ତଥା ଏଆଇଏଫଏଫ ଟେକ୍ନିକାଲ କମିଟି ଚେୟାରମ୍ୟାନ ବାଇଚୁଙ୍ଗ ଭୁତିଆ କହିଛନ୍ତି,“ଆମ ଦେଶରେ ବହୁ ଯୁବ ଫୁଟବଲ ପ୍ରତିଭା ଅଛନ୍ତି। ଏମାନଙ୍କ ପାଇଁ ଏକ ପ୍ଲାଟଫର୍ମର ଆବଶ୍ୟକତା ଅଛି, ଯାହା ଦ୍ୱାରା ସେମାନେ ନିଜ ପ୍ରତିଭା ଦେଖାଇ ପାରିବେ। ଏହି ଲିଗ୍‌ ମାଧ୍ୟମରେ ଏହି ଯୁବ ପ୍ରତିଭାମାନେ ଫୁଟବଲର କୌଶଳ ବୁଝିବା ସହ ନିଜ ପ୍ରତିଭା ପ୍ରଦର୍ଶନ କରିପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story